ସୋମବାର ଦିନ କରନ୍ତୁ ଏହି ଉପାୟ ଆପଣଙ୍କ ଜୀବନ ବଦଳି ଯିବ

ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ତ୍ରିଦେବ କୁହାଯାଇଅଛି । ଭଗବାନ ଶିବଙ୍କର କଳ୍ପନା ଏପରି ଏକ କଳ୍ପନା କରାଯାଇ ଥାଏ ଯିଏ କେତେବେଳେ ସଂହାରକ ତ କେତେବେଳେ ପାଳକ ହୋଇଥାନ୍ତି। ଭଗବାନ ଶିବଙ୍କୁ ସଂହାର କରିବାର ଦେବତା ବୋଲି ମଧ୍ୟ କୁହାଯାଇଥାଏ। ଏହି ପ୍ରକାରରେ ଭଗବାନଙ୍କର ପ୍ରାୟ ୧୨ ଟି ନାମ ପ୍ରଖ୍ୟାତ ଅଟେ। ସମ୍ପୂର୍ଣ୍ଣ ଭାରତରେ ଭଗବାନ ମହାଦେବଙ୍କର ଭକ୍ତଙ୍କ ସଂଖ୍ୟା ପ୍ରାୟ ଅଧିକ ଅଟେ। ଭଗବାନ ନିଜର ସ୍ୱତନ୍ତ୍ର ରୂପ କାରଣରୁ ସବୁଠାରୁ ଅଲଗା ଦେଖାଯାଇଥାନ୍ତି। ମହିଳା ମାନଙ୍କଠୁ ଆରମ୍ଭ କରି ପୁରୁଷ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଭକ୍ତିରେ ଲିନ ହୋଇଥାଆନ୍ତି।

ଯଦି ଦେଖାଯାଏ ତ ଭଗବାନ ଶିବଙ୍କର ଗୁଣ ସବୁଠାରୁ ଅଲଗା ଅଟେ। ଭଗବାନଙ୍କର ସମ୍ପୂର୍ଣ୍ଣ ଆକୃତି ଏବଂ ରୁଦ୍ର ରୂପ ଦୁଇଟି ଯାକ ବିଖ୍ୟାତ ଅଟେ। ତ ଆଜିର ଏହି ବିଶେଷ ପୋଷ୍ଟରେ ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବାକୁ ଯାଉଛୁ ଯାହାର ସହାୟତାରେ ଆପଣଙ୍କର ସମସ୍ତ ମନକାମନା କିମ୍ବା ଧନ ଜନିତ ହୋଇଥାଉ କି ଘର ପରିବାର ସହିତ ଜଡିତ କିଛି ସମସ୍ୟା ହୋଇଥାଉ କିମ୍ବା ଉନ୍ନତି କିମ୍ବା ସଫଳତା ସହିତ ଜଡ଼ିତ ହୋଇଥାଉନାଁ କାହିଁକି ଆପଣଙ୍କର ସମସ୍ତ ମନକାମନା ଶୀଘ୍ର ପୂରଣ ହୋଇଯିବ। ଦେଖନ୍ତୁ ଆପଣଙ୍କୁ କେବଳ ଭଗବାନ ଶିବଙ୍କର ମନ୍ଦିରକୁ ଯାଇ ତାଙ୍କର ପୁରୁଣା ତ୍ରିଶୂଳକୁ ଉଠାଇ ନୂଆ ତ୍ରିଶୂଳ ଜଡ଼ାଇବାର ଅଛି ଏବଂ ତା ସହିତ ପୁରୁଣା ତ୍ରିଶୂଳକୁ ଆପଣ ଘରକୁ ଆଣିକରି ଆସିବେ।ପୁରୁଣା ତ୍ରିଶୂଳକୁ ଘରକୁ ଆଣିବା ପରେ ତାକୁ ଆପଣଙ୍କ ଘରର ମନ୍ଦିରରେ ସ୍ଥାପନ କରିବେ ଏବଂ ସେ ପୁରୁଣା ତ୍ରିଶୂଳକୁ ବିଧିବଦ୍ଧ ଭାବରେ ପୂଜା କରନ୍ତୁ।

ଯଦି ଆପଣ ଏପରି କରିପାରନ୍ତି ତାହେଲେ ଭଗବାନ ଶିବ ଅପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ଜୀବନକୁ ଭଗବାନ ଶିବ ରକ୍ଷା କରିବେ। ଏହା ବ୍ୟତୀତ ଅନ୍ୟ ଏକ ଉପାୟ କରିବା ଦ୍ୱାରା ମଧ୍ୟ ଭଗବାନ ଶିବଙ୍କର କୃପା ଆପଣଙ୍କୁ ପ୍ରାପ୍ତ ହେବ। ତାହା ହେଲା ଯଦି ଆପଣ ଭଗବାନ ଶିବଙ୍କୁ ଚଢା ଯାଇଥିବା କ୍ଷୀରରୁ କିଛି ଟୋପା କ୍ଷୀର ଘରକୁ ଆଣନ୍ତି ଏବଂ ତାହାକୁ ପାଣି କି କ୍ଷୀରରେ ମିଶାଇ ଦିଅନ୍ତି ତ ଆପଣଙ୍କ ଘର ଶୁଦ୍ଧ ହୋଇଯିବ। କିନ୍ତୁ ଏହି ଉପାୟ ଗୁଡିକୁ ବିଶ୍ୱାସ ଏବଂ ପବିତ୍ରତାର ସହିତ କରିବେ। ତେବେ ଯାଇ ଆପଣଙ୍କୁ ପୂର୍ଣ୍ଣ ଫଳ ପ୍ରାପ୍ତି ହେବ। ଏହି ଉପାୟ କରିବା ଦ୍ୱାରା ମନରେ ଚାଲୁଥିବା ସମସ୍ତ ମନସ୍କାମନା ଶୀଘ୍ର ହିଁ ପୂର୍ଣ୍ଣ ହୋଇଯିବ। ଏବଂ ଆପଣଙ୍କୁ କେବେବି କୌଣସି ସମସ୍ୟା ରହିବ ନାହିଁ ସେ ଧନ ଜନିତ ସମସ୍ୟା ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା ହୋଇଥାଉ । ସର୍ବଦା ଭଗବାନ ଶିବଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ।

ଭୋଳାନାଥଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଓଁ ନମଃ ଶିବାୟ “

Leave a Reply

Your email address will not be published. Required fields are marked *