ସଲମାନ ଖାନ ପୂର୍ବରୁ ଏହି ଅଭିନେତା ଙ୍କୁ ଅଫର ହୋଇଥିଲା ‘ କୁଛ କୁଛ ହୋତା ହେ ‘ , ଆଜି ପର୍ଯ୍ୟନ୍ତ ଅନୁତାପ କରୁଛନ୍ତି ଫିଲ୍ମ ନ କରି ପାରିବା ପାଇ

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ରେ ନେପୋଟିଜ୍ମ ମାମଲା ବହୁତ ଗରମ ଅଛି । ସଲମାନ ଖାନ ଠାରୁ କରନ ଜୋହର ପର୍ଯ୍ୟନ୍ତ ବହୁତ ସେଲିବ୍ରିଟୀ ଉପରେ ନେପୋଟିଜ୍ମ ଓ ଖେମେବନ୍ଦୀ ର ଆରୋପ ଲାଗିଛି । କହିରଖୁଛୁ କି ୧୯୯୮ ରେ କରନ ଜୋହର ଙ୍କ ସୁପରହିଟ ଫିଲ୍ମ ‘କୁଛ କୁଛ ହୋତା ହେ’ ରେ ସଲମାନ ଖାନ ଙ୍କ ରୋଲ ତାଙ୍କ ପୂର୍ବରୁ ‘ମାଚିସ’ ର ଅଭିନେତା ଚନ୍ଦ୍ରଚୁଡ ସିଂହ ଙ୍କୁ ଅଫର କରାଯାଇଥିଲା ।

ନିକଟରେ ଏକ ପୋପୁଲାର ୱେବସାଇଟ ରେ କୁହାଯାଇଥିଲା କି ଚନ୍ଦ୍ରଚୁଡ କହିଥିଲେ କି ତାଙ୍କୁ କରନ ଜୋହର ଙ୍କ ଫିଲ୍ମ ଛାଡିବା ବହୁତ ଦୁଃଖ ଦେଇଥିଲା । ଚନ୍ଦ୍ରଚୁଡ ଙ୍କ ହିସାବରେ ଏହି ନିଷ୍ପତ୍ତି ମୋ ପାଇ ବହୁତ କ୍ଷତିକାରକ ଥିଲା କିନ୍ତୁ ଯାହା ହେବା କଥା ହେଲା । କରନ ଙ୍କ ଏହି ଫିଲ୍ମ ବହୁତ ଭଲ ଥିଲା ଓ କିଛି ବର୍ଷ ହେବ ଏହା କଲ୍ଟ କ୍ଲାସିକ ସାବ୍ୟସ୍ତ ହୋଇଛି ।

କହୁରଖୁଛୁ କି କରନ ଜୋହର ନିଜେ ଏହି କଥା ଖୋଲାଖୋଲି କଥା ହୋଇଥିଲେ । କରନ ଜୋହର ଙ୍କ ହିସାବରେ ଏହି ରୋଲ କୁ ତିନି ଜଣ କରିବା ପାଇଁ ମନା କରି ଦେଇଥିଲେ । ଚନ୍ଦ୍ରଚୁଡ କହିଛନ୍ତି କି ପରେ ସେ କଥାବାର୍ତ୍ତା କରି ସାରିବା ପରେ ପରଦିନ ସ୍କ୍ରିପ୍ଟ ବିଷୟରେ ସୂଚନା ଦେବା ପାଇଁ ଡାକିଥିଲେ ।

କରନ ଜୋହର ଙ୍କ ହିସାବରେ ଯେବେ ସେ ପରଦିନ କଲ କରିଥିଲେ ସେ ତାଙ୍କୁ ପୁରା ଫିଲ୍ମ ବିଷୟରେ ଜଣାଇବା ପାଇଁ କହିଲେ । ଏହା ପରେ ସେ ମାଲାବାର ହିଲ୍ସ ରୁ ସେବନ ବଙ୍ଗଳା ଗଲେ ଓ ଯେମିତି ସେ ପୁରା ଫିଲ୍ମ କହିବା କୁ ଲାଗିଲେ ସେ ଏହାକୁ କରିବେ ନାହିଁ ବୋଲି ମନା କରିଦେଇଥିଲେ ।

ଯେବେ ଚନ୍ଦ୍ରଚୁଡ ମନା କରିଦେଇଥିଲେ ସେତେବେଳେ ତାଙ୍କୁ ଟିକେ ଖରାପ ଲାଗିଲା । କାହିଁକି ନା ଯଦି ନ କରିବାର ଥିଲା ଆଗରୁ ମନା କରି ପାରିଥାନ୍ତେ ଯାହା ଫଳରେ ମୋର ଦୁଇ ଘଣ୍ଟା ର ଯାତ୍ରା ରୁ ବଞ୍ଚି ପାରିଥାନ୍ତି ।

କହି ରଖୁଛି କି ‘କୁଛ କୁଛ ହୋତା ହେ’ ୧୯୯୮ ରେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ହୋଇଥିଲା । ଏଥିରେ ସାହରୁଖ ଖାନ , କାଜଲ , ରାଣୀ ମୁଖାର୍ଜୀ ଙ୍କ ସହିତ ସଲମାନ ମଧ୍ୟ ଅଭିନୟ କରିଥିଲେ ।

ସେମିତି ୧୯୯୮ ରେ ଆସିଥିବା ‘କୁଛ କୁଛ ହୋତା ହେ’ କରନ ଜୋହର ଙ୍କ ପ୍ରଥମ ଫିଲ୍ମ ଥିଲା ଯେଉଁଥିରେ ସେ ଡାଇରେକ୍ଟର ଥିଲେ । ଏହା ପୂର୍ବରୁ ସେ ‘ଦିଲବାଲେ ଦୁଲହନିୟା ଲେ ଜାଏଙ୍ଗେ’ ରେ ସେ ଆସିଣ୍ଟାଟ ଡାଇରେକ୍ଟର ଭାବରେ କାମ କରିଥିଲେ ।

ଚନ୍ଦ୍ରଚୁଡ ସିଂହ ଙ୍କ କଥା କହିବା ତ ସେ ୱେବ ସିରିଜ ‘ଆର୍ୟା’ ରୁ ପୁଣି ଫେରୁଛନ୍ତି । ଏହି ସିରିଜ ରେ ସୁସ୍ମିତା ସେନ ଙ୍କ ପତିଙ୍କ ରୋଲ ରେ ନଜରକୁ ଆସିବେ ।

Leave a Reply

Your email address will not be published. Required fields are marked *