ଅକ୍ଷୟ କୁମାର କୁ ଚାଂହିବାକୁ ଲାଗିଥିଲେ କରଣ ଯୋହର ପରେ ଜଣା ପଡ଼ିଲା କି କଜୋଲ୍ ଙ୍କ କ୍ରସ୍ ବି ଅକ୍ଷୟ

କାଜୋଲ ବଲିବୁଡରେ ନାମୀ ଦାମୀ କଳାକାର ଅଟନ୍ତି । ସେ ତାଙ୍କ କ୍ୟାରିରରେ ବହୁତ୍ ହିଟ୍ ଫିଲ୍ମ୍ ଦେଇଛନ୍ତି ।ୟା ଭିତରୁ ବହୁତ୍ ଫିଲ୍ମ୍ କରଣ ଯୋହର ବନେଇଚନ୍ତି । ଏମିତିରେ ବି କରଣ ଆଉ କାଜୋଲ ନିଜ ନିଜ ଭିତରେ ଭଲ ବୁଝା ମଣା ଅଛି । ଏ ଦୁଇଜଣ ବହୁତ୍ ଭଲ ବନ୍ଧୁ ଅଟନ୍ତି । ସେଥିପାଇଁ ଦୁଇ ଜଣ ଦୁଇ ଜଣଙ୍କ ସବୁ ଗୁପ୍ତ କଥା ସେୟାର କରନ୍ତି । କିଛି ସମୟ ପୂର୍ବରୁ କରଣ କାଜୋଲ ଙ୍କ ଏକ ଏମିତି ରାଜ କହିଲେ ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

କାଜୋଲ ଙ୍କୁ ଥିଲା ଅକ୍ଷୟ ଙ୍କ ଉପରେ କ୍ରସ

କରଣ ଆଉ କାଜୋଲ କପିଲ ଶର୍ମାଙ୍କ ଶୋ ରେ ଆସିଥିଲେ । ସେଠି ସେମାନେ ଜଣେଇଥିଲେ କି କାଜୋଲ ଙ୍କୁ ଅକ୍ଷୟ କୁମାର ଙ୍କ ଉପରେ ଥିଲା କ୍ରସ । କରଣ କହିଲେ କି ” କାଜୋଲ ଙ୍କୁ ଅକ୍ଷୟ କୁମାର ଉପରେ ଭଲ କ୍ରସ ଥିଲା । ପୁରା ପ୍ରିମିୟମ ରେ ୟେ ଅକ୍ଷୟ କୁମାର ଙ୍କୁ ଖୋଜୁଥିଲେ ଆଉ ମୁଁ ତାଙ୍କ ସାହାରା ବନିଯାଇଥିଲି । କାହିଁକି ନା କୋଉଠି ନା କୋଉଠି ବି ଅକ୍ଷୟ କୁମାର ଙ୍କୁ ଖୋଜୁଥିଲା । ”

କରଣ ଯୋହର ଖୋଲିଲେ ରାଜ:

ଏହି ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ରେ ବହୁତ୍ ଭାଇରାଲ ହେଉଛି । ଏହାକୁ ଇନଷ୍ଟାଗ୍ରମ୍ ରେ ‘ ବଲିଉଡ ନୋନଷ୍ଟୋପ ‘ ନାମରେ ଗୋଟିଏ ପେଜ ରେ ସେୟାର କରିଛନ୍ତି। କାଜୋଲ ଙ୍କ ଏହି ରାଜ ବିଷୟରେ ସବୁ ଲୋକଙ୍କୁ ଜଣା ନଥିଲା, କିନ୍ତୁ କରଣ କପିଲ ଶର୍ମାଙ୍କ ସୋ ରେ ଏସବୁ ଖୋଲିଦେଲେ । କିନ୍ତୁ କାଜୋ ଲ ଏବେ ଅଜୟ ଦେବଗନ ଙ୍କ ପତ୍ନୀ । ଏମାନଙ୍କର ୨ ଟି ପିଲା ବି ଅଛନ୍ତି ଯାହାଙ୍କ ନାମ ୟୁଗ ଆଉ ନ୍ୟାସା ।

ଦେଖନ୍ତୁ ଭିଡିଓ:

https://www.instagram.com/p/CFUmEZbhtsP/?utm_source=ig_web_copy_link

ମାଆଙ୍କୁ ଦେଲେ ଜନ୍ମ ଦିନର ଶୁଭେଚ୍ଛା

କାଜଲ ସୋସିଆଲ ମିଡିଆରେ ବହୁତ୍ ସମୟ ରହୁଛନ୍ତି । ଏବେ ଏବେ ସେ ନିଜ ମାଆ ତନୁଜା ଙ୍କୁ ୭୭ ତମ ଜନ୍ମଦିନ ର ଶୁଭକାମନା ଦେଇଛନ୍ତି । କାଜଲ ଶେଷ ଥର ତାନହାଜି : ଦ ଅନସଂଗ ୱାରିଅର ରେ ଅଜୟ ଦେବଗନ ସହିତ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *