ଶନି ଦେବଙ୍କ କୃପାରୁ ଆଜି ରାତିଠାରୁ ଏହି ରାଶି ମାନଙ୍କ ଉପରେ ହେବ ଧନ ବର୍ଷା…

ନମସ୍କାର ବନ୍ଧୁଗଣ ଯେତେବେଳେ ଗ୍ରହର ଅଦଳ ବଦଳ ହୋଇଥାଏ ତାହା ମଣିଷ ଉପରେ ଏହାର ପ୍ରଭାବ ପଡିଥାଏ ହେଲେ ଆମେ ଏହାକୁ ସହଜରେ ବୁଝି ପାରି ନଥାଉ | ଏଠାରେ କହିରଖୁଛୁ କି ପ୍ରତୀକ ଗ୍ରହର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ | ବନ୍ଧୁଗଣ ଆଜି ଆମେ ଶନି ଗ୍ରହଙ୍କ ଉପରେ କହିବାକୁ ଯାଉଛୁ | ଭଗବାନ ଶନିଦେବଙ୍କୁ ନାୟର ଦେବତା ବୋଲି କୁହାଯାଏ | ଶନି ଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତା ସେଇ ମଣିଷର ବହୁତ ଖୁସିର ଦିନ ଆରମ୍ଭ ହୋଇଯାଏ |

ଭଗବାନ ଶନି ଦେବ କାହାର ଶତ୍ରୁ ନୁହନ୍ତି କିନ୍ତୁ ଲୋକମାନେ ତାଙ୍କୁ ଭୟ କରନ୍ତି କାରଣ ଶନି ଦେବ ସବୁ ବେଳେ କର୍ମ ଦେଖି ଫଳ ଦିଅନ୍ତି ପାପ କର୍ମ ପାଇଁ ଦଣ୍ଡ ଦିଅନ୍ତି ସେଠି ପାଇଁ ଲୋକ ତାଙ୍କୁ ଭୟ କରନ୍ତି | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଶନି ଚାଲାଣ କିଛି ରାଶିରେ ହେବ ଯାହା ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ କୃପା ଦୃଷ୍ଟି ରହିବ | ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ମାନଙ୍କ ବିଷୟରେ |

ମେଷ ରାଶି: ଏହି ରାଶି ଉପରେ ଖୁସିରେ ରହିବେ ଏବଂ ଏହି ରାଶିକୁ ବେଶୀ ଅଧିକ ଚିନ୍ତା କରିବାର ଆବଶ୍ୟକ ନାହିଁ | ଶନି ଦେବଙ୍କ ଏହି ରାଶି ଉପରେ ଅଶେଷ କୃପା ହେବ ଏବଂ ଏହି ପୁଣି ସମ୍ପୂର୍ଣ ୨୧ ବର୍ଷ ବର୍ଷ ପର୍ଯ୍ୟନ୍ତ | ମଝିରେ ଆପଣ ମାନଙ୍କୁ ଅଚାନକ ଧନ ପ୍ରାପ୍ତି ହେବ | ଆପଣଙ୍କ ସବୁ ମନସ୍କାମନା ଭଗବାନ ଶନି ଦେବ ପୁର୍ଣ କରିବେ | ହେଲେ ଆପଣଙ୍କୁ ଶନି ଦେବଙ୍କ ଉପରେ ଆସ୍ତା ରାଖିବା ଉଚିତ |

ସିଂହ ରାଶି: ଆପଣଙ୍କ ଉପରେ ଶନି ଦେବଙ୍କ କୃପା ବର୍ଷୀବ | ଆପଣଙ୍କ ସବୁ ମନସ୍କାମନା ଭଗବାନ ଶନି ଦେବଙ୍କ ଦ୍ୱାରା ପୁରାଣ ହେଇଯିବ | କିନ୍ତୁ ଆପଣଙ୍କୁ ଧ୍ୟାନ ନିଜ କାର୍ଯ୍ୟ ଉପରେ ସମ୍ପୂର୍ଣ ମନ ଧ୍ୟାନ ସହ କାର୍ଯ୍ୟ କରିବା ଦରକାର |

କନ୍ୟା ରାଶି: ଆପଣଙ୍କ ଉଧାର ଶନି ମହାରାଜ ମଧ୍ୟ କରିବେ କିନ୍ତୁ ଗୋଟିଏ ସାର୍ଟ ରହିଛି କି ଆପଣଙ୍କୁ ନିଜର ସମୟ ନିଜର ଜୀବନ ସାଥି ସହିତ କାଟିବାକୁ ପଡିବ ତେବେ ଯାଇ ଶନି ଦେବଙ୍କ କୃପା ଦୃଷ୍ଟି ପଡିଲେ ଆପଣଙ୍କ ସାରାଜୀବନ ସୁଖମୟ ରହିବ | ଅଟକି ରହିଥିବା କାର୍ଯ୍ୟ ପୁରାଣ ହୋଇଯିବ | ଯଦି ଆପଣଙ୍କର ଏପର୍ଯ୍ୟନ୍ତ ବିବାହ ହୋଇନାହିଁ ତେବେ ଆପଣ ମାତା ପିତାଙ୍କ ସହିତ ଅଧିକ ସମୟ କାଟିବାକୁ ଚେଷ୍ଠା କରନ୍ତୁ |

ତୁଳା ରାଶି: ସଫଳତା ଆପାନକନ କବାଟ ସାମ୍ନାରେ ଛିଡା ହୋଇଛି, ଆଂଜ୍ଞା ହିଁ ଆପଣଙ୍କୁ ବାସ ଏତିକି କରିବାକୁ ପଡିବ କି ଆପଣ ଯେ କୌଣସି କଲି ଝଗଡା ଠାରୁ ଦୁରେଇ ରୁହନ୍ତୁ | ତେବେ ଯାଇ ଆପଣଙ୍କ ଘର ପରିବାରରେ ଶାନ୍ତି ଲାଗି ରହିବ | ବ୍ୟର୍ଥ କାର୍ଯ୍ୟରୁ ନିବୃତ ରହି ଉଚିତ କାର୍ଯ୍ୟରେ ମନ ଦିଅନ୍ତୁ |

କର୍କଟ ରାଶି: ଏହି ରାଶି ଉପରେ ଶନି ଦେବ ଖୁସିରେ ରହିବେ | ଆପଣ ମାନଙ୍କୁ ବେଶୀ ଚିନ୍ତା କରିବାର ଆବଶ୍ୟକ ନାହିଁ | ପ୍ରଭୁ ଶନି ଦେବଙ୍କ ଅପାର କୃପା ଆପଣଙ୍କ ଉପରେ ପଡିବ ତାହା ପୁଣି ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ | ମଝିରେ ମଝିରେ ଆପଣାକୁ ଧନ ର କୌଣସି ଆଭାବ ରହିବ ନାହିଁ ଏବଂ ଅଟକି ରହିଥିବା କାର୍ଯ୍ୟ ଜୋର ଶୋରେ ଚାଲୁ ହେବ |

google

କୁମ୍ଭ ରାଶି: ଶନି ଦେବଙ୍କ କୃପାରୁ ଆପଣଙ୍କ ଜୀବନ ସାଥିଙ୍କ ସହିତ ସମ୍ପର୍କ ମଜହବହୁତ ରହିବ | ଏହି ବର୍ଷ ଆପଣ ନୂଆ ବାହାନ କିଣିବାର ମନ ବଳେଇ ପାରନ୍ତି | ଏହି ବର୍ଷ ଧାର୍ମିକ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି | ଭଗବାନ ଶନି ଦେବଙ୍କ କୃପାରୁ ଆପଣଙ୍କ ଘର ଉପରେ ସର୍ବଦା ସୁଖ ସମୃଦ୍ଧି ଲାଗି ରହିବ |

ବନ୍ଧୁଗଣ ଶନି ମହାପ୍ରଭୁଙ୍କୁ ମାନୁଥିଲେ ଗୋଟିଏ ଲାଇକ କରି ଦିଅନ୍ତୁ ଏବଂ ଭକ୍ତିରେ ଲେଖି ଦିଅନ୍ତୁ ” ଜୟ ଶନି ଦେବ ” ଶେୟାର କରି ଶନି ଦେବଙ୍କ କୃପା ଲାଭ କରନ୍ତୁ |

Leave a Reply

Your email address will not be published. Required fields are marked *