ଆଉ ଥରେ ବିବାହ କରିବେ ପ୍ରଭୁଦେବା ! ଭାଣିଜୀ ସହ ହେବ ବିବାହ

ମୁମ୍ବାଇ ; ପ୍ରଭୁଦେବା ଏକାଥର କେ ଜଣେ କେ ଭଲ ଡାନ୍ସ କୋରିଓଗ୍ରାଫର , ନିର୍ଦ୍ଦେଶକ , ଅଭିନେତା ଏବଂ ପ୍ରଯୋଜକ। ସେ ଉଭୟ ବଲିଉଡ୍ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଜଣେ ସଫଳ ମଣିଷ। ୨୦୧୧ ର ରେ ସେ ତାଙ୍କ ପ୍ରଥମ ସ୍ତ୍ରୀ ରାମଲତା ଙ୍କ ଠାରୁ ଦୂରେଇ ଯାଇଥିଲେ। ପ୍ରଭୁଦେବା ଙ୍କର ଅଭିନେତ୍ରୀ ନୟନତାର ଙ୍କ ସହ ରିଲେସନ ବଢିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଯାଇଥିଲେ। ଏହା ପରେ ତାଙ୍କ ଦାମ୍ପତ୍ୟ ଜୀବନ ରେ ଝଡ ସୃଷ୍ଟି ହୋଇ ଏହା ଡିଭସ ରେ ପରିଣତ ହୋଇଥିଲା। କିନ୍ତୁ ପ୍ରଭୁଦେବା ଙ୍କର ନୟନତାର ଙ୍କ ସହିତ ରିଲେସନ ବେସି ଦିନ ରହି ନଥିଲା। ତା ପରେ ନୟନତାର ମଧ୍ୟ ୨୦୧୨ ରେ ପ୍ରଭୁଦେବା ଙ୍କ ଠାରୁ ଦୂରେଇ ଯାଇଥିଲେ।

ଇ-ଟାଇମସ ନ୍ୟୁଜ ଆନୁସାରେ ପଭୁଦେବା ପୁଣି ଥରେ ପ୍ରେମ ରେ ପଡିଛନ୍ତି। କୁହାଯାଉଛି କି ପ୍ରଭୁଦେବା ତାଙ୍କ ଭାଣେଜୀ ଙ୍କୁ ଡେଟ ରେ ନେଉଛନ୍ତି ଏବଂ ତାଙ୍କୁ ଖୁବ ଶିଘ୍ର ବିବାହ ମଧ୍ୟ କରିବେ। କିନ୍ତୁ ପ୍ରଭୁଦେବା ଏବଂ ତାଙ୍କ ଅଫିସ ରୁ କୌଣସି ଏପରି ଖବର ମିଳି ନାହିଁ।

Prabhu Deva to tie the knot again? | Tamil Movie News - Times of India

ବର୍ତ୍ତମାନ ସଲମାନ ଙ୍କ ଫିଲ୍ମ ‘ ରାଧେ ‘ ରେ ପ୍ରଭୁଦେବା କାମ କରୁଛନ୍ତି। ସେ ଏହି ଫିଲ୍ମ ର ନିର୍ଦ୍ଦେଶକ ଅଟନ୍ତି। ସେ ଆଗରୁ ସଲମାନ ଙ୍କ ଫିଲ୍ମ ‘ ଦବଙ୍ଗ ୩ ‘ ରେ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କୁ ଆଗକୁ ସାଉଥ ର କିଛି ଫିଲ୍ମ ରେ ଲିଡ ରୋଲ ରେ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *