ସ୍ତ୍ରୀ ର ଥିଲେ ବହୁତ ପ୍ରେମିକ, ସ୍ଵାମୀ ଡରିମରି କିଛି କହୁନଥିଲେ, କିଛି ନକହି ବାରୁ ଘଟାଇଲେ ଏମିତି କାଣ୍ଡ

ପତ୍ନୀ ଧୋକା ର ପ୍ରଭାବ ସ୍ଵାମୀ କୁ ଭୋଗିବାକୁ ପଡିବ । କିଏ ଭାବିବି ନଥିଲେ ମାତ୍ର ଦେଢ ବର୍ଷ ବିବାହ ଭିତରେ କେତେ ରଙ୍ଗ ଢଙ୍ଗ ସାମ୍ନା କୁ ଆସିଥିଲା । ତାଙ୍କର କିଛି ପିଲାଛୁଆ ନଥିଲେ । ସେଥିପାଇଁ ସେ ସ୍ଵାମୀ ଆଡ଼କୁ ଆଙ୍ଗୁଳି ଉଠାଉ ଥିଲା । ବିବାହ ପୂର୍ବରୁ ତାଙ୍କର କେତେ ପୁରୁଷ ସାଙ୍ଗ ଥିଲେ । ତାର କଥା ସ୍ଵାମୀ ଜାଣିପାରିଥିଲା । କିନ୍ତୁ ସେ ରାଗି ସ୍ତ୍ରୀର ଡରରେ ଅଧିକ କିଛି କହିପାରେ ନାହିଁ । ଜାହା ବିରୋଧ କରେ ତେବେ ସେ ତାକୁ ମାରୀଥାଏ । ଏହି ଥର ତା ସ୍ତ୍ରୀ ଭୟଙ୍କର ଖେଳ ଖେଲିଲା ।

ବାରମ୍ବାର ଝଗଡ଼ା ବନ୍ଦ କରିବାକୁ ସ୍ୱାମୀର ଗରଦନ ରେ କୋଦାଳ ପିଟି କି ମାରିଦେଲା। ହତ୍ୟା କରିବା ପରେ ସେ ବିନ୍ଦାସ ହେଇକି ମର୍ଣ୍ଣିଙ୍ଗ ୱାକ୍ କରିବାକୁ ବାହାରିଗଲା । ତାପରେ ନିଜେ କଲ କରି ସବୁ ଘଟଣା କହିଲା। ଏହି ଚାଞ୍ଚଲ୍ୟ କର ହତ୍ୟା ମଙ୍ଗଳବାର ସକାଳେ ମମୁ ରଡ଼ି ଗାଁ ରେ ହେଇଥିଲା। ମୟୂର ଗାୟକ ବାଡ ୨୮ ହତ୍ୟାର ଦୋଷରେ ସ୍ତ୍ରୀ ଋତୁକୁ ଗିରଫ କରାଗଲା। ଦିଜଣ କୋଉ ହସ୍ପିଟାଲରେ କାମ କରିଥିଲେ। ଶନିବାର ପୋଲିସ ଇନ୍ସପେକ୍ଟର ମନିଷ କଲ୍ୟାଣକର ଙ୍କ ଅନୁସାରେ ଋତୁ ରାତିରେ ଝିଅସାଙ୍ଗ ସହ ଫୋନ୍ ରେ କଥା ହେଉଥିଲା।ଏହି ଘଟଣାକୁ ନେଇ ମୟୂର ତାକୁ ବାରଣ କରିଥିଲା। ଆଗକୁ ପଢନ୍ତୁ ଏହି ଘଟଣା ବିଷୟରେ।

ରିତୁ ଓ ମୟୂର ମଧ୍ୟରେ ବହୁତ୍ ସମୟ ପାଟି ତୁଣ୍ଡ ଚାଲୁଥି ଲା। ଘଟଣା ଘଟିବା ଦିନ ମଧ୍ୟ ଝଗଡ଼ା ହୋଇଥିଲା।ଏହାପରେ ରିତୁ ରାଗିଯାଇ ମୟୂର ବେକ୍ ପଟେ କୋଦାଳ ରେ ମାରିଦେଲା। ତାପରେ ସେ ମର୍ଣ୍ଣିଂ ୱା କ କରିବାକୁ ଗଲେ।ପରେ ପୋଲିକୁ କଲ୍ କରୀକି ନିଜର ଦୋଷ ସ୍ବୀକାର କରିଥିଲା। ଆଗକୁ ପଢନ୍ତୁ ହିନ୍ଦୁ ବୋହୂ କୁ ଶାଶୁଘର ଲୋକ ସ୍ବୀକାର କରିବାକୁ ମନା କଲେ। ପ୍ରେମି କହିଲା ଧର୍ମ ବାଦଳିଦିଆ ।ସେ ମାନିଲେନି କଣ ପରିଣତି ହେଲା।
ସ୍ବାମୀ ଚାହୁଁଥିଲେ ସ୍ତ୍ରୀ ନିଜର ଧର୍ମ ବଦଳି ଦିଅନ୍ତୁ

ପ୍ରେମ ଓ ଧର୍ମର ଏହି ମାମଲା ୟୁପିର ସୋନ ଭଦ୍ର ରେ ସାମ୍ନାକୁ ଆସିଥିଲା।୨୧ ସେପ୍ଟେମ୍ବର ରେ ଚୌପନ୍ ଥାନା ଅଧୀନରେ ପ୍ରିତ୍ ନଗର ରେ ପ୍ରେମିକା ର ମୁଣ୍ଡକଟିକି ଶବ୍ ବଣରେ ପଡ଼ିଥିଲା।୨୨ବର୍ଷର ଯୁବତୀ ୭ଜୁଲାଇ ରେ ମୁସଲିମ ପ୍ରେମୀକୁ କୋର୍ଟ ମେରେଜ କରିଥିଲା।ପୋଲିସ କୁ ଦେହ ଆଉ ମୁଣ୍ଡ ୧୦୦ମିଟର ଦୂରରେ ପଡିଥିବାର ମିଳିଥିଲା।ଏହି ହତ୍ୟାକାଣ୍ଡ ୧୭ ସେପ୍ଟେମ୍ବର ହେଇଥିଲା।ଏସପି ଆଶିଷ ଶ୍ରୀବାସ୍ତବ କହିଛନ୍ତି ପ୍ରିୟା ସୋନି ଝିଅ ଲକ୍ଷ୍ମୀ ସୋନି ଚୌପ ନ ରେ ରହିଥିଲେ।

ଅଭିଯୁକ୍ତ ଏଜାଜ୍ ଅହମ୍ମଦ ତାଙ୍କର ପଡୋଶୀ। ପ୍ରେମୀର ପରିବାର ଏହି ବିବାହ ପାଇଁ ରାଜି ନଥିଲେ।ସେମାନେ ହିନ୍ଦୁ ବୋହୂ କୁ ନିଜର କରିବାକୁ ପ୍ରସ୍ତୁତ ନଥିଲେ। ଏଥିପାଇଁ ଏଯାଜ୍ ଧର୍ମ ବଦଳେଇବାକୁ ଚାପ ପକାଉଥିଲା।ଦିଜଣ ଓବ୍ରା ଠାରେ ଗୋଟେ ଲଜ୍ ରେ ରହୁଥିଲେ।ଯେତେବେଳେ ପ୍ରେମିକା ମନ କଲା ,ତେବେ ପ୍ରେମୀ ତାକୁ ହତ୍ୟା କରିଦେଲା।
ଆଗକୁ ପଢ଼ନ୍ତୁ ଏହି ଘଟଣା ବିଷୟରେ…

ପ୍ରିୟା ଯେତେବେଳେ ଧର୍ମ ପରିବର୍ତନ କରିବାକୁ ମନା କଲା ଏ ଜାଜ ନିଜ ସାଙ୍ଗ ସୋୟେବ ର ସହ ମିଶିକି ହତ୍ୟାର ଷଡ଼ଯନ୍ତ୍ର କରିଲା।ପୋଲିସ ପାଇଁ ମୁଣ୍ଡ କଟିିଥିବା ସବ୍ ପାଇଁ ଗୋଟେ ଚାଲେଞ୍ଜ ହେଇଗଲା।କିନ୍ତୁ ସବୁ ତଦନ୍ତ ପରେ ପ୍ରିୟାକୁ ଚିହ୍ନି ପାରିଲେ।
ଆଗକୁ ପଢ଼ନ୍ତୁ ଏହି ଘଟଣା ବିଷୟରେ

ପୋଲିସ କହିବା ମୁତାବକ ମାମଲା ଗଭୀରତାକୁ ଦେଖିକି ଅପରାଧୀ ର ବିରୋଧରେ ଏନ୍,ଏ,ଏସ କି କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯିବ ।

କହିରଖୁଛୁ  କି , ମାମଲାର ସାଙ୍ଘାତିକ ହେବାପରେ ହିନ୍ଦୁବାଦୀ ସଂଗଠନ ଆଗକୁ ବାହାରିଲେ।

ହତ୍ୟା ରେ ବ୍ୟବହାର ହେଉଥିବା ହତିଆର୍ ପ୍ରେମୀ ନିଜେ ମାନିଲେ ସେ ପ୍ରେମିକା ର ଧର୍ମ ବଦଳେଇବାକୁ ଚାହୁଁଥିଲେ।

Leave a Reply

Your email address will not be published. Required fields are marked *