କରୋନାରୁ ବଞ୍ଚାଇବ ଏଲିଡି ମାସ୍କ, ଯାହା ଜଣାଇଥାଏ ଆପଣ କେବେ କଥା କହୁଛନ୍ତି ଓ କେବେ ହସୁଛନ୍ତି।

ଗେମ ଡିଯାଇନର ଓ ପୋଗ୍ରାମର ଟେଲର ଗ୍ଲେୟଲ ଖାସ ପ୍ରକାର ମାସ୍କ ତିଆରି କରିଛନ୍ତି। ଏହାକୁ ଲଗାଇ କଥା କହିବା ଦ୍ବାରା ଏଲିଡି ଲାଇଟ ଜାଳିଥାଏ। ଏହି ଲାଇଟ ଜଣାଇଥାଏ ସାମ୍ନା ଵାଲା କେବେ କଥା କହୁଛି ଓ କେବେ ନୁହେଁ। ଆପଣ ହସିବା ଦ୍ବାରା ମାସ୍କ ଆଗରେ ସ୍ମାଇଲ ସିମ୍ବଲ ଆସିଥାଏ।କପଡା ସହିତ ମାସ୍କରେ ୧୬ଟି ଏଲିଡି ଲାଇଟ ଲାଗିଛି।

ଏହାକୁ ଆମେରିକା ପୋଗ୍ରାମର ଟେଲର ତିଆରି କରିଛନ୍ତି ତାଙ୍କ ଅନୁସାରେ ଏହା ମଣିଷଙ୍କ କହିବା ଓ ଚୁପ ରହିବ ଦ୍ଵାରା ଜଳିଥାଏ। ଟେଲର କହିଛନ୍ତି ଏହି ମାସ୍କ ତିଆରି କରିବା ଆଇଡ଼ିଆ ଅଚାନକ ତାଙ୍କ ମନକୁ ଆସିଥିଲା। ସେ କହିଛନ୍ତି ମୁଁ ଅନ୍ଲାଇନ ଏପରି ମାସ୍କ ଖୋଜିଥିଲି ଯେବେ ନ ମିଳିଲା ନିଜେ ତିଆରି କଲି। ଏହି ମାସ୍କ ତିଆରି କରିବାକୁ ତାଙ୍କୁ ଏକ ମାସ ସମୟ ଲାଗିଥିଲା। ଏହା କପଡ଼ାରେ ତିଆରି ହୋଇଛି ତେଣୁ ଯବେ ଏହାକୁ ଧୋଇବେ ସେହି ଏଲିଡି ପ୍ୟାନେଲକୁ କାଢ଼ିପାରିବେ। ଏଥିରେ ୯ volt ର ବ୍ୟାଟେରୀ ଲାଗିଛି। ଯାହା ଏଲିଡି ପ୍ୟାନେଲକୁ ସପୋର୍ଟ କରିଥାଏ। ଗୋଟେ ମାସ୍କ ପାଇଁ ୩୮୦୦ଟଙ୍କା ଲାଗିଥାଏ।

ପ୍ରକୋପ ଥମୁନାହିଁ। ଏବେ ହସିବା ଵାଲା ମାସ୍କ ମଧ୍ୟ ଆସିଗଲା। କରୋନାରୁ ବଞ୍ଚାଇବା ଵାଲା ଏଲିଡି ମାସ୍କ।ଏହି ମାସ୍କ ଜଣାଇଥାଏ କେବେ ଆପଣ କଥା କହୁଥାନ୍ତି ଓ କେବେ ଆପଣ ହସିଥାନ୍ତି। ଏହି ମାସ୍କକୁ ଗେମ ଡିଯାଇନର ଓ ପୋଗ୍ରାମର ଟେଲର ଗ୍ଲେୟଲ ତିଆରି କରିଛନ୍ତି।ଏ ହି ମାସ୍କ କପଡ଼ାରେ ତିଆରି ହୋଇଛି। ଏହି ମାସ୍କକୁ ଧୋଇବା ସମୟରେ ଏଲିଡି ଲାଇଟକୁ ବାହାର କରିହେବ। ଗୋଟେ ମାସ୍କର ମୂଲ୍ୟ ୩୮୦୦ ଟଙ୍କା ଅଟେ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ ତେବେ ନିଶ୍ଚିନ୍ତ ଗୋଟିଏ ଲାଇକ କରିବେ | ନିଜ ସାଙ୍ଗ ସାଥୀଙ୍କ ସହିତ ଶେୟାର କରିବାକୁ ଅନୁରୋଧ ଓ ଏହାକୁ ନେଇ ନିଜ ମାତା ମତ ଆମକୁ କମେଣ୍ଟରେ ନିଶ୍ଚିନ୍ତ ଦେବେ |

Leave a Reply

Your email address will not be published. Required fields are marked *