ପୁରୁଷ ମାନଙ୍କ କେଉଁଠି କଲାଯାଇ ଥିଲେ ଧନ ବାନ ହୋଇଥାନ୍ତି…

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କର ବାମ ଅଙ୍ଗରେ ଏବଂ ପୁରୁଷ ମାନଙ୍କ ଡାହାଣ ଅଙ୍ଗରେ କଳା ଯାଇ ବା ତିଲ ଚିହ୍ନ ଥିଲେ ସ୍ଵଭାଗ୍ୟ ଜନକ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଜାଣିବା ପୁରୁଷ ମାନଙ୍କ କେଉଁ ଅଙ୍ଗରେ କଳା ଯାଇ ବା ତିଳ ଚିହ୍ନ ଥିଲେ ପୁରୁଷ ଧନୀ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ବିଷୟ ରେ।

କୌଣସି ପୁରୁଷର ବାହୁରେ ତିଳ ଚିହ୍ନ ଥିଲେ, ସେହି ପୁରୁଷ ଶକ୍ତି ଶାଳୀ ଏବଂ କ୍ଷମତାଶିଳ ପୁରୁଷ ହୋଇ ଥାଆନ୍ତି । କୌଣସି ପୁରୁଷର ହାତରେ ବା ବାହୁରେ ତିଳ ଚିହ୍ନ ଥିଲେ ବହୁତ ପ୍ରତିଷ୍ଠା ବାନ ବ୍ୟକ୍ତି ହୋଇ ଥାଆନ୍ତି ଏବଂ ବହୁତ ଜ୍ଞାନୀ ହେବା ସହିତ ସମାଜରେ ତାଙ୍କୁ ସମ୍ମାନ ମିଳିଥାଏ । ଏହା ସହିତ ସେମାନେ ବହୁତ ଚାଲାକ ମଧ୍ୟ ହୋଇ ଥାଆନ୍ତି ।

କୌଣସି ପୁରୁଷର ପାପୁଲିରେ ତିଳ ଚିହ୍ନ ଥିଲେ ଉତ୍ତମ ହୋଇଥାନ୍ତି ଏବଂ ପାପୁଲିର ପଛପଟେ ଥିଲେ ମଧ୍ୟ ଏହି ତିଳ ଚିହ୍ନ ଅତ୍ୟନ୍ତ ଶୁଭଙ୍କର ହୋଇଥାଏ । ଏବଂ ସେଇ ପୁରୁଷକୁ ଧନୀ କରାଇ ଥାଏ ।

ଯେଉଁ ପୁରୁଷଙ୍କ ଗଳାରେ ତିଳ ଚିହ୍ନ ଥାଏ ସେହି ପୁରୁଷ ଆରାମ ଦାୟକ ଜୀବନ ଅତି ବାହିତ କରିଥାଏ । କହୁଣି ଉପରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ ବିଦ୍ୱାନ ହୋଇଥାନ୍ତି ଏବଂ କ୍ଷମତା ଶିଳ ହୋଇ ଥାଆନ୍ତି । ଲଲାଟର ମଝିରେ ବା ଦୁଇଟି ଆଇବ୍ରେ ମଝିରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ ଉତ୍ତମ ହୋଇ ଥାଆନ୍ତି । ଏବଂ ଭାଗ୍ୟ ଶାଳୀ ମଧ୍ୟ ହୋଇଥାନ୍ତି । ମଥାର ଡାହାଣ ପଟରେ ଥିଲେ ପୁରୁଷ ଶକ୍ତି ଶାଳୀ ଏବଂ କ୍ଷମତା ଶାଳୀ ହୋଇ ଥାଆନ୍ତି ।

ଆଖିର ପତାରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ନିଜର ଜୀବନ ସାଥିଙ୍କୁ ବହୁତ ଭଳ ପାଇ ଥାଆନ୍ତି । ଆଦର ଯତ୍ନ କରିଥାନ୍ତି ବହୁତ ସୁଖ ଦେଇ ଥାଆନ୍ତି । ଯେଉଁ ପୁରୁଷର ଗାଲରେ ତିଳ ଚିହ୍ନ ଥାଏ ସେହି ପୁରୁଷ ଅତ୍ୟନ୍ତ ଧନ ଶାଳୀ ହୋଇଥାନ୍ତି। ଓଠରେ ତିଳ ଚିହ୍ନ ଥିଲେ କିମ୍ଵା ଓଠ ଉପରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ ସଚ୍ଚୋଟ ହୋଇ ଥାଆନ୍ତି । ଏବଂ ଜୀବନରେ ବହୁତ ଅଗ୍ର ଗତି ମଧ୍ୟ କରି ଥାଆନ୍ତି । ନାକ ଉପରେ ତିଳ ଚିହ୍ନ ଥିଲା ସେହି ପୁରୁଷ ବହୁତ ପ୍ରଭାବ ଶାଳୀ ହୋଇଥାନ୍ତି । ଏବଂ ବହୁତ ସୁଖ ମଧ୍ୟ ପ୍ରାପ୍ତି କରିଥାନ୍ତି ।

ବୃଦ୍ଧା ଆଙ୍ଗୁଳି ରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ କାର୍ଯ୍ୟ କୁଶଳୀ ହୋଇଥାନ୍ତି । ନ୍ୟାୟ ପ୍ରିୟ ହୋଇଥାନ୍ତି, ସମାଜରେ ବହୁତ ପ୍ରତିଷ୍ଠା ବାନ ହୋଇଥାନ୍ତି । ତର୍ଜନି ବା ବିଶି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ବହୁତ ବିଦ୍ୱାନ ହୋଇ ଥାଆନ୍ତି । ଗୁଣ ବାନ ହୋଇ ଥାଆନ୍ତି । ଧନର ଅଭାବ କେବେ ବି ହୋଇ ନଥାଏ ।

ମାଧ୍ୟମ ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ଉତ୍ତମ ଫଳ ମିଳିଥାଏ । ସମସ୍ତ ସୁଖ ପ୍ରାପ୍ତି ହୋଇଥାଏ । ଜୀବନ ଶାନ୍ତି ପୂର୍ଣ୍ଣ ହୋଇଥାଏ । ଅନାମିକା ଆଙ୍ଗୁଳି କିମ୍ଵା ପରି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ବହୁତ ଯଶ ଏବଂ ଧନ ମିଳିଥାଏ । ଏବଂ ସେଇ ପୁରୁଷ ପରିବାର ପ୍ରେମୀ ହୋଇଥାନ୍ତି । କନିଷ୍ଠ ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ବ୍ୟକ୍ତି ବହୁତ ଧନବାନ ହୋଇଥାନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *