ଏହି ପାକିସ୍ତାନୀ ବଧୂ ବିବାହରେ ପିନ୍ଧିଥିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି ଲାଲ ଶାଢ଼ୀ, ଲାଗୁଥିଲେ ବହୁତ ସୁନ୍ଦର

ପଡୋଶୀ ଦେଶ ପକିସ୍ତାନରେ ଜଣେ ବଧୂଙ୍କ ବିବାହର ଯୋଡ଼ା ବହୁତ ତୀବ୍ରତାର ସହିତ ଭାଇରାଲ ହେଉଛି। ବାସ୍ତବରେ ଏହି ବଧୂ ଜଣକ ନିଜ ବିବାହ ପାଇଁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି ଲାଲ ଶାଢ଼ୀକୁ ଚୟନ କରିଛନ୍ତି। ବିବାହ ପ୍ରତ୍ୟେକ ଝିଅ ଜୀବନରେ ସେହି ଅନୁଭୂତି ଅଟେ, ଯାହାପାଇଁ କେଜାଣି କେବେଠାରୁ ସେ ଅପେକ୍ଷା କାଟି ରହିଥାଏ। କିନ୍ତୁ ଯେତେବେଳେ ଏହି ମୁହୂର୍ତ୍ତ ପାଖାପାଖି ଆସିଥାଏ ତେବେ ମନରେ ଅଜବ ପ୍ରକାରର ଅସ୍ଥିରତା ଘର କରିଥାଏ।

ଗୋଟିଏ ପକ୍ଷରେ ଯେଉଁଠାରେ ହେବାକୁ ଥିବା ବଧୂକୁ ନୂତନ ଘରର ଚାଲି ଚଳନ ଶୁଖିବାକୁ ପଡିଥାଏ ସେହିପରି ଅନ୍ୟପକ୍ଷରେ ତାଙ୍କୁ ଏହି ଚିନ୍ତା ରହିଥାଏ ଯେ, ସେ ନୁଜ ବିବାହରେ ଏପରି କଣ ପିନ୍ଧିବ ଯାହାଦ୍ୱାରା ସମସ୍ତଙ୍କର ଦୃଷ୍ଟି କେଵଳ ତାଙ୍କ ଉପରେ ଲାଗି ରହୁ। ହୁଏତ ଏହି କଥାକୁ ପାକିସ୍ତାନର ବଧୂ ଜଣକ ବହୁତ ଭଲ ଭାବରେ ବୁଝି ନେଇଥିଲେ, ସେଥିପାଇଁ ଏହି ନୁଆଁ ବଧୂ ଜଣକ ବହୁତ ଓଜନିଆ ଲେହେଁଗାକୁ ଛାଡି ନିଜ ବିବାହ ପାଇଁ ସାଧାରଣ ସରଳ ପୋଷାକ ଚୟନ କରିଥିଲେ।

ଏମିତିରେ ତାଲାବନ୍ଦ ସମୟରେ ଆମକୁ ଏପରି ଅନେକ ବିବାହ ଦେଖିବାକୁ ମିଳିଥିଲା, ଯେଉଁମାନେ ନିଜ ବିବାହରେ ଜେଜେମା-ଆଈମାଙ୍କ ଗହଣା ଏବଂ ଶାଢ଼ୀ ପିନ୍ଧି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ କିନ୍ତୁ ପଡୋଶୀ ଦେଶ ପାକିସ୍ତାନର ଜଣେ ବଧୂଙ୍କ କଥା କିଛି ଭିନ୍ନ ହିଁ ଥିଲା। ପାକିସ୍ତାନ ବଧୂ ଯେଉଁଠାରେ ବହୁତ ଭାରି ମେକଅପ ନେଇ ବହୁତ ପରିମାଣରେ ଗହଣା ଏବଂ ତାରକସି ଲେହେଁଗା ପିନ୍ଧିବା ପାଇଁ ବେଶ ଜଣାଶୁଣା ଅଟନ୍ତି, ମାତ୍ର ସେଠାକାର ଜଣେ ବଧୂ ଏଲିଗେଣ୍ଟ ଫେସନକୁ ହିଁ ନିଜର ଷ୍ଟାଇଲ ବନାଇଥିଲେ। ନିଜ ସୁନ୍ଦରତା ଏବଂ ଶାନଦାର ବିବାହର ପୋଷାକରେ ସେ ସମସ୍ତଙ୍କୁ ମନମୁଗ୍ଧ କରଦେଇଥିଲେ।

ବାସ୍ତବରେ, Enchanted By Rfsana ନାମର ଇନଷ୍ଟାଗ୍ରାମ ପେଜ ଜଣେ ପାକିସ୍ତାନୀ ବଧୂଙ୍କର କିଛି ସୁନ୍ଦର ଫୋଟୋ ସେୟାର କରିଥିଲେ, ଯେଉଁଥିରେ ସେ ମେରୁନ ରଙ୍ଗର ବନାରସି ଶାଢ଼ୀ ପିନ୍ଧି ନଜର ଆସୁଛନ୍ତି। ଏମିତିରେ ଯେତେବେଳେ ଆମେ ଏହି ବଧୂଙ୍କ ବିଷୟରେ ଅଧିକ ଜାଣିବାକୁ ଚାହିଁଲୁ ଆମକୁ ଜଣା ପଡିଲା ଯେ, ଏହି ବଧୂ ଜଣଙ୍କ ନାମ କଜର, ଯିଏ କିଛି ଦିନ ପୂର୍ବରୁ ବିବାହ କରିଛନ୍ତି। ଏମିତିରେ ସର୍ବପ୍ରଥମେ କହୁଛୁ ଫଜରଙ୍କର ମରୁନିଶ ଡାର୍କ ଲାଲଙ୍କ ବିଷୟରେ ତେବେ ଏହି ବନାରସି ଶାଢ଼ୀରେ ସୁନେଲି ଫାଲକ୍ସ ଡ଼ଟସ ସହିତ ଜରଦୋଜି ବୋର୍ଡର ଶାମିଲ ଥିଲା, ସେ ଶାଢ଼ୀ ସହିତ ମିଶୁଥିବା ଏକ ଓଢଣୀ ଘୋଡାଇ ହୋଇଥିଲେ।

ନିଜର ବ୍ରାଇଡଲ ଲୁକକୁ ପୁରଣ କରିବା ପାଇଁ ଫଜର ଗୋଟା ପଟ୍ଟୀରେ କାମ ହୋଇଥିବା ନେଟ ଫ୍ୟାବ୍ରିକ୍ ବୃଟି ପ୍ରିଣ୍ଟ ଥିବା ଓଢଣା ମଧ୍ୟ ବ୍ୟବହାର କରିଥିଲେ, ଯାହା ଉପରେ ଉର୍ଦ୍ଧୁରେ “ନିକାହ ମୁବାରକ” ଲେଖାଯାଇଥିଲା।

ପାକିସ୍ତାନ ବଧୂଙ୍କର ସମ୍ପୂର୍ଣ୍ଣ ଲୁକ ବିଷୟରେ କହୁବାକୁ ଗଲେ ଭି ସୁନ୍ଦରୀ ବଧୂ ଚମକୁଥିବା ମେକଅପ ସହିତ ନିଜ ଗଳାକୁ ବ୍ଳସ ଦ୍ୱାରା ହାଇଲାଇଟ କରିଥିଲେ, ଯାହା ଉପରେ ବୋଲ୍ଡ ରେଡ ଲିପଷ୍ଟିକ ତାଙ୍କର ଲୁକକୁ ଅଧିକ ଗ୍ଲେମରକୁ ଯୋଡିବାର କାମ କରୁଥିଲା। କେବଳ ଏତିକି ନୁହେଁ ବ୍ରାଇଡାଲ ଗହଣା ପାଇଁ ଫଜର ଗୋଲ୍ଡ ପନ୍ନା ଚୋକର ନେକଲେସ, ରାଣୀ ହାର, ମଥା ମଣି, ମ୍ୟାଚିଙ୍ଗ ଝୁମୁକା ସହିତ ହାଥଫୁଲ, ସୁନାର ଚୁଡି ଏବଂ କଲିରେ ପିନ୍ଧି ନିଜ ଲୁକକୁ ସଜାଇଥିଲେ।

ଟାଇମ୍ସ ଅଫ ଇଣ୍ଡିଆ ସହିତ ଏହି ସୁନ୍ଦରୀ ବଧୂଙ୍କର ଫୋଟୋଗ୍ରାଫର କଥା ହୋଇ କହିଥିଲେ ଯେ,”ଫଜର ସବୁଠୁ ସୁନ୍ଦର ବଧୂଙ୍କ ମଧ୍ୟରୁ ଜଣେ ଅଟନ୍ତି ଯାହାଙ୍କ ସହିତ ଆମେ କାମ କରିଛୁ। ସେ ଯେଉଁ ଲାଲ ଶାଢ଼ୀ ପିନ୍ଧିଥିଲେ ତାହା ଏକ ଆମାଜିଙ୍ଗ ଆଇଡିଆ ଥିଲା। ଆମ ପାଇଁ ଏହିସବୁ ଏପରି ଥିଲା, ଯାହା ଏହାପୂର୍ବରୁ ଆମେ କେବେ ଦେଖି ନଥିଲେ।

ଫଜରଙ୍କର ସୁନ୍ଦରତା ଆମକୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ସେହି ଲାଲ ବନାରସି ସିଲ୍କ ଶାଢ଼ୀର ସ୍ମରଣ କରାଇଦେଇଥିଲା, ଯାହାଦ୍ୱାରା ସେ ଇଶା ଅମ୍ବାନୀଙ୍କ ବିବାହରେ ପିନ୍ଧିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *