ଗଳା ଏବଂ ଛାତିରେ ଜମିଥିବା କଫକୁ ତରଳାଇ ବାହାର କରିଦେବ ଏହି ଉପଚାରର କେବଳ ଏକ ଚାମଚ।

ଯଦି କାହାକୁ ଥଣ୍ଡା, କାଶ ଓ କଫର ସମସ୍ୟା ହୋଇଥାଏ ତେବେ ଏହି ସମୟରେ ଲୋକଙ୍କର ନିଶ୍ଵାସ ନେବାରେ କଷ୍ଟ ଏବଂ ଲଗାତାର ଛିଙ୍କ ମଧ୍ୟ ଆସେ, ଏ ସବୁ ସମସ୍ୟା ସେତେବେଳେ ହୋଇଥାଏ ଯେବେ ଆପଣଙ୍କ ଛାତିରେ କଫ ଜମା ହୋଇଯାଏ। ତେବେ ଆଜିର ଏହି ଉପଚାର ଆପଣଙ୍କ କଫ ଜନିତ ସମସ୍ତ ସମସ୍ୟାକୁ ସବୁଦିନ ପାଇଁ ଦୂର କରିଦେବ। ଯଦିଓ ଅନେକ ଲୋକ ଏଥିରୁ ରକ୍ଷା ପାଇବା ନିମନ୍ତେ ଔଷଧର ସେବନ କରିଥାନ୍ତି କିନ୍ତୁ ତାହା ଅଧିକତର ସଫଳ ହୋଇପାରେ ନାହିଁ। ଏହି ଔଷଧ ଗୁଡ଼ିକ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

इस मौसम में हल्के में न लें खांसी-जुकाम, हो सकती हैं ये गंभीर बीमारियां

ତେବେ ଆଜିର ଏହି ଉପଚାର ସମ୍ପୂର୍ଣ୍ଣ ପ୍ରାକୃତିକ ଅଟେ। ଏହାଦ୍ବାରା ଆପଣଙ୍କୁ କୌଣସି ପ୍ରକାରର କ୍ଷତି ପହଞ୍ଚିବ ନାହିଁ। ଏହି ଦେଶୀ ଉପାୟକୁ ଆପଣେଇ ଆପଣ ସହଜରେ କଫ ଦୂର କରିପାରିବେ। ଆପଣଙ୍କୁ ବିଶ୍ବାସ ହେବ ନାହିଁ ଯେ ଏହାର ପ୍ରୟୋଗ ଦ୍ଵାରା କଫ ମାତ୍ର କିଛି ଦିନରେ ଦୂର ହୋଇଯାଏ।

ଏହି ପ୍ରାକୃତିକ ଉପଚାରକୁ ବନାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ଏକ ଚାମଚ ଗୁଡ଼। ପ୍ରଥମେ ଆପଣ ଏକ ଚାମଚ ଗୁଡ଼ିକୁ ଗୋଟିଏ ପାତ୍ରକୁ ନିଅନ୍ତୁ। ଆପଣଙ୍କ ଜମି ରହିଥିବା କଫକୁ ଦୂରେଇବା ପାଇଁ ଗୁଡ଼ ବହୁତ ଲାଭଦାୟକ ଅଟେ। ଏବେ ଆପଣ ଏକ ଚାମଚ ଗୁଡ଼ରେ ବହୁତ କମ ମାତ୍ରାରେ ଅର୍ଥାତ ଦୁଇରୁ ତିନି ଟିପ ପରିମାଣରେ ହଳଦୀ ମିଶାଇ ଦିଅନ୍ତୁ। ହଳଦୀ ଏବଂ ଗୁଡ଼ ଆପଣଙ୍କ କଫକୁ ବହୁତ ଲାଭଦାୟକ ହୋଇଥାଏ। ବର୍ତ୍ତମାନ ଆପଣ ଏଥିରେ ବହୁତ ଅଳ୍ପ ପରିମାଣରେ ଲୁଣ ନେଇ ଆପଣ ଏଥିରେ ମିଶାଇ ଦିଅନ୍ତୁ। ଏବେ ଆମର ଉପଚାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି।

ତେବେ ଏହି ଉପଚାରକୁ ଆପଣ ସକାଳୁ ସନ୍ଧ୍ୟାରେ ଦୁଇ ଥର ତିନିଦିନ ପାଇଁ ସେବନ କରନ୍ତୁ। ବଡ଼ଲୋକମାନେ ଏକ ଚାମଚ ଏହି ଉପଚାରର ସେବନ କରନ୍ତୁ ଏବଂ ଛୋଟ ପିଲାମାନେ ଅଧା ଚାମଚ ସେବନ କରନ୍ତୁ। ଏହାର ସେବନର ମାତ୍ର ପ୍ରଥମ ଦିନରୁ ପ୍ରଭାବ ଦେଖିବାକୁ ମିଳୁଛି। ଏହାର ସେବନ ପରେ ଆପଣ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇ ଦିଅନ୍ତୁ। ଯଦି ଆପଣ ଗୋଟିଏ ଗ୍ଲାସ କ୍ଷୀର ପିଇ ପାରୁ ନାହାନ୍ତି ତେବେ ଆପଣ ଅଧା ଗ୍ଲାସ କ୍ଷୀରରେ ଅଳ୍ପ ପରିମାଣରେ ହଳଦୀ ମିଶାଇ ପିଇ ପାରିବେ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *