ଏହି ପାଞ୍ଚଟି ରାଶିର ଭାଗ୍ୟ ଖୋଲିଲା, କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତି ଠାରୁ ଏହି ରାଶିର ଦୁଃଖ ଦୁର କରିବେ ମହାଦେବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥ ଙ୍କୁ ସୃଷ୍ଟି ର ଅଧିପତି ବୋଲି ଆମେ ମାନିଥାଉ। ମହାଦେବ ହିଁ ସୃଷ୍ଟି ର ପାଳନ ହାର ବୋଲି କୁହାଯାଇଥାଏ। ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷାଇ ଥାନ୍ତି। ଭଗବାନ ଭୋଳାନାଥ ବି ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି। ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ।

ଆଉ ଏହା ମଧ୍ଯ ଜାଣି ରଖନ୍ତୁ ଯେ, ମହାଦେବ ଏବେ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି। ମହାଦେବ ତାଙ୍କର ଭକ୍ତି ରେ ଏବେ ଖୁସି ହୋଇସାରିଛନ୍ତି। ଯାହା ଫଳରେ ଆଜି ରାତି ଠାରୁ ଏହି ରାଶି ମାଲାମାଲ ହେବାକୁ ଯାଉଛନ୍ତି। ଭଗବାନ ଭୋଳାନାଥ ଙ୍କର କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।

ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ। ଭଗବାନ ଭୋଳାନାଥ ଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ସେସବୁ ପୁରଣ ହେବାରେ ଲାଗିବ ବା ଚାଲିବାରେ ଲାଗିବ ଏବଂ ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଧା ଏବେ ସେସବୁ ମଧ୍ଯ ଦୁର ହୋଇଯିବ। ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟରେ ଏବେ ସଫଳତା ମିଳିବ। ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଏବେ ଦୁରରେ ରହିବେ। ସମାଜରେ ଆପଣଙ୍କୁ ଲୋକମାନେ ମାନସମ୍ମାନ ଦେବେ।

ବ୍ୟାପାର ବାଣିଜ୍ୟ ଆପଣଙ୍କର ଦୁଇଗୁଣ ଜୋରରେ ଆଗକୁ ଆଗକୁ ବଢ଼ି ଚାଲିବ। ଯେଉଁ ଲୋକ ମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିବ। ଭୋଳାନାଥ ଙ୍କର କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳତା ମିଳିବା ପାଇଁ ଯାଉଛି। ଲୋକମାନେ ଆପଣଙ୍କୁ ସବୁକଥା ପଚାରି ବୁଝି କାମ କରିବେ। ଆପଣଙ୍କର ଘର ପରିବାର ରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ିବାରେ ଲାଗିବ। ଭୋଳାନାଥ ଙ୍କ ର କୃପାରୁ ଆପଣଙ୍କର ମନରେ ଆତ୍ମବିଶ୍ଵାସ ଏବଂ ଉତ୍ସାହ ମଧ୍ଯ ବଢିଯିବ। ପ୍ରେମ ସମ୍ପର୍କ ଆପଣଙ୍କର ମଧୁର ରହିବ।

ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି। ପ୍ରଭୁ ଭୋଳାନାଥ ଙ୍କର କୃପାରୁ ଯେଉଁ ରାଶି ଗୁଡ଼ିକ ଏବେ ଭାଗ୍ୟବାନ ହେବାକୁ ଯାଉଛନ୍ତି, ଯାହାର ଆଗାମୀ ସମୟ ବହୁତ ଖୁସି ପୂର୍ଣ୍ଣ ହେବାକୁ ଯାଉଛି। ସେହି ରାଶି ଗୁଡ଼ିକ ହେଉଛନ୍ତି:- କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଏବଂ ତୁଳା ରାଶି ।

ବାବା ଭୋଳାନାଥଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଗୋଟିଏ ଲାଇକ ଏବଂ ଶେୟାର କରିବା ସହିତ କମେନ୍ଟ ଲେଖି ଦିଅନ୍ତୁ “ହର ହର ମହାଦେବ”

Leave a Reply

Your email address will not be published. Required fields are marked *