ପୁଅମାନଙ୍କୁ ଘୃଣା କରନ୍ତି, ଦୁଇଜଣ ଝିଅ କଲେ ବିବାହ, ଥାନାରେ ଭିଡ଼ କଲେ ପରିବାର ଲୋକ

କାନପୁରରେ ଦୁଇଜଣ ଝିଅ ପରିବାର ଲୋକଙ୍କ ବିରୁଧରେ ଯାଇ କରିଲେ ବିବାହ। ଏହାପରେ ଦୁଇଜଣ ପରିବାର ଲୋକଙ୍କ ଭିଡ଼।ଦୁଇଜଣ ଝିଅ ଙ୍କର ପରିବାର ଲୋକ ପୋଲିସ ଥାନା ରେ ଜମା ହୋଇ ହଙ୍ଗାମା କଲେ। ଖାଲି ଏତିକି ନୁହେଁ, ଝିଅ ଦୁଇଜଣ ପରିବାର ଲୋକଙ୍କ ସହ ଯିବାକୁ ମନା କରିଦେଲେ।ଦୁଇଜଣ ଝିଅ ମନ୍ଦିରରେ ବିବାହ କଲେ ଓ ଘର ଭଡ଼ା ନେଇ ଅଲଗା ରହିଲେ। କାନପୁରରେ ଏହି ଅଜବ ପ୍ରେମକାହାଣୀ ର ବହୁତ ଚର୍ଚ୍ଚା ହେଉଛି।

ବିବାହ କରିଥିବା ଝିଅ ଙ୍କ କହିବା କଥା କି ଆମେ ଦୁଇଜଣ ବାଳିକା ଅଟୁ ଆଉ ଆମ ଇଚ୍ଛାରେ ବିବାହ କରିବା ପାଇଁ ଅଧିକାର ଅଛି। ସେଠି ଏକ ପରିବାର ଲୋକଙ୍କ ର ଅଭିଯୋଗ ଏହାକି ତାଙ୍କ ଝିଅ ନାବାଳିକା ଓ ଆଉ ଜଣେ ଝିଅ କୀର୍ତ୍ତି ର କହିବାରେ ସେ ଘରୁ ସୁନା ଗହଣା ଓ ଜିନିଷ ନେଇଯାଇଛି। ପରେ ପୋଲିସ ପୁରା ମାମଲାର ସନ୍ଧାନ କରୁଛି।

ବର ଥାନା ପାଖରେ କୀର୍ତ୍ତି ତିବାରୀ ଓ ପଡ଼ୋଶୀ ରେ ରହୁଥିବା ନନ୍ଦିନୀ ଗୌତମ ଙ୍କର ଗୋଟେ ବର୍ଷ ହେବ ପ୍ରେମ ସମ୍ପର୍କ ଚାଲିଥିଲା।ଦୁଇଜଣ ଙ୍କ ପରିବାର ଲୋକଙ୍କୁ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣାଥିଲା। କିନ୍ତୁ ପରିବାର ଲୋକ ବିବାହ ପାଇଁ ରାଜି ନଥିଲେ। କୀର୍ତ୍ତି ର ପରିବାର ଲୋକ ତାର ବିବାହ ୨୩ ଜାନୁଆରୀ ୨୦୧୮ ରେ ବର ରେ ରହୁଥିବା ଶଙ୍କର ଶୁଲ୍ୟା ସହ କରିଦେଇଥିଲେ। କୀର୍ତ୍ତି ର ଅଭିଯୋଗ କି ପତି ମଦ ନିଶାରେ ଆସି ମରାମରି କରନ୍ତି ଓ ଅତ୍ୟାଚାର କରନ୍ତି। ଏଥିପାଇଁ ସେ ଅକ୍ଟୋବର ୨୦୧୯ ରେ ପତିର ଘର ଛାଡ଼ି ବାପଘରେ ରହୁଥିଲା।

ବଦନାମ ର ଡର ହାରସ କରୁଥିଲା:

କୀର୍ତ୍ତି ର କହିବା କଥା କି ପତିର ଘର ଛାଡ଼ିବା ପରେ ମୋର ସମ୍ପର୍କ ପଡ଼ୋଶୀ ରେ ରହୁଥିବା ନନ୍ଦିନୀ ଗୌତମ ସହ ହୋଇଗଲା। ଆମେ ଦୁଇଜଣ ଦୁଇଜଣଙ୍କୁ ପସନ୍ଦ କରିବାକୁ ଲାଗିଲୁ। ଆମେ ଆମ ପରିବାର ଲୋକଙ୍କ ସାମ୍ନାରେ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲୁ। ପରିବାର ଲୋକ ଏହି ବିବାହ ପାଇଁ ରାଜି ନଥିଲେ। ସମସ୍ତଙ୍କୁ ସମାଜ ରେ ବଦନାମ ର ଡର ହାରସ କରୁଥିଲା।

ଗୋଟେ ମାସ ପୂର୍ବରୁ କରିଲେ ମନ୍ଦିରରେ ବିବାହ:

କୀର୍ତ୍ତି ଓ ନନ୍ଦିନୀ କହିଲେ କି ପୂର୍ବ ୨୫ ଅଗଷ୍ଟ ରେ ଆମେ ଦୁଇଜଣ ବିଠୁର ଏକ ମନ୍ଦିର ରେ ବିବାହ କରିଥିଲେ। ଏହାପରେ ନିଜ ନିଜ ଘରେ ରହୁଥିଲେ। ପୂର୍ବ ୨୩ ସେପ୍ଟେମ୍ବର ରେ ସେ ଦୁଇଜଣ ଘରୁ ପଳାଇ ଯାଇ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ କହିବା କଥା”ଏବେ ଆମେ ଦୁଇଜଣ ଅଲଗା ରହିପାରିବୁ ନାହିଁ”, ଯଦି ଆମକୁ ଅଲଗା କରିବାକୁ ଚେଷ୍ଟା କର ତାହେଲେ ଆମେ ନିଜ ଜୀବନ ଦେଇଦେବୁ”।

ପୁଅମାନଙ୍କୁ କରନ୍ତି ଘୃଣା:

କୀର୍ତ୍ତି ଓ ନନ୍ଦିନୀ ପୋଲିସ ସାମ୍ନାରେ କହିଲେ,”ଆମେ ପୁଅମାନଙ୍କୁ ଘୃଣା କରୁ। ପୁଅମାନଙ୍କୁ ଜମାରୁ ବି ପସନ୍ଦ କରୁନୁ”। କୀର୍ତ୍ତି କହିଲା, ‘ ମୋ ପରିବାର ଲୋକ ମୋର ବିବାହ କରାଇଥିଲେ, ସେ ପୁଅ ମୋତେ ମରାମରି କରୁଥିଲା। ମଦ ନିଶାରେ ମୋ ପ୍ରତି ଅତ୍ୟାଚାର କରେ। ଏହି କାରଣରୁ ମୋତେ ପୁଅମାନଙ୍କ ପ୍ରତି ଘୃଣା ଆସି ଯାଇଛି’।

ଥାନାରେ ହେଲା ବହୁତ ଡ୍ରାମା:

ନନ୍ଦିନୀ ର ପରିବାର ବର ଥାନାରେ ବିଷ ଦେଇ ଆରୋପ ଲଗାଇଲେ କି କୀର୍ତ୍ତି ତାଙ୍କ ନାବାଳିକା ଝିଅ କୁ ସୁତୁରାଇ କରି ନେଇଯାଇଛି। କୀର୍ତ୍ତି ର କହିବା ଦ୍ବାରା ନନ୍ଦିନୀ ଘରୁ ସୁନା ଗହଣା ଓ ଜିନିଷ ନେଇ ଯାଇଛି। ଏହି କେସ କାରଣରୁ ପୋଲିସ ଦୁଇଜଣ ଝିଅ କୁ ଥାନା କୁ ଡାକିଛନ୍ତି। ବର ଥାନାରେ ଦୁଇ ଘଣ୍ଟା ଯାଏଁ ବଡ଼ ଧରଣର ଡ୍ରାମା ଚାଲିଥିଲା। ଦୁଇଜଣ ଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଗଲା। ନାବାଳିକା ହୋଇଥିବା ଅଭିଯୋଗରେ ପୋଲିସ ଏବେ ସନ୍ଧାନ କରୁଛି ।

Leave a Reply

Your email address will not be published. Required fields are marked *