ଧନ ବର୍ଷା କରୁଥିବା (ଫୁଲ), କରନ୍ତୁ ଏହି ଉପାୟ ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଏକ ଚମତ୍କାରୀ ଏବଂ ଅଦ୍ଭୁତ ଫୁଲ ବିଷୟରେ। ଯାହାକି ଘରକୁ ଧନର ଆଗମନ କରିବା ସହିତ ଘରେ ସୁଖ ଶାନ୍ତି ବୃଦ୍ଧି କରିଥାଏ।ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ସେହି ଗୋଟିଏ ଫୁଲର ନାମ ହେଉଛି ନାଗଚମ୍ପା। ବନ୍ଧୁଗଣ ଯଦି ଆପଣମାନଙ୍କର ଧନର ସମସ୍ୟା ସବୁବେଳେ ଲାଗି ରହୁଛି ଏବଂ ଏହାକୁ ନେଇ ଆପଣ ସର୍ବଦା ଚିନ୍ତିତ ରହୁଛନ୍ତି। ତେବେ ଏହି ଖାସ ଉପାୟ କରିବା ଦ୍ୱରା ଆପଣମାନଙ୍କର ସମସ୍ତ ଦୁଖଃ ଦୂର ହେବା ସହିତ ଧନ ଏବଂ ସୁଖ ସମୃଦ୍ଧିର ଲାଭ ହୋଇଥାଏ। ଏହି ସରଳ ଉପାୟ କରିବା ସମୟରେ ଧ୍ୟାନ ଦେବେ ଯେପରିକି କେହି ଆପଣଙ୍କୁ ଦେଖିବେ ନାହିଁ। କିମ୍ବା କିଛି କଥା ହେବେ ନାହିଁ। ତେବେ ଯାଇ ଏହାର ପ୍ରକୃତ ଫଳ ଆପଣ ପାଇ ପାରିବେ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଭଗବାନଙ୍କୁ ପୂଜା କରିବା ସମୟରେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ମନ ପସନ୍ଦର ଫୁଲ ନିଶ୍ଚୟ ଅର୍ପଣ କରୁଥିବେ। କିନ୍ତୁ କୋଣ ଆପଣ ଜାଣିଛନ୍ତି କି ଭଗବାନ ଶିବଙ୍କର ଅତି ପ୍ରିୟ ପୁଷ୍ପ ମଧ୍ୟରୁ ଗୋଟିଏ ପୁଷ୍ପ ହେଉଛି ନାଗଚମ୍ପା ।

ଯାହା ଦେଖିବାକୁ ନାଗସାପର ଫଣା ସଦୃଶ ହୋଇଥାଏ। ଏହି ପୁଷ୍ପ ସାଧାରଣତଃ ସବୁ ସମୟରେ ଦେଖିବାକୁ ମିଳିନଥାଏ। ଏହା ସାଧାରଣତଃ ଶୀତଋତୁରେ ଅଧିକ ଦେଖିବାକୁ ମିଳିଥାଏ। ଏହି ନାଗଚମ୍ପା ଭଗବାନ ଶିବ ମାତା ପାର୍ବତୀ ଏବଂ ଭଗବାନ ଗଣେଶଙ୍କର ବହୁତ ପ୍ରିୟ ହୋଇଥାଏ। ତେଣୁ ଏହି ପୁଷ୍ପ ଘରକୁ ସୁଖ ଶାନ୍ତି ଆଣିଥାଏ। ଏବଂ ଏହାର ସଠିକ ବ୍ୟବହାର କରିବା ଦ୍ୱାରା ଆପଣ ମାନଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଏହି ପୁଷ୍ପକ ନେଇ ଏମିତି କିଛି ଖାସ ଉପାୟ ବିଷୟରେ ଜଣେଇବାକୁ ଯାଉଛୁ ଯାହାକୁ ଆପଣମାନେ ପ୍ରୟୋଗ କରି ଏହା ଉପକାର ପାଇପାରିବେ। ତେବେ ଆସନ୍ତୁ ଜାଣିବା କୋଣ ସେହିସବୁ ଉପାୟ ଗୁଡିକ ଯାହା କରିବା ଦ୍ୱାରା ଧନର ଆଗମନ ହୋଇଥାଏ।

ଘରର ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଦୂର କରିବା ସହିତ ଧନର ଆଗମନ କରିଥାଏ। ଏହି ନାଗଚମ୍ପା ପୁଷ୍ପ ସୋମବାର ଦିନ ଭୋର ସକାଳ ସମୟରେ କେହି ଉଠିବା ଆଗରୁ ଏହି ପୁଷ୍ପକୁ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଘରକୁ ଭୁତ ପ୍ରେତର ଆଗମନ ହୋଇନଥାଏ। ଏବଂ ସାକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ। କିନ୍ତୁ ଏହା କରିବା ସମୟରେ ଧ୍ୟାନ ଦେବେକି ଆପଣଙ୍କୁ ଯେମିତି କେହି ନଦେଖନ୍ତି।

କରଜ ମୁକ୍ତି ଏବଂ ଧନ ପ୍ରାପ୍ତିର ଉପାୟ। ଶନିବାର ଦିନ କିମ୍ବା ସୋମବାର ଦିନ ରାତ୍ରୀ ସମୟରେ ଏହି ଫୁଲକୁ ତୋଳି ଘରକୁ ନେଇ ଆସନ୍ତୁ। ଏବଂ ତା ପର ଦିନ ଭୋର ସକାଳ ସମୟରେ ଏହି ଫୁଲକୁ କୌଣସି ଏକ ନଦୀ କିମ୍ବା ଜଳ ପ୍ରଭାହିତ ହେଉଥିବା ସ୍ରୋତରେ ଭସାଇ ଦିଅନ୍ତୁ। ଧ୍ୟାନ ଦେବେ ଏହି କାର୍ଯ୍ୟ କରିବା ସମୟରେ କାହାକୁ ଜଣାଇବେ ନାହିଁ କିମ୍ବା କେହି ଆପଣଙ୍କୁ ଦେଖିବେ ନାହିଁ। ଏମିତି କରିବା ଦ୍ୱାରା ଆପଣ ମାନଙ୍କର ସମସ୍ତ ପ୍ରକାରର ଆର୍ଥିକ ଅସୁବିଧା ବହୁତ ଶୀଘ୍ର ଦୂର ହୋଇଥାଏ।

ମନ ପସନ୍ଦର ଚାକିରୀ ପାଇବା ପାଇଁ କରନ୍ତୁ ଏହି ଉପାୟ। ଯଦି ମନ ପସନ୍ଦର ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ମାତା ଦୁର୍ଗାଙ୍କୁ ଏବଂ ମାତା ପାର୍ବତୀଙ୍କୁ ଗୋଟିଏ ନାଗଚମ୍ପା ଫୁଲ ଅର୍ପଣ କରନ୍ତୁ। ଦେଖିବେ ୧୧ ଦିନ ଭିତରେ ଆପଣ ମାନଙ୍କର ମନ ବାଞ୍ଛା ନିଶ୍ଚୟ ପୂରଣ ହେବ। ଏହି ଉପାୟକୁ କରିବା ସମୟରେ ଧ୍ୟାନ ଦେବେକି ଆପଣ ଲଗାତାର ଭାବରେ ଏପରି ୧୧ ଦିନ ଏହି ପୁଷ୍ପକୁ ଭଗବାନଙ୍କୁ ଅର୍ପଣ କରିବେ।

ଧନର ସମସ୍ୟା ଦୂର କରିବା ପାଇଁ ଏବଂ ଚାକିରୀରେ ଉନ୍ନତି କରିବା ପାଇଁ। ବନ୍ଧୁଗଣ ସୋମବାର ଦିନ ୩ଟି ନାଗଚମ୍ପା ଫୁଲକୁ ଭଗବାନ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଏବଂ ସେହି ଫୁଲ ମଧ୍ୟରୁ ଗୋଟିଏ ଫୁଲକୁ ଆଣି ନିଜ ପାଖରେ ରଖନ୍ତୁ। ଯଦି ପାରିବେ ଆପଣ ମାନଙ୍କର ଟଙ୍କା ରଖିବା ସ୍ଥାନରେ ବା ଯଦି ଚାକିରୀ କରୁଛନ୍ତି ତେବେ ଆପଣଙ୍କର ଅଫିସରେ ରଖିଦିଅନ୍ତୁ। ଦେଖିବେ ଏହାକୁ ରଖିବା ଦ୍ୱାରା ଧନର ସମସ୍ୟା ଦୂର ହୋଇଥାଏ। ତାହା ସହିତ ମନ ପସନ୍ଦର ଚାକିରୀ ମଧ୍ୟ ମିଳିଥାଏ। ଏବଂ ଚାକିରୀ କରୁଥିବା ଲୋକଙ୍କୁ ଚାକିରୀରେ ପ୍ରମସନ ମିଳିଥାଏ। ପଦନ୍ନତି ପ୍ରାପ୍ତି ହୋଇଥାଏ । ତେବେ ବନ୍ଧୁଗଣ ଆପଣମାନେ ଏହି ନାଗଚମ୍ପା ପୁଷ୍ପକୁ ବ୍ୟବହାର କରି ଆପଣ ମାନଙ୍କ ସମସ୍ତ ସମସ୍ୟାକୁ ଦୂର କରିପାରିବେ।

ମାତା ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଦୁର୍ଗା “

Leave a Reply

Your email address will not be published. Required fields are marked *