ରାତିରେ ଶୋଇବା ପୁର୍ବରୁ ମହିଳା ମାନେ କରନ୍ତୁ ନାହିଁ ଏହି ଭୂଲ, ନହେଲେ ହେବ ଭୟଙ୍କର ଘଟଣା ।

ବନ୍ଧୁଗଣ ମହିଳା ମାନଂକୁ ରାତିରେ ଶୋଇବା ପୁର୍ବରୁ ଏହି କାର୍ଯ୍ୟ କରିବା ଉଚିତ ନୁହେଁ । ଏହି କାର୍ଯ୍ୟ କରି ନିଜକୁ ଅଲକ୍ଷଣି ର ଆକ୍ଷା ଦିଅନ୍ତି ସେ ଜାଣି ପାରନ୍ତି ନାହିଁ କି ଏହି କାର୍ଯ୍ୟ କରିବା ଦ୍ୱାରା ତାଙ୍କର ଘର ପରିବାର ଏବଂ ସ୍ବାମୀଙ୍କର କେତେ ବଡ଼ କ୍ଷତି ହୋଇଥାଏ । ଧନ ର ଅଭାବ ଓ କାଙ୍ଗାଲାତାର ଶିକାର ହୁଅନ୍ତି । ବାସ୍ତୁ ଶାସ୍ତ୍ର ଗୋଟେ ଏପରି ଶାସ୍ତ୍ର ଯେଉଁଥିରେ ମହିଳା ଏବଂ ଘର ର କରୁଥିବା ପ୍ରତେକ କାର୍ଯ କିଛି ନା କିଛି ଶୁଭ ଅଥବା ଅଶୁଭ ପ୍ରଭାବ ଘର ଉପରେ ପଡ଼ିଥାଏ । ଗୃହ ର ଲକ୍ଷ୍ମୀ କୁହାଯାଉଥିବା ମହିଳା ମାନଙ୍କୁ କେଉଁ ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ ସମୟରେ କେଉଁ ସବୁ କାର୍ଯ୍ୟ ନକରିବା ଉଚିତ ।

ଜାଣିବା ପରେ ସେହି କାର୍ଯ୍ୟକୁ ସଠିକ ଭାବରେ କରିବା ଦ୍ଵାରା ନିଜର ଏବଂ ଘର ପରିବାର ର ସମସ୍ତଙ୍କ ଉନ୍ନତି ହୋଇଥାଏ । ସେହି ଭଳି ଯଦି କିଛି ନକରିବା କାର୍ଯ୍ୟ କରନ୍ତି ତାହାଲେ ନିଜ ସହିତ ପରିବାର ର କ୍ଷତି ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ମହିଳା ମାନେ କିଛି କରୁଥିବା ଭୁଲ କାର୍ଯ୍ୟ ବିଷୟରେ କହିବୁ । ଯାହାକୁ ପାଳନ କଲେ ଆପଣ ନିଜର ଓ ପରିବାର ର କ୍ଷତି ହେବାକୁ ବଞ୍ଚେଇ ପାରିବେ ।

୧.ରାତିରେ ଶୋଇବା ପୁର୍ବରୁ କେବେ ବି କ୍ଷୀର ଦହି ମହିଳା ମାନଙ୍କୁ ସେବନ କରିବା ଉଚିତ ହୋଇ ନଥାଏ । ଏବଂ ଅନ୍ୟମାନଙ୍କୁ ଦହି କ୍ଷୀର ଦେବା ଉଚିତ ମଧ୍ୟ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ବାସ୍ତୁ ଶାସ୍ତ୍ର ଅନୁସାରେ କ୍ଷୀର ଦହି ଖାଇବା ବର୍ଜନ କରାଯାଇଛି । ଏପରି କରିବା ଦ୍ବାରା ଘର ର ବାସ୍ତୁ ଉପରେ ଅନେକ ନକରାତ୍ମକ ପ୍ରଭାବ ପଡିଥାଏ। ସାଧାରଣତଃ ରାତିରେ ଶୋଇବା ସମୟରେ କ୍ଷୀର ପିଇ ଲୋକମାନେ ସୋଇଥାନ୍ତି ଯାହାକି ଏପରି କରିବା ଦ୍ୱାରା ଆମେ ଘର ର ବାସ୍ତୁ ଆମେ ଅଜାଣତରେ ବିଗାଡିବ ସହିତ ଘର ର ଲକ୍ଷ୍ମୀଙ୍କୁ ଅଶାନ୍ତ କରାଇ ଥାଉ । ଏପରି କରି ଆମେ ଘର ର ଅଭାବ ଓ କରଜକୁ ବଢେଇ ଚାଲୁ । ତେଣୁ କେବେ ହେଲେ ରାତିରେ ଦହି କ୍ଷୀର ଖାଆନ୍ତୁ ନାହିଁ କି ଅନ୍ୟ ସଦସ୍ୟ ମାନଙ୍କୁ ଦିଅନ୍ତୁ ନାହିଁ ।

୨. ଦିନ ସାରା କାମ କରିବା ପରେ ରାତିରେ ଅଇଁଠା ବାସନ ରଖନ୍ତି ସକାଳୁ ସଫା କରିବା ପାଇଁ ପ୍ରାୟ ଲୋକ ଚାହିଁ ଥାଆନ୍ତି କିନ୍ତୁ ଏପରି ରାତିରେ ଅଇଁଠା ବାସନ ରଖିବା ଘରର ମଧ୍ୟରେ, ଶାସ୍ତ୍ର ଅନୁସାରେ ବର୍ଜିତ କରାଯାଇଛି । ଯାହା ସମ୍ପୂର୍ଣ ଭାବରେ ଅଶୁଭ ଓ ଅନୁଚିତ ହୋଇଥାଏ । ଯେଉଁ ଘରେ ରାତି ସାର ଅଇଁଠା ବାସନ ଗୁଡ଼ିକ ରହିଥାଏ ସେହି ଘରକୁ ନକାରାତ୍ମକ ଶକ୍ତି ଗୁଡ଼ିକ ପ୍ରବେଶ କରେ । ଯାହାକି ଘର ର ସୁଖ ଶାନ୍ତି ଉପରେ ଅନେକ ପ୍ରଭାବ ପକେଇବା ସହିତ ଘରର ସ୍ବାସ୍ଥ୍ୟ ସମସ୍ୟା ବିଗିଡି ଥାଏ । ତେଣୁ ରାତିରେ ଖାଇବା ପରେ ଅଇଁଠା ବାସନ ସଫା କରି ଶୋଇବା ମହିଳା ମାନଙ୍କ ପାଇଁ ଉଚିତ ଅଟେ।

୩. କୌଣସି ମହିଳା ରାତିରେ ସମ୍ପୂର୍ଣ ଉଲଗ୍ନ ହୋଇ ଶୋଇବା ଅନୁଚିତ ହୋଇଥାଏ । ଏପରି କରି ଆପଣ ଅଜାଣତରେ ଘର ଭିତରେ ଅନେକ ସମସ୍ୟା ସୃଷ୍ଟି କରିଥାନ୍ତି । ଶାସ୍ତ୍ର ରେ କୁହାଯାଇଛି ନଗ୍ନ ପ୍ରତେକ ଅଶାନ୍ତିର ମୁଖ୍ୟ କାରଣ ହୋଇଥାଏ । ଏବଂ ଏହା ସହିତ ଗରମ ହେବା କାରଣରୁ ମୁଣ୍ଡ ଚୁଟି ଖୋଲି ପ୍ରାୟ ମହିଳା ସୋଇଯାଆନ୍ତି । ଯାହାକି ସମ୍ପୂର୍ଣ ଅଶୁଭ ହୋଇଥାଏ। ଏମିତି ରାତିରେ ଚୁଟି ଖୋଲି ଶୋଇବା ଦ୍ବାରା ଅନ୍ୟ ଦ୍ଵାରା ବସି ଭୂତ ହୋଇ ପାରନ୍ତି । ତେଣୁ ରାତିରେ କୌଣସି ମହିଳା ସମ୍ପୂର୍ଣ ନଗ୍ନ ଓ ମୁଣ୍ଡ ଚୁଟି ଖୋଲା କରି ଶୋଇବା ଉଚିତ ନୁହେଁ ।

୪. ଶୋଇବା ସମୟରେ ଧ୍ୟାନ ରଖିବାକୁ ପଡେ ଯେପରି ମହିଳା ମାନଙ୍କ ପାଦ ଘର ର ପୂର୍ବ ଏବଂ ଦକ୍ଷିଣ ଦିଗକୁ ନ କରି ଶୋଇବାକୁ ପଡ଼ିବ । ଏପରି ଶୋଇବା ଦ୍ଵାରା ଯେ କୌଣସି କ୍ଷେତ୍ରରେ ଓ କର୍ମ କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ । ଯାହାକି ସ୍ବାମୀଙ୍କ ଜୀବନରେ ଅନେକ ସମସ୍ୟା ସହିତ ଅଶାନ୍ତି ଭରି ଦେଇଥାଏ ।

୫. ଶୋଇବା ସମୟରେ ମୁଣ୍ଡ ଉପରେ ଜଳ ପୂର୍ଣ୍ଣ ପାତ୍ର ରଖିବା ଏହା ସମ୍ପୂର୍ଣ ଅଶୁଭ ହୋଇଥାଏ । ଯାହାକି ଆପଣଙ୍କ ଆତ୍ମା ପ୍ରତି ବିପଦ ସୃଷ୍ଟି କରିଥାଏ । ତେଣୁ ଜଳ ପୂର୍ଣ୍ଣ ପାତ୍ର ଟିକୁ ଶୋଇବା ସ୍ଥାନ ଠାରୁ କିଛି ଦୂରରେ ଏବଂ ମୁଣ୍ଡର ଉଚ୍ଚତା ଠାରୁ କମ ଉଚ୍ଚତା ରଖିବାକୁ ଚେଷ୍ଟା କରନ୍ତୁ ।

ବନ୍ଧୁଗଣ ଯଦି ଏହି କେତଟି କଥାକୁ ଧ୍ୟାନ ନ ରଖି ମହିଳା ମାନେ ଏପରି ଭୂଲ ସବୁଦିନ କରି ଚାଲନ୍ତି ତେବେ ସେହି ମହିଳା ମାନେ ଅଜାଣତରେ ଘର ପରିବାର କୁ ନଷ୍ଟ କରିବାକୁ ସମୟ ନିଅନ୍ତି ନାହିଁ । ତେଣୁ ଭୂଲ ରେ ମଧ୍ୟ ମହିଳା ମାନେ ଶୋଇବା ପୂର୍ବରୁ ଏଭଳି ଭୁଲ୍ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *