ଏବେ ୱାଇଟି ହାଉସ ର ଚମକାଇ ଦେବା ଭଳି ଘଟଣା ର ପରଦାଫାସ, ଟ୍ରମ୍ପଙ୍କୁ ଦିଆ ଯାଏନାହିଁ ସବୁ ଗୁପ୍ତକଥାର ସୂଚନା…

ଏହି ଖବର ଟିକେ ଚମକାଇ ଦେବା ଭଳି କଥା କିନ୍ତୁ ସତ ଅଟେ । ଆମେରିକା ରାଷ୍ଟ୍ରମ୍ପତି ଡ୍ରୋନାଲ୍ଡ ଟ୍ରମ୍ପ ୱାଇଟ ହାଉସ ରେ ଯେଉଁ କଥା ରାଷ୍ଟ୍ରମ୍ପତି ଙ୍କ ପାଇଁ ଜରୁରୀ କେବଳ ସେହି କଥା ତାଙ୍କୁ କୁହାଯାଇଥାଏ ବାକି ସୂଚନା କୁ ଲୁଚାଇ ରଖା ଯାଇଥାଏ ।

ଏହି କଥା ଏବେ ସାମ୍ନା କୁ ଆସିଛି । ଶୁକ୍ରବାର ଦିନ ଆମେରିକା ୱେବସାଇଟ ନ୍ୟୁୟର୍କ ଟାଇମ ରେ ଏକ ଷ୍ଟୋରୀ ପ୍ରକାଶିତ କରାଯାଇଥିଲା ଯେଉଁଥିରେ ଲେଖା ଯାଇଥିଲା କି ଋଷ ତାଳିବାନ ରୁ ଆଫଗାନିସ୍ଥାନ ରେ ନିୟମିତ ସୈନ୍ୟ ଙ୍କୁ ମାରି ଦେଲେ ପୁରସ୍କାର ଘୋଷଣା କରିଛନ୍ତି । ଋଷ ତାଲିବାନ ସହ ଜଡ଼ିତ ଆତଙ୍କବାଦୀ ସହ କୌଣସି ପ୍ରକାର ସମ୍ପର୍କ କରି କହିଲେ କି ଯଦି ଆମେରିକା ସୈନିକ ଙ୍କ କ୍ଷତି ପହଁଞ୍ଚାଇଲେ ତାଙ୍କୁ ପୁରସ୍କାର ଦିଆଯିବ । ଆମେରିକା ଗୁପ୍ତ ବିଭାଗ ତରଫ ରୁ ଏହା ବିଷୟରେ ରାଷ୍ଟ୍ରମ୍ପତି ଡ୍ରୋନାଲ୍ଡ ଟ୍ରମ୍ପ ଙ୍କୁ ମଧ୍ୟ ସୂଚନା ଙ୍କୁ ସୂଚନା ଦିଆହୋଇନାହିଁ ।

ଏବେ ଯେବେ ଆମେରିକା ର ପୂର୍ବ ଉପ ରାଷ୍ଟ୍ରମ୍ପତି ଜୋ ବିଡେନ ଙ୍କୁ ଏହି ବିଷୟରେ ଜଣା ପଡିଲା ସେ କହିଲେ କି ଏଥିପାଇଁ ରାଷ୍ଟ୍ରମ୍ପତି ଡ୍ରୋନାଲ୍ଡ ଟ୍ରମ୍ପ ଅଛନ୍ତି । ସେ କହିଲେ କି ଯେବେ ଟ୍ରମ୍ପ ଙ୍କୁ ଗୁପ୍ତ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା ତ ସେ ଋଷ କୁ ଦଣ୍ଡ ଦେବା ପାଇଁ ଚାହୁଁଥିଲେ କିନ୍ତୁ ଏମିତି କରି ନ ଥିଲେ ।

ଅଧିକାରୀ ଏହି ମାମଲା ର ସୂଚନା ଦେଇ କହିଲେ କି ନ୍ୟୁୟର୍କ ଟାଇମ୍ସ ଶୁକ୍ରବାର କହିଥିଲେ କି ଏକ ଋଷ ସୈନିକ ଗୁପ୍ତ ଭାବରେ ତାଲିବାନ ସହ ଜଡ଼ିତ ଆତଙ୍କବାଦୀ ଙ୍କୁ ଆଫଗାନିସ୍ତାନ ରେ ଆମେରିକା ଓ ଗଣ୍ଠବନ୍ଧନ ସୈନିକ ଙ୍କୁ ଲକ୍ଷ୍ୟ କରିବା ପାଇଁ ଭୁଗତାନ କରିଥିଲେ ଟ୍ରମ୍ପ ଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଥିଲା ।

ୱାଇଟ ହାଉସ ତରଫରୁ କୌଣସି ଗୁପ୍ତ ସୂଚନା କିମ୍ବା ଆନ୍ତରିକ ବିଚାର ବିମର୍ଶ ଉପରେ ନିୟମିତ ରୂପରେ ଟିପ୍ପଣୀ ଦିଆ ଯାଏନାହିଁ । ଇଣ୍ଟେଲିଜେଣ୍ଟ ଏଜେନ୍ସି , ସିଆଇଏ ନିର୍ଦ୍ଦେଶକ , ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଓ କର୍ମଚାରୀ ର ପ୍ରମୁଖ ସବୁ ପୃଷ୍ଟି କରନ୍ତି ଏହି ବିଷୟରେ ନା ରାଷ୍ଟ୍ରମ୍ପତି ବା ଉପ ରାଷ୍ଟ୍ରମ୍ପତି ଙ୍କୁ ଗୁପ୍ତ ସୂଚନା ଦିଆ ଯାଇଥିଲା । ୱାଇଟ ହାଉସ ତରଫରୁ ଏହି ବିଷୟରେ କିଛି ବୟାନ ସେତେବେଳେ ଜାରି କରନ୍ତି ଯେବେ ନ୍ୟୁୟର୍କ ଟାଇମ୍ସ ର ୱେବସାଇଟ ରେ ଏହି ସମ୍ଭନ୍ଧ ରେ ଖବର ୨୫ ଘଣ୍ଟା ପୂର୍ବରୁ ଚଲା ଯାଇ ସାରିଥିବ ।

ପ୍ରେସ ସଚିବ କାୟଲେ ମୌକନୀ ଏହି ବିଷୟରେ ଶନିବାର ବୟାନ ଜାରି କରିଥିଲେ । ଶନିବାର ରାତିରେ ରାଷ୍ଟ୍ରୀୟ ଗୁପ୍ତ ନିର୍ଦ୍ଦେଶକ ଜନ ରୌଟକ୍ଲିଫ ଏକ ବୟାନ ଜାରି କରି ୱାଇଟ ହାଉସ ର ଏହି ଦାବି କୁ ସତ ବୋଲି ସାବ୍ୟସ୍ତ କରିଥିଲା , ସେ କହିଥିଲେ କି ଏହି ଭଳି ଗୁପ୍ତ ସୂଚନା ଟ୍ରମ୍ପ ଙ୍କୁ ଦିଆ ଯାଏ ନାହିଁ ।

ଟାଇମ୍ସ ର ଲେଖା ରେ ଏହା ମଧ୍ୟ କୁହାଯାଇଥିଲା କି ୱାଇଟ ହାଉସ ର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ମାର୍ଚ୍ଚ ର ଶେଷ ରେ ଏକ ଇଣ୍ଟରଜେସୀ ମିଟିଙ୍ଗ ରେ ସମସ୍ୟା ଉପରେ ଚର୍ଚ୍ଚା କରିଥିଲେ କିନ୍ତୁ ଏବେ ପର୍ଯ୍ୟନ୍ତ ମାମଲା ର କୌଣସି ପ୍ରତିକ୍ରିୟା ଦିଆ ଯାଇନାହିଁ ।

ଡେମୋକ୍ରେଟିକ ରାଷ୍ଟ୍ରମ୍ପତି ପଦ ର ଆଶାବାଦୀ ଜୋ ବିଡେନ ଏହାକୁ ଲଜ୍ଜାଜନକ ବୋଲି କହିଲେ । ବିଡେନ ବୋଟର ଗ୍ରୁପ ତରଫରୁ ଆୟୋଜିତ ଏକ ବର୍ଚୂଅଲ ଟାଉନ ହୋଲ ରେ ଆୟୋଜିତ କାର୍ଯକ୍ରମ ରେ କହିଥିଲେ କି ଏହି ପ୍ରକାର ଜିନିଷ ଅନ୍ତଃରାଷ୍ଟ୍ରୀୟ କାନୁନ ର ଘୋର ଉଲଘଂନ ଅଟେ ।

ରାଷ୍ଟ୍ରମ୍ପତି ଡ୍ରୋନାଲ୍ଡ ଟ୍ରମ୍ପ ଏଥିପାଇଁ ଋଷ ଉପରେ କୌଣସି ପ୍ରକାର ଆକ୍ସନ ନେଇ ନାହିଁ କିନ୍ତୁ ଏହି ପ୍ରକାର ସୂଚନା ହେଲେ ମନା କରୁଥିବେ । ଟ୍ରମ୍ପ ଏମିତି କରି ନିଜକୁ ଲଜିତ କରିଛନ୍ତି । ତାଙ୍କର ପୁରା ରାଷ୍ଟ୍ରମ୍ପତି କାଳ ବ୍ଲାଦିମୀର ପୁତିନ ଙ୍କ ପାଇଁ ଏକ ଉପହାର କିଣି ରଖିଛନ୍ତି ।

ସେ କହିଛନ୍ତି କି ଯେବେ ନିଜ ଦେଶର ସୈନିକ ଙ୍କୁ କ୍ଷତି ହେବା ଭଳି ଜାଗା କୁ ପଠାଉ ତେବେ ଆମର ସୈନିକ ଙ୍କୁ ବଞ୍ଚାଇବା ଓ ତାଙ୍କ ପାଇଁ ଉତ୍ତମ ଜିନିଷ ଯୋଗାଇ ଦେବା ଆମର ଦାୟିତ୍ବ ହୋଇଥାଏ ଯଦି ଆମେ ଏମିତି ନ କରୁ ତେବେ ଦେଶ ପାଇଁ କର୍ତ୍ତବ୍ୟ ନିଭାଉଥିବା ସାଥୀରେ ବିଶ୍ୱାସଘାତକ ହେବ ।

ଅଧିକାରୀ ଏହି ମାମଲାରେ ସୂଚନା ଦେଇ କହିଲେ କି ଧରା ଯାଇଥିବା ଆଫଗାନିସ୍ତାନ ର ଆତଙ୍କବାଦୀ ଓ ଅପରାଧୀ ଙ୍କୁ ପଚରା ଉଚରା ରେ ଏମିତି ଗୁପ୍ତ ସୂଚନା ମିଳିଥିଲା । ଅଧିକାରୀମାନେ କହିଥିଲେ କି ଆତଙ୍କବାଦୀ ଙ୍କୁ ପଚରା ଉଚରା କୁ ବହୁତ ଗୁପ୍ତ ରଖାଯାଇଛି । ଏହା ପରେ ଏହା ବିଷୟରେ ପ୍ରଶାସନ କୁ ଜଣାଇ ଦିଆଯାଇଥିଲା । କିନ୍ତୁ ପ୍ରଶାସନ ଏହି ବିଷୟରେ ଗତ ଏକ ସପ୍ତାହ ରୁ ଧ୍ୟାନ ଦେଉଛି । କିନ୍ତୁ ଦୁଇ ଦିନ ପୂର୍ବରୁ ଏହି ଭଳି ଚମକାଇଦେବା ଭଳି ସୂଚନା ସାମ୍ନା କୁ ଆସିଛି କି ୱାଇଟ ହାଉସ ର ଅଧିକାରୀ ଏହି ବିଷୟରେ ଟ୍ରମ୍ପ ଙ୍କୁ କେବେ କହି ନ ଥିଲେ ।

ଗୋଟେ କଥା ଏହା ମଧ୍ୟ ସାମ୍ନା କୁ ଆସିଛି କି ଇସଲାମୀ ଆତଙ୍କବାଦୀ ଓ ସଶସ୍ତ୍ର ଅପରାଧୀ ଙ୍କ ମଧ୍ୟରେ ସମ୍ଵନ୍ଧ ଅଛି । ଏମିତି ବି ମନା ଯାଏ କି ଆମେରିକା ସୈନିକ ଉପରେ ଆକ୍ରମଣ କରିବା ପାଇଁ ସେମାନେ ମୋଟା ଅଙ୍କ ନେଇଥିଲେ । ମନେଥିବ କି ଆଫଗାନିସ୍ତାନ ରେ ୨୦୧୯ ରେ କ୍ଷୁଦ୍ଧ ରେ କୋଡ଼ିଏ ଆମେରିକୀ ମରି ଯାଇଥିଲେ କିନ୍ତୁ ଏହି ସମୟରେ ଏହା ହତ୍ୟା ସନ୍ଦେହ ଭିତରେ ଥିଲା ।

ଆମେରିକା ଓ ଅନ୍ୟ ନାଟୋ ସୈନିକ ଙ୍କ ହତ୍ୟା କୁ ପ୍ରସାହିତ କରିବା ପାଇଁ ଋଷ ତରଫରୁ ସମର୍ଥନ କରାଯାଇଥିଲା ତେବେ ଏହା ନିଜକୁ ନିଜେ ଚିନ୍ତା କରିବା ଭଳି କଥା । ଏହି ଭଳି ଜିନିଷ ଜଣା ପଡ଼ିବା ପରେ ଋଷ ପ୍ରତି ସୈନିକ ମାନଙ୍କ ମନରେ ରାଗ ଆସିବ । ଏମିତି ଏହା ପ୍ରଥମ ଥର ହେବ ଯେବେ ଋଷ ଜାସୁସ ଇକାଇ ପଶ୍ଚିମୀ ସୈନିକ ଉପରେ ଆକ୍ରମଣ କରିବା ପାଇଁ ରଣନୀତି କରିଥିଲା ।

Leave a Reply

Your email address will not be published. Required fields are marked *