ମୁମ୍ବାଇ ଇଂଡିଏନସର ର ଜଣେ ବ୍ୟାଟ୍ସ ମ୍ୟାନ ତାଙ୍କ ମ୍ୟାନେଜେରଙ୍କ ଉପରେ ମୋହିତ ହୋଇଯାଇଥିଲେ ,ଆଣ୍ଠେଇକି ପ୍ରପୋଜ କରିଥିଲେ

ଦୁନିଆର ସବୁଠାରୁ ଭଲ ବ୍ୟାଟ୍ସ ମ୍ୟାନ ମଧ୍ୟରୁ ସୁମାର ଏବଂ ହିଟମ୍ୟାନଙ୍କ ନାମରେ ଫେମସ ରୋହିତ ଶର୍ମା ଚଲିଥିବା୧୩ ନଂବର ଆଈପିଏଲ ରେ ନିଜର ବ୍ୟାଟ୍ସ ରେ କମାଲ ଦେଖାଉଛନ୍ତି । ବୁଧବାର ଦିନ ଖେଳାଯାଇଥିବା ମୁମ୍ବାଇ ଏବଂ କଲିକତା ଭିତରେ ମୁକାବିଲାରେ ମୁମ୍ବାଇ ୪୯ ରେ ଜିତିଥିଲା । ଏହି ମ୍ୟାଚରେ ରୋହିତ ଶର୍ମା ଚମତ୍କାର ଅର୍ଦ୍ଧଶତକ କରିଥିଲେ । ରୋହିତଙ୍କ ପାଇଁ ଟିମ ୫ ବିକେଟ ରେ ୧୯୫ ରନ କରିଥିଲେ।

ସେଇ ଲଖ୍ୟରେ କଲିକତାର ଟିମ ୧୪୬ ରନ କରିପାରିଥିଲେ । ରୋହିତ ଅତିଉତ୍ତମ ପ୍ରଦର୍ଶନ କରିଥିବାରୁ ତାଙ୍କୁ ମ୍ୟାନ ଅଫ଼ ଦ ମ୍ୟାଚ କରାଯାଇଥିଲା । ଭଲ ପ୍ରଦର୍ଶନ କରିବାରୁ ତାଙ୍କୁ ସବୁବେଳେ ଚର୍ଚ୍ଚା କରାଯାଉଛି । କିନ୍ତୁ ଏହି ଦିନ ହିଟମ୍ୟାନ ନିଜର ଜୀବନ ଶୈଳୀରେ ସୋସିଆଲ ମେଡିଆ ରେ ଚର୍ଚ୍ଚା ଚାଲିଛି । ଆସନ୍ତୁ ଜାଣିବା ତା ପଛର ରହସ୍ୟ

ରୋହିତ ଶର୍ମା ଓ ତାଙ୍କ ମ୍ୟାନେଜରଙ୍କ ପ୍ରେମ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକ ସମୟରେ ହିଟମ୍ୟାନ ନିଜର ମ୍ୟାନେଜରଙ୍କୁ ଆଣ୍ଠେଇକି ପ୍ରପୋଜ଼ କରିଥିଲେ । କୁହାଯାଉଛି କି ୨୦ବର୍ଷ ବୟସରେ ଆନ୍ତଃରାଷ୍ଟ୍ରୀୟ କ୍ରିକେଟ ରେ ପଦାର୍ପଣ କରିଥିବା ରୋହିତ ଶର୍ମା ଆଜି ଜଣେ ସୁନାମ ଧନ୍ୟ କୁହାଯାଉଛି । ରୋହିତ ଏବେ ଜଣେ ଭଲ ବ୍ୟଟ୍ସମ୍ୟାନ ଭାବେ ଜଣାଶୁଣା । ସେ ଭଲ ଜଣେ ଭଲ ଖେଳାଳି ତାଙ୍କୁ ତାଙ୍କ କମ୍ପାନୀ ମୁମ୍ବାଇ ଇଣ୍ଡିଆନସ କୁ ଚାରି ଥର ଆଇପିଏଲ ଜୀତେଇଛନ୍ତି । ୧୩ତମ ଆଈପୀଏଲ ର ପ୍ରଥମ ମ୍ୟାଚ ହାରିଯାଇଥିଲା ।

ଜଣାନ୍ତୁ କିଏ ଥିଲେ ରୋହିତ ଶର୍ମାଙ୍କ ମ୍ୟାନେଜର:

ଆପଣ ଜାଣିବା ପାଇଁ କହୁଚୁକୀ ରୋହିତ ଶର୍ମାଙ୍କ ମ୍ୟାନେଜର ଆଉ କିଏ ନୁହନ୍ତି ରୀତୀକା ସଜଦେହ । ରୀତୀକା ପ୍ରଥମେ ରୋହିତଙ୍କର ମ୍ୟାନେଜର ଥିଲେ ବର୍ତମାନ ପତ୍ନୀ । ଦିଜଣଙ୍କ ପ୍ରେମ ସମ୍ପର୍କ କୋଉ ଫିଲ୍ମ ଠୁ କମ ନୁହେଁ । ରୋହିତ ଆଉ ରୀତୀକା ଙ୍କ ଦେଖା ଭଲ ତରୀଖା ରେ ହୋଇଥିଲା । ପ୍ରଥମେ ରୀତୀକା ରୋହିତଙ୍କ କ୍ରିକେଟ ମ୍ୟାନେଜର ଭାବେ କାମ କରୁଥିଲେ ଏହି ସମୟରେ ଦି ଜଣଙ୍କ ବନ୍ଧୁତା ପ୍ରେମରେ ବଦଳି ଜାଇଛି । ଧୀରେ ଧୀରେ ଦିଜଣ ପ୍ରେମରୂ ବୀବହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ରୋହିତ ଫିଲ୍ମ ଷ୍ଟାଇଲରେ କରିଥିଲେ ପ୍ରପୋଜ:

ଆମେ କହିଚୂ ଦି ଜଣଙ୍କର ପ୍ରେମ ସମ୍ପର୍କ କୋଉ ଲଭ ଷ୍ଟୋରୀ ଠୁ କମ ନୁହେଁ । ଗୋଟେ ଦିନ ରୋହିତ ଶର୍ମା ମୁମ୍ବାଇର ବୋରୀବଲୀ ସ୍ପୋର୍ଟ୍ସ କ୍ଲବ ରେ ଅଣ୍ଠେଇକି ଓ ହାତରେ ତାଙ୍କ ଆଙ୍ଗୁଠି ନେଇକି ପ୍ରପୋଜ଼ କରିଥିଲେ । ରୋହିତ ଙ୍କର ଏହି ରୋମାଣ୍ଟିକ ସ୍ଟାଇଲ ଦେଖି ରୀତୀକାଙ୍କ ଖୁସି କହିଲେ ନସରେ ଏବଂ ରୀତୀକା ତାଙ୍କର ପ୍ରସ୍ତାବ ସ୍ବୀକାର କରିନେଲେ । ଏହା ପରେ ସେମାନେ ୧୩ଡିସେଂବର ୨୦୧୫ରେ ବିବାହ କଲେ । ଜଣାପିଡିଥିଲା ଏହି ବିବାହ ରେ କ୍ରିକେଟ ତାରକା ଠୁ ନେଇ ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ଉପସ୍ତିତ ଥିଲେ । ଏହି ବିବାହର ୩ବର୍ଷ ପରେ ରୀତୀକା ସମାୟରା ନାମକ ଝିଅକୁ ଜନ୍ମ ଦେଇଥିଲେ ।

୧୩ତମ ଆଈପୀଏଲ ଆରମ୍ଭ ହେବା ପୂର୍ବରୁ ରୋହିତ ନିଜର ପରିବାର ସହିତ ଦୁବାଇ ର ସମୁଦ୍ର କୂଳେ ଦେଖିବାକୁ ମିଳିଥିଲା । ଏହି ସମୟରେ ରୋହିତ ତାଙ୍କର କିଛି ଫୋଟୋ ସୋସିଆଲ ମିଡିଆ ରେ ପୋଷ୍ଟ କରିଥିଲେ, ସେଥିରେ ପ୍ରଶଂସକ ଲାଇକ ଏବଂ କମେଂଟ ମଧ୍ୟ କରିଥିଲେ ।(୪)

Leave a Reply

Your email address will not be published. Required fields are marked *