ପ୍ରେମୀ ର ବାହୁ ରେ ପତ୍ନୀ କୁ ଦେଖି ପତି କରିଲା ସାଙ୍ଘାତିକ ପ୍ଲାନ୍, କୁକୁଡ଼ା ର ରକ୍ତ ରେ କରିଥିଲା ପ୍ଲାନ୍…

ପତ୍ନୀ କୁ ପ୍ରେମୀ ର ବାହୁ ରେ ଦେଖି ପତି ଦାହୋଲି ଯାଇଥିଲା । ସେ ପତ୍ନୀ ଓ ତାହାର ପ୍ରେମିକ କୁ ଫସାଇବା ପାଇଁ କୁକୁଡ଼ା ର ରକ୍ତ ରେ ସାଙ୍ଘାତିକ ପ୍ଲାନ୍ ତିଆରି କରିଲା । ହେଲେ ପୋଲିସ ଏହି ସାଙ୍ଘାତିକ ପ୍ଲାନ୍ ତିଆରି କରିଥିବା ମାଷ୍ଟର ମାଇଣ୍ଡ ଆରୋପୀ କୁ ଆଜି ଗିରଫ କରିଛି ଯିଏ ପୋଲିସ କୁ କହିଥିଲା କି କେମିତି ସେ ନିଜର ହତ୍ୟା ର ମିଛ ପ୍ଲାନ କରିଥିଲା ଏହି ବିଷୟରେ କହିଥିଲା । ଯାହାକୁ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ପାଟନା ଜିଲ୍ଲା ର ନୈବତପୁର ଥାନା କ୍ଷେତ୍ର ର ଶୋଖୋପୁର ର ନିଖୋଜ ଥିବା ଅଶୋକ ସିଂହ କୁ ପୋଲିସ ବେହଟା ଅଞ୍ଚଳ ରୁ ଗିରଫ କରିଛି । ପୋଲିସ ପଚରାଉଚରା ରେ ଅଶୋକ ସ୍ବୀକାର କରିଲା କି ସେ ପତ୍ନୀ କୁ ତାଙ୍କର ପ୍ରେମିକ ଏ ବାହୁ ରେ ଥିବାର ଦେଖି ନେଇଥିଲେ । ଏଥିପାଇଁ ଦୁହିଁଙ୍କୁ ଫସାଇବା ପାଇଁ ମିଛ ପ୍ଲାନ୍ ରଚିଥିଲେ ।

ଅଶୋକ କହିଥିଲେ କି ତାଙ୍କର ପତ୍ନୀ ଓ ସୋନୁ ରଜକ ଙ୍କ ମଧ୍ୟରେ ପ୍ରେମ ପ୍ରସଙ୍ଗ ଚାଲୁ ଥିଲା । ଦୁହିଁଙ୍କୁ ବହୁତ ଥର ସାଥୀରେ ରୋମାନ୍ସ କରୁଥିବାର ଦେଖି ଥିଲେ । ଏଥି ପାଇଁ ପତିପତ୍ନୀ ଙ୍କ ମଧ୍ୟରେ ବିବାଦ ହେଉଥିଲା ।

ପ୍ରତିଦିନ ପତ୍ନୀ ଓ ତାଙ୍କର ପ୍ରେମିକ ଙ୍କୁ ଫସାଇବା ପାଇଁ ନୂଆ ନୂଆ ଉପାୟ କରିବା ପାଇଁ ଭାବୁଥିଲେ । ଥରେ ଗୋଟେ ଦିନ ସେ ଏକ ଭୟାନକ ଉପାୟ ରଚିଥିଲା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସେ ମାର୍କେଟ ରୁ କୁକୁଡ଼ା କିଣି ଆଣିଥିଲେ ।

ପତ୍ନୀ ଓ ତାଙ୍କର ପ୍ରେମିକ କୁ ଫସାଇବା ପାଇଁ ସେ ଫର୍ଜୀ ଢଙ୍ଗ ରେ ନିଜକୁ ହତ୍ୟା କରିବା ପାଇଁ ପ୍ଳାନ କରିଲେ । ଘଟଣା ସ୍ଥଳରେ କୁକୁଡ଼ା କୁ କାଟି ରକ୍ତ ପକାଇ ଦେଇଥିଲେ । ଏହା ପରେ କୁକୁଡ଼ା ର ମାଂସ ସହିତ ଅଦୃଶ୍ୟ ହୋଇଯାଇଥିଲେ ।

ଘଟଣା ର ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲେ ଓ ସେଠାରୁ ରକ୍ତ ର ସାମ୍ପୁଲ ନେଇ ଫରେନସିକ ଯାଞ୍ଚ ପାଇଁ ପଠାଇବା ଯାଉଥିଲେ ସେତେବେଳେ ଘଟଣା ର ପଦ୍ଦାଫାଶ କରିଥିଲେ ।

ପାଟନା ଜିଲ୍ଲା ର ନୈବତପୁର ଥାନା କ୍ଷେତ୍ର ର ଶୋଖୋପୁର ର ନିଖୋଜ ଥିବା ଅଶୋକ ସିଂହ ଙ୍କୁ ପୋଲିସ ବେହଟା ଅଞ୍ଚଳ ରୁ ଗିରଫ କରିଥିଲେ । ପୋଲିସ ର ପଚରାଉଚରା ରେ ଅଶୋକ ସ୍ବୀକାର କରିଥିଲେ କି ସେ ତାଙ୍କର ପତ୍ନୀ ଓ ତାଙ୍କ ପ୍ରେମିକ କୁ ସାଥିରେ ଦେଖି ଦେଇଥିଲେ । ଏହି ଦୁହିଁଙ୍କୁ ଫସାଇବା ପାଇଁ ନିଜର ମିଛ ହତ୍ୟା ର ପ୍ଲାନ ରଚିଥିଲା ।

Leave a Reply

Your email address will not be published. Required fields are marked *