ଏମ୍ବୁଲେନ୍ସ ଡ୍ରାଇଭର ର ସ୍ପଷ୍ଟୀକରଣ :ସୁଶାନ୍ତ ଙ୍କ ହତ୍ୟା ହେଇଛି, ଫାସି ଦେଇଥିଲେ ଗୋଡ଼ା କେମିତି ଭାଙ୍ଗି ଥାନ୍ତା

ସୁଶାନ୍ତ ସିଂ ରାଜପୁତ କେସରେ ସବୁଦିନ ନୂଆନୂଆ ସ୍ପଷ୍ଟୀକରଣ ହଉଛି।ସୁଶାନ୍ତଙ୍କ ର ମୃତ୍ୟୁର ପ୍ରକୃତ କାରଣ କଣ ଥିଲା ଏବେ ବି ରହସ୍ୟ ଘେରରେ।ଏହି କେସ ରେ ବହୁତ୍ ଲୋକ ସାମ୍ନାକୁ ଆସିଛନ୍ତି ଜିଏବି ଆସିଛି ତାଙ୍କର ମତାମତ ରେ ସମସ୍ତଙ୍କୁ ଚମକେଇ ଦେଇଛନ୍ତି।ଏହି ମତାମତର ସତ୍ୟକୁ ନେଇକି ସବୁବେଳେ ପ୍ରଶ୍ନ ବାଚି ସୃଷ୍ଟି ହେଇଛି।ଏହି ସମୟରେ ସୁଶାନ୍ତ ସିଂ ରାଜପୁତ ଙ୍କ ଶରୀରକୁ ଡାକ୍ତରଖାନା ନେଇ ଥିବା ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ସାମିଲ ହେଇଗଲା।

ଫାଶୀ ଲଗେଇଲେ ଯଦି ଗୋଡ କେମିତି ଭାଙ୍ଗିଲା

କହିବାକଥା ଯୋଉ ଆମ୍ବୁଲାନ୍ସ ଡ଼୍ରାଇଭର ୧୪ଜୁନ ରେ ସୁଶାନ୍ତ ସିଂ ରାଜପୁତର ଶରୀର ଡାକ୍ତରଖାନାରେ ପହଞ୍ଚାଇ ଥିଲେ ସେ ଗୋଟିଏ ମିଡ଼ିଆ ହାଉସକୁ କଥାବାର୍ତ୍ତା ମାଧ୍ୟମରେ ଚମକେଇଲା ଭଳି ବୟାନ ଦେଇଛନ୍ତି। ଆମ୍ବୁଲାନ୍ସ ଡ଼୍ରାଇଭର କହିଛନ୍ତି ସୁଶାନ୍ତଙ୍କ ଶରୀରରୁ ବିଷ ମିଳିଲାନି କିନ୍ତୁ ଏହି କେସ ହତ୍ୟା ଭଳି ଲାଗୁଛି ଆତ୍ମହତ୍ୟା ନୁହେଁ । ଯଦି ସୁଶାନ୍ତ ଫାଶୀ ଲଗାଇ ଥାନ୍ତେ ତାଙ୍କର ଗୋଡ କେମିତି ଭାଙ୍ଗିଲା। ଡ୍ରାଇଭର କହିଲେ ମୁଁ ଜାଣିନି ସେଦିନ ପୋଷ୍ଟ ମୋଟମ୍ ରୁମ ଭିତରେ କଣ୍ ହେଇଥିଲା , ଏ କଥା ନିଶ୍ଚୟ ଜାଣିଛି ସୁଶାନ୍ତର ମୃତ୍ୟୁ ଆତ୍ମହତ୍ୟା ନୁହେଁ ହତ୍ୟା ।ଏହାସହ ସେ କହିଛନ୍ତି ପୋଷ୍ଟ ମୋଟୋମ୍ ରୁମ ରେ ରାତିରେ ଲାଇଟ ହୁଏନି ଦିନରେ ଭଲ ହୁଏ।

ସୁଶାନ୍ତ ଶରୀରରେ କିଛି ବିଷ ମିଳିନଥିଲା

ଏମ୍ସର ଫରେନ୍ସିଙ୍କ ଦଳ ସୁଶାନ୍ତ ର ମୃତ୍ୟୁ ସମ୍ବଧରେ ଏକ ରିପୋର୍ଟ ସିବିଆଇକୁ ଦେଇଛନ୍ତି।ଏହି ରିପୋର୍ଟ ରେ ସୁଶାନ୍ତ ଶରୀରରେ କୌଣସି ବି ବିଷ ନଥିଲା ଲେଖାଯାଇଛି।ସୁଶାନ୍ତ ଶରୀରରେ କିଚିଭ୍ ବି ଅର୍ଗାନିକ୍ ବିଷ ମିଳି ନାହିଁ।

ତାଙ୍କ ବାପା ରିୟା ଉପରେ ବିଷ ଦେବାର ଦୋଷ ଲଗାଇଥିଲେ

ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା କେକେ ସିଂ ରିୟା ଚକ୍ରବର୍ତ୍ତୀ ବିରୋଧରେ ଏଫ୍.ଆଇ.ଆର୍ ଲେଖିଥିଲେ।ସେ ମଧ୍ୟ ଅଭିଯୋଗ କରିଥିଲେ କି ରିୟା ମୋ ପୁଅକୁ ସ୍ଲୋ ପଏଜନ ଦେଇକି ମାରିଚି। ଏହା ଛଡା ସୁଶାନ୍ତ ଙ୍କ ପରିବାରର ଓକିଲ ବିକାଶ ସିଂ ମଧ୍ୟ ସ୍ପଷ୍ଟୀକରଣ କରିଥିଲେ ଅଭିନେତାର ହତ୍ୟା କରାଯାଇଛି।ଏହି ଓକିଲ ଏକଥା ପୁଣି କହିଛନ୍ତି ପରିବାର ଲୋକ ସିବିଆଇର ତଦନ୍ତ ରେ ସନ୍ତୁଷ୍ଟ ନାହାନ୍ତି।ତାଙ୍କୁ ଲାଗୁଛି ଏ କେଶ୍ ବଲିଉଡ୍ ଡ୍ରଗ୍ସ ଆଡ଼କୁ ଅଧିକ ଗୁରୁତ୍ଵ ଦିଆଯାଇଛି।ଏହି ତଦନ୍ତ ଭୂଲ୍ ରାସ୍ତା ରେ ଯାଉଛି।ଏହାପରେ ସୋମବାର କୁ ସିବିଆଇ ନିଜର ମତାମତ ଜାରି କରି କହିଛି ଆମେ ପ୍ରଫେସନାଲ ମାଧ୍ୟମରେ ତଦନ୍ତ କରୁଛୁ। ସବୁ ପକ୍ଷ କୁ ଦେଖୁଚୁ।ଆଜିଯାଏଁ କିଛି ବି ପକ୍ଷ ଛାଡିନୁ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।
ଏହାକୁ ନେଇ ଆପଣଙ୍କର ମତା ମତ

Leave a Reply

Your email address will not be published. Required fields are marked *