ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା କୁ ନେଇ ଆସିଲା ବଡ଼ ଖାେଲାସା, ସାଙ୍ଗ ହିଁ ବାହାରିଲା ଧୋକା ବାଜ…

ସୁଶାନ୍ତ ସିଂ ରାଜପୁତ ଙ୍କ କେସ ରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୁଶାନ୍ତ ଙ୍କ ଏକ ଫ୍ୟମିଲ ଫ୍ରେଣ୍ଡ ନିଲୋଦ ପାଲ୍ ମୁମ୍ବାଇ ପୋଲିସକୁ ଏକ ଚିଠି ଲେଖିଛନ୍ତି। ଏବଂ ସେହି ଚିଠିରେ ସୁଶାନ୍ତ ଙ୍କ ଏକ ଖାସ ସାଙ୍ଗ ଙ୍କୁ ଆଉଥରେ ପଚରା ଉଚରା କରିବାକୁ ଅନୁରୋଧ କରିଛନ୍ତି। ସେ ସୁଶାନ୍ତ ଙ୍କ ଏକ ସାଙ୍ଗ ଯିଏ କି ସୁଶାନ୍ତ ସିଂ ରାଜପୁତ ଙ୍କ ଟୁଇଟର ଆକାଉଣ୍ଟ ସହ ଛେଡ ଛାଡ଼ କରିଥିବାର ଆରୋପ ଲାଗେଇଛନ୍ତି।

କିଛି ଦିନ ଆଗରୁ ସୁଶାନ୍ତ ସିଂ ରାଜପୁତ ଙ୍କ ଇନଷ୍ଟଗ୍ରମ୍ ଆକାଉଣ୍ଟ ରେ ସଂଗ୍ରାମ ସିଂ କମେଣ୍ଟ କରିଥିଲେ କି ସୁଶାନ୍ତ ଙ୍କ ଏହି କେସ ର କଡାତଦନ୍ତ ସହ ସିବିଆଇ ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ବନ୍ଧୁଗଣ ଏହି ଯୋଉ କମେଣ୍ଟ ସଂଗ୍ରାମ ସିଂ କରିଥିଲେ ତାକୁ କେହି ସୁଶାନ୍ତ ସିଂ ରାଜପୁତ ଙ୍କ ଆକାଉଣ୍ଟ ରୁ ଡିଲିଟ କରିଦେଇଛନ୍ତି।

ଏବେ ପ୍ରଶ୍ନ ଏହା ଉଠୁଛି କି ସୁଶାନ୍ତ ସିଂ ରାଜପୁତ ଏବେ ଏ ଦୁନିଆରେ ନାହାନ୍ତି ତ ତାଙ୍କ ପଛରେ ଇନଷ୍ଟଗ୍ରମ୍ ଆକାଉଣ୍ଟ ଓ ଟୁଇଟର ଆକାଉଣ୍ଟ କିଏ ଚଳାଉଛି? କିଏ ସେ ଲୋକ ଯିଏ କି ସୁଶାନ୍ତ ସିଂ ରାଜପୁତ ଙ୍କ ଆକାଉଣ୍ଟ କୁ ଏମିତି କରୁଛି। ଏହି କାରଣରୁ ନିରୋଦ ପାଲ୍ ଙ୍କୁ ସୁଶାନ୍ତ ସିଂ ରାଜପୁତ ଙ୍କ ସାଙ୍ଗ ଉପରେ ସନ୍ଦେହ ହେଉଛି। ତେଣୁ ଏହି କାରଣରୁ ପୋଲିସକୁ ଚିଠି ଲେଖି ଆଉଥରେ ତାଙ୍କ ସାଙ୍ଗକୁ ଡାକି ତଦନ୍ତ କରିବାକୁ ଦାବି କରିଛନ୍ତି

ନିରୋଦ ପାଲ୍ ଯେଉଁ ସାଙ୍ଗ ବିଷୟରେ କହିଛନ୍ତି ତାଙ୍କ ନାମ ହେଲା ସନ୍ଦୀପ ସିଂ, ଆପଣ ମାନେ ଜାଣିଥିବେ ସନ୍ଦୀପ ସିଂ ସୁଶାନ୍ତ ସିଂ ରାଜପୁତ ଙ୍କ ବହୁତ ଖାସ ସାଙ୍ଗ। ଆପଣଙ୍କୁ ଏଠାରେ କହିରକ୍ଷିବୁ କି ଯେତେବେଳ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ ସବୁଠାରୁ ପ୍ରଥମେ ସେ ଆସି ତାଙ୍କ ଘରେ ପହଂଚି ଥିଲେ। ସନ୍ଦୀପ ସିଂ, ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା କୁ ନେଇ ଏକ ବାର୍ତ୍ତାଳାପ ରେ କହିଥିଲେ କି ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ନେପୁଟିଜମ୍ କି କାରଣରୁ ହୋଇନାହିଁ। ସେଥିରେ ଏକ୍ତା କାପୂର୍ ଙ୍କ ନାମ ବିନା କାରଣରେ ଦର୍ଷା ଯାଉଛି।

ପୋଲିସ ଏପର୍ଯ୍ୟନ୍ତ କୌଣସି ଫାଇନାଲ ରିପୋର୍ଟ ଦେଇନାହିଁ କିନ୍ତୁ ସନ୍ଦୀପ ସିଂ ଏମିତି ବୟାନ ଦେବ କେତେ ଠିକ? ଆପଣଙ୍କୁ ଏଠାରେ କହି ରଖିବୁ କି କି ସନ୍ଦୀପ ସିଂ ସଞ୍ଜୟ ଲୀଳା ବଂସାଲି ଙ୍କ ସହିତ ନିର୍ଦ୍ଦେଶକ କାର୍ଯ୍ୟ କରୁଛନ୍ତି। ଏବଂ ଏଠାରେ ଏକ ଖାସ୍ କଥା ଏହା ମଧ୍ୟ କି ସନ୍ଦୀପ ସିଂ, ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ ଏକ ସିନେମା ମଧ୍ୟ କରିବାକୁ ଥିଲା। ସେହି ସିନେମାର ନାମ ଥିଲା ” ବନ୍ଦେ ଭାରତମ” ସେହି ସିନେମାକୁ ନିର୍ଦ୍ଦେଶନା ମଧ୍ୟ ସନ୍ଦୀପ ସିଂ କରିବାକୁ ଥିଲା।

ବନ୍ଧୁଗଣ ଯେଉଁଥି ସାରା ଭାରତରେ ଗୋଟିଏ ଦାବି କି ସୁଶାନ୍ତ ସିଂ ରାଜପୁତ ଙ୍କ ସିବିଆଇ ତଦନ୍ତ କରାଯାଉ । ସେତେବେଳେ ତାଙ୍କ ସାଙ୍ଗ ମିଡିଆକୁ ବାର୍ତ୍ତାଳାପ କରି ଏହା କହୁଛନ୍ତି କି ତାଙ୍କ ଆତ୍ମ ହତ୍ୟାରେ କିଛି ବି ନେପୁଟିଯମ୍ ନାହିଁ। ଏବଂ ଏକ୍ତା କାପୂର ଙ୍କ ସହ କୌଣସି ସମ୍ପର୍କ ନାହିଁ। ଏହା ଉପରେ ନିଶ୍ଚିନ୍ତ ପ୍ରଶ୍ନ ବାଚି ଉଠିବା ଦରକାର। କଣ ପାଇଁ ସନ୍ଦୀପ ସିଂ ଏପରି କହୁଛନ୍ତି। କଣ ବଲିଉଡ ତରଫରୁ ତାଙ୍କ ଉପରେ କୌଣସି ପ୍ରକାର ଚାପ୍ ପକାଜାଉଛି? ନା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପଛରେ ସନ୍ଦୀପ ସିଂ ଙ୍କ ବଡ଼ ହାତ ରହିଛି? ଏହି ସବୁ କାରଣରୁ ସୁଶାନ୍ତ ସିଂ ରାଜପୁତ ଙ୍କ ଫ୍ୟମିଲ୍ ଫ୍ରେଣ୍ଡ୍ ନିଲୋଦ ପାଲ୍ ପୋଲିସକୁ ଚିଠି ଲେଖି ଆଉ ଥରେ ଜେରା କରିବାକୁ ଅନୁରୋଧ କରିଛନ୍ତି।

ବନ୍ଧୁଗଣ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ମିଳିବାକୁ ଚାହୁଁଥିଲେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବେ କମେଣ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ କି ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପାଇଁ କିଏ ଦାୟୀ ହୋଇଥାଇ ପାରେ।

Leave a Reply

Your email address will not be published. Required fields are marked *