ଧନ ସମ୍ପତିରେ ଯଦି ଲାଭ ପାଇବାକୁ ଚାଁହୁଚନ୍ତି ତେବେ ଶୁକ୍ରବାରରେ କରନ୍ତୁ ଏହି ସରଳ ଉପାୟ, ମିଳିବ ମା ଲକ୍ଷ୍ମୀଙ୍କ ଅପାର କୃପା

ଶୁକ୍ରବାର ଦିନଟି ମା ଲକ୍ଷ୍ମୀ ଙ୍କ ସହିତ ଯୋଡି ହୋଇଥାଏ ଏବଂ ଏହି ଦିନ ତାଙ୍କର ପୂଜା କଲେ ଧନର ପ୍ରାପ୍ତି ହୋଇଥାଏ। ମା ଲକ୍ଷ୍ମୀ ଙ୍କର କୃପା ପାଇବା ପାଇଁ ଆପଣଙ୍କୁ ଶୁକ୍ରବାର ଦିନ ଏହି ଉପାୟ କରିବାକୁ ପଡିବ । ଏହି ଉପାୟ ସାହାର୍ଯ୍ୟ ରେ ମା ଲକ୍ଷ୍ମୀ ପ୍ରଶନ୍ନ ହୋଇଯାନ୍ତି ଏବଂ ତାଙ୍କର କୃପା ଆପଣଙ୍କ ଉପରେ ସହଜ ରେ ମିଳିଯାଏ। ତେବେ ଆସନ୍ତୁ ଯାଣିବା ମା ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରିବାର ଉପାୟ।

ଶୁକ୍ରବାର ଦିନ ସକାଳୁ ଉଠି ସ୍ନାନ ସାରି ଗୋଟିଏ ଥାଳି ରେ ଲାଲ ବିନ୍ଦି, ସିନ୍ଦୁର , ଲାଲ ଓଢଣୀ ଏବଂ ଲାଲ ଚୁଡି ରଖନ୍ତୁ। ଏହା ସହିତ ଏକ ଲାଲ ବସ୍ତ୍ର ମଧ୍ୟ ରଖନ୍ତୁ। ଏବେ ମନ୍ଦିର ଯାଇ ମା ଲକ୍ଷ୍ମୀ ଙ୍କର ପୂଜା କରନ୍ତୁ ଏବଂ ଥାଳିରେ ନେଇଥିବା ଜିନିଷ ମା ଲକ୍ଷ୍ମୀ ଙ୍କୁ ପ୍ରଦାନ କରନ୍ତୁ। ମା ଲକ୍ଷ୍ମୀ ଏଥିରେ ପ୍ରଶନ୍ନ ହୋଇଯିବେ।

ଶୁକ୍ରବାର ଦିନ ମା ଲକ୍ଷ୍ମୀ ଙ୍କର ପୂଜା କରିବା ପାଇଁ ପଦ୍ମ ଫୁଲ କିମ୍ବା ପଦ୍ମ ଫୁଲ ର ମାଳ ଛଢାନ୍ତୁ। ମା ଙ୍କୁ ଗୋଲାପି ଏବଂ ଧଳା ରଙ୍ଗ ବହୁତ ପସନ୍ଦ। ଏଥିପାଇଁ ଏହି ଦୁଇଟି ରଙ୍ଗର ପଦ୍ମ ଫୁଲ ମା ଙ୍କୁ ଅର୍ପଣ କରନ୍ତୁ। ଫୁଲ ଅର୍ପଣ କରିବା ପରେ ମା ଲକ୍ଷ୍ମୀ ଙ୍କର ପ୍ରାର୍ଥନା କରନ୍ତୁ। ପ୍ରାର୍ଥନା ସରିବା ପରେ ଫୁଲ ନିଜ ଘର କୁ ନେଇ ଆସନ୍ତୁ ଏବଂ ତାଖୁ ପଇସା ଥିବା ଯାଗାରେ ରଖିଦିଅନ୍ତୁ। ଏହି ଉପାୟ ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସବୁବେଳେ ବିରାଯମାନ କରିବେ।

ଶ୍ରୀ ଲକ୍ଷ୍ମୀ ନାରାୟଣ ପୁରାଣ ପଢିବା ଦ୍ବାରା ମଧ୍ୟ ମା ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି। ଏଥିପାଇଁ ଶୁକ୍ରବାର ସଧ୍ୟ୍ୟା ରେ ପଢନ୍ତୁ। ଏହି ପାଠ କଲା ବେଳେ ଲାଲ ଆସନ ରେ ବସି ପଢନ୍ତୁ ଏବଂ ନିଜ ପାଖରେ ଏକ ଦୀପ ଜଳେଇ ଦିଅନ୍ତୁ। ଏହା ସହିତ ଶ୍ରୀ ଲକ୍ଷ୍ମୀ ନାରାୟଣ ଭଗବାନ ଙ୍କ ମୂର୍ତ୍ତୀ ମଧ୍ୟ ନିଜ ସହିତ ରଖନ୍ତୁ। ଏବଂ ତାଙ୍କୁ ଖିରୀ ର ଭୋଗ ଲଗାନ୍ତୁ।

ଏକ ଲାଲ ରଙ୍ଗର କକପଡା ନେଇ ତା ଭିତରେ ୧୨୫୦ ଗ୍ରାମ ର ଚାଉଳ ରଖିଦିଅନ୍ତୁ। ମନେ ରଖନ୍ତୁ ଚାଉଳ ଯେମିତି ସଫା ରହିବା ଦରକାର ଏବଂ ଭଙ୍ଗା ନ ହୋଇଥିବା ଦରକାର। ଏବେ ଏହା କପଡା କୁ ବାନ୍ଧି ଏବଂ ଏହାକୁ ହାତରେ ଧରି ଓଁ ଶ୍ରୀ ଶ୍ରୀୟେ ନମଃ ମନ୍ତ୍ର ଯପ କରନ୍ତୁ। ଏହା ପରେ ତାକୁ ଆପଣ ଆପଣଙ୍କ ପଇସା ରଖିବା ଯାଗା ରେ ରଖିଦିଅନ୍ତୁ ଏବଂ ଏହା ଦ୍ବାରା ଏହି କପଡା ରଖିଥିବା ଯାଗା ସବୁ ବେଳେ ପଇସା ରେ ପୂର୍ଣ୍ଣ ରହିଥାଏ।

ଓସ୍ତ ଗଛର ପୂଜା କରିବା ଦ୍ବାରା ମଧ୍ୟ ମା ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି। ଏଥିପାଇଁ ଆପଣ ଶୁକ୍ରବାର ଦିନ ସଧ୍ୟ୍ୟା ରେ ଓସ୍ତ ଗଛ ମୂଳରେ ଏକ ଦୀପ ଜଳାନ୍ତୁ। ବାସ୍ତବରେ ମା ଲକ୍ଷ୍ମୀ ଓସ୍ତ ଗଛରେ ରୁହନ୍ତି। ଏଥିପାଇଁ ଓସ୍ତ ଗଛର ପୂଜା କରିବା ଦ୍ବାରା ମା ଲକ୍ଷ୍ମୀ ଙ୍କର କୃପା ମିଳିଥାଏ।

ଏହି ମନ୍ତ୍ର ର ଉଚାରଣ ଦ୍ବାରା ମା ଲକ୍ଷ୍ମୀ ଙ୍କର ଆର୍ଶୀବାଦ ମିଳିଥାଏ। ଏଥିପାଇଁ ଶୁକ୍ରବାର ଦିନ ଏହି ମନ୍ତ୍ର ମା ଲକ୍ଷ୍ମୀ ଙ୍କର ପୂଜା କରୁଥିବା ସମୟରେ ଯପ କରନ୍ତୁ। ଏହି ମନ୍ତ୍ର ହେଉଛି – * ଓଁ ହିଂ ଶ୍ରୀ କ୍ରିଂ ଶ୍ରୀ ଲକ୍ଷ୍ମୀ ମମ ଗୃହେ ଧନ ପୂରେୟ , ଧନ ପୂରେୟ ,ଚିନ୍ତା ଦୂରେୟ ଦୂରେୟ ସ୍ବାହା । * ଓଁ ହିଂ ଶ୍ରୀ କ୍ଲିଂ ଶ୍ରୀ ଶିଦ୍ଧ ଲକ୍ଷ୍ମୈ ନମଃ । * ପହ୍ନାନନେ ପହ୍ନା ପହ୍ନାକ୍ଷ୍ମୀ ପହ୍ନା ସମ୍ବବେ ତନ୍ମେ ଭଜସି ପହ୍ନାକ୍ଷ୍ମୀ ୟେନ ସୌଖ୍ୟଂ ଲଭାମ୍ୟହମ । *ଓଁ ହିଂ ହିଂ ଶ୍ରୀ ଲକ୍ଷ୍ମୀ ବାସୁଦେବୟ ନମଃ । * ଓଁ ଲକ୍ଷ୍ମୀ ନମଃ ।

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଲକ୍ଷ୍ମୀ “

Leave a Reply

Your email address will not be published. Required fields are marked *