ଦେଖନ୍ତୁ Video:- ୮୩ ବର୍ଷୀୟ ଜେଜେ ସାଜିଲେ ଫୋଟଗ୍ରାଫର। ଭୂମିରେ ଶୋଇ କରି ଉଠାଇଲେ ଜେଜେମାଙ୍କ ଫୋଟ

ଯଦି ଆପଣ ସୋସିଆଲ ମିଡିଆରେ ଆକ୍ଟିଭି ଅଛନ୍ତି ତେବେ ଆପଣଙ୍କୁ କିଛି Bloggers ଏବଂ Social Media Influencers ମାନଙ୍କୁ ଅନୁସରଣ କରିଥିବେ। ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ଯେଉଁମାନଙ୍କର ଶହ ଶହ ହଜାର ଅନୁସରଣକାରୀ ଅଛନ୍ତି ସେମାନଙ୍କୁ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର କୁହାଯାଏ। Mr. and Mrs.Verma ଙ୍କ ଆକାଉଣ୍ଟ ମଧ୍ୟ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ। ଏହି ଆକାଉଣ୍ଟ ଏକ ବୟସ୍କ ଦମ୍ପତିଙ୍କର ଅଟେ। ଏହି ଆକାଉଣ୍ଟରେ ସେମାନେ Comic Timing ଏବଂ Fashion Sense ର ଭିଡ଼ିଓ ପୋଷ୍ଟ କରି ଲୋକ ମାନଙ୍କ ହୃଦୟ ଜିତି ପାରିଛନ୍ତି।

ଜେଜେ ଉଠେଇଲେ ଜେଜେମାଙ୍କ ଫୋଟ

 

View this post on Instagram

 

A post shared by @mr._and_mrs._verma

ସୋସିଆଲ ମିଡ଼ିଆରେ Mr. and Mrs.Verma ଙ୍କ ଭିଡ଼ିଓ ଖୁବ ଭାଇରାଲ ହୋଇଥାଏ। ଏହି ଦିନ ଗୁଡିକରେ ଖାସ କରି ବାହାଘର ଏବଂ ଡ୍ୟାନ୍ସ ର ଭିଡ଼ିଓ ଭାଇରାଲ ହୋଇଥାଏ। ଏହି ଭିଡ଼ିଓ ରେ ପ୍ରଥମେ ଜେଜେ ୮୩ ଜନ୍ମ ଦିନ ପାଳନ କଲେ। ଏହି ଭିଡ଼ିଓରେ ବୟସ୍କ ଦମ୍ପତିଙ୍କ ମଧ୍ୟ ରେ ଥିବା ଦେଖିବାକୁ ପାଇବେ। ଭିଡ଼ିଓରେ ଜେଜେମା ଗୋଲାପୀ ରଙ୍ଗର ଶାଢୀରେ ସଜବାଜ ହୋଇ ଫୋଟ ଉଠାଇବାର ପୋଜ ଦେଉଛନ୍ତି ଏବଂ ଅନ୍ୟ ପକ୍ଷରେ ଜେଜେ ଜେଜେମାଙ୍କର ଅତି ଆନନ୍ଦରେ ଫୋଟ ଉଠାଉଛନ୍ତି।

ଫୋଟ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ।

ଜେଜେ ଜଣେ ଵିଜ୍ଞ ଫୋଟ ଗ୍ରାଫରଙ୍କ ଭଳି ଭୂମିରେ ଶୋଇ ଜେଜେମାଙ୍କ ଫୋଟ ଉଠାଉଛନ୍ତି। ଏହି ଭିଡ଼ିଓର ଶେଷରେ ଆପଣ ଜେଜେ ଉଠାଇଥିବା ଅତି ଚମତ୍କାର ଫୋଟ ଦେଖିବାକୁ ପାଇବେ। ଯାହାକୁ ଦେଖିବା ପରେ ଯେ କୌଣସି ଲୋକ ଆଶ୍ଚର୍ଯ୍ୟ ହୋଇଯିବ।

ଏହି ଭିଡ଼ିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୫୩ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ସମସ୍ତଙ୍କୁ ଏହି ସୁନ୍ଦର ଭିଡ଼ିଓ ବହୁତ ପସନ୍ଦ ଆସୁଛି।

Leave a Reply

Your email address will not be published. Required fields are marked *