ହେବାକୁଥିବା ଜ୍ବାଇଁ ଉପରେ ଶଶୁରଙ୍କ ମନ ଲାଗିଛି, ଏବେ କରିବେ ନିଜ ଝିଅର ପ୍ରେମ ସହ ବିବାହ

ଏହି ସମୟରେ ବ୍ରିଟେନର ପ୍ରଥମ ସମଲିଙ୍ଗି ପିତା ହୋଇଥିବା ବରୀ ଡ୍ରେବିଟ ବାଲୋ ଦ୍ଵିତୀୟ ଥର ପିତା ହେଲେ। ସେ ଅନ୍ୟ ମାଧ୍ୟମରେ ନିଜର ଝିଅକୁ ଦୁନିଆ କୁ ସ୍ଵାଗତ କଲେ। ବରୀ ଙ୍କ ନବଜାତ ଝିଅ ବହୁତ ଦୁର୍ବଳ ପରିସ୍ଥିତି ରେ ଜନ୍ମ ହେଲା । କିନ୍ତୁ ଏବେ ତାର ଦେହ ଠିକ ଅଛି । ଝିଅର ଜନ୍ମ ପରେ ବରୀ ନିଜର ବିବାହର ଘୋଷଣା କଲେ। ସେ ନିଜର ପାର୍ଟନର ସ୍କାଟ ହତଚିସନ ଙ୍କୁ ବିବାହ କରିବାକୁ ଯାଉଛନ୍ତି। ସବୁଠୁ ଅସୁବିଧାର କଥା ହେଉଛି ସ୍କାଟ ବରୀ କି ଝିଅକୁ ମଧ୍ୟ ଡେଟ ହେଇଯାଇଛି । ଏହା ପରେ ଏହି ମଲ୍ଟି ମିଲେ ନୀୟର ନିଜର ଝିଅର ଏକ୍ସ ସହିତ ବିବାହ କରିବାକୁ ଯାଇଛନ୍ତି।ନିଜ ଝିଅର ଜନ୍ମ ପରେ ଏବେ ବରୀ ଙ୍କ ଚର୍ଚ୍ଚା ଚାଲିଛି। ତାସହ ସେ ତାଙ୍କର ଝିଅ ପାଇଁ ପାଳିତ ମା ଠିକ କରିଛନ୍ତି।ସେ ମଧ୍ୟ ଲୋକଙ୍କ ନଜରକୁ ଆସିଛି ।

ବ୍ରିଟେନର ପ୍ରଥମ ସମଲିଙ୍ଗୀ ପିତା ବରୀ ପୁଣି ବାପା ହେଲେ। ତାଙ୍କ ପାର୍ଟନର ସ୍କାଟ ମଧ୍ୟ ଏହି ଛୁଆ ର ଆସିବା ପରେ ବହୁତ୍ ଖୁସି ଅଛନ୍ତି। ଏବେ ଝିଅ ଆସିବା ପରେ ଦି ଜଣ ବିବାହର ଘୋଷଣା କରିଛନ୍ତି।

୫୦ବର୍ଷର ବରୀ ମଲ୍ଟିମିଲେନୀୟର । ସେ ନିଜଠାରୁ ଅଧା ବର୍ଷର ସ୍କାଟକୁ ବିବାହ କରିବାକୁ ଯାଉଛନ୍ତି । ୨୫ବର୍ଷର ସ୍କାଟ ମଧ୍ୟ ନିଜର ଝିଅ ଆସିବା ପରେ ଖୁସି ଅଛନ୍ତି।

ଏହି ଯୋଡି ସରୋଗେଶି ମାଧ୍ୟମରେ ବେଲେଟିନା ବିଲୋର ସ୍ବାଗତ କରିଛନ୍ତି। ବେଲେଟିନା ୧ମାସ ପୂର୍ବରୁ ଜନ୍ମ ହେଇଥିଲା। ତା ପାଇଁ ପାଳିତ ମା କୁ ଦିଜଣ ୭୮ଲକ୍ଷ ଟଙ୍କା ଦେଇଛନ୍ତି।

ଝିଅର ଜନ୍ମ କୁ ନେଇକି ଏହି ବିଜନେସ ଟାୟକୁନ କହିଛନ୍ତିକି ସବୁ ମା ବାପାଙ୍କୁ ତାଙ୍କର ପିଲା ସୁନ୍ଦର ଦେଖା ଯାଆନ୍ତି କିନ୍ତୁ ତାଙ୍କ ଝିଅ ପ୍ରକୃତରେ ସୁନ୍ଦର ।ସେମାନେ ବହୁତ ଖୋଜିବାପରେ ପାଳିତ ମା କୁ ବାଛିଥିଲେ।

ଝିଅର ଜନ୍ମ ପରେ ଏବେ ବରୀ ସ୍କାଟକୁ ବିବାହ କରିବାକୁ ଯାଉଛନ୍ତି। ସ୍କାଟ ବରୀଙ୍କ ବଡ଼ ଝିଅ ସେଫରନ ଡେଟ ହେଇ ଯାଇଛି। ସ୍କାଟଙ୍କ ପୂର୍ବରୁ ବରୀ ଟୋନୀ ନାମରେ ବ୍ୟକ୍ତି ସହିତ ବିବାହ କରିସାରିଥିଲେ କିନ୍ତୁ ଏହାପରେ ତାଙ୍କର ଛାଡପତ୍ର ହୋଇସାରିଥିଲା।

ଏହିସମୟରେ, ଛାଡପତ୍ର ପରେ ମଧ୍ୟ ଟୋନି ବରୀର ସହ ରହୁଛନ୍ତି। ତାଙ୍କ ସହ ସ୍କାଟ ମଧ୍ୟ ରହୁଚି। ତିନିଜଣ ୧୦ ବେଡ଼ ରୁମର ବଙ୍ଗଳାରେ ଏକାସହ ରହୁଛନ୍ତି। ଏବେ ତାଙ୍କ ଝିଅ ସେ ପରିବାରରେ ପାଦ ଦେଇଛି।

ସ୍କାଟଙ୍କୁ ନିଜର ପାର୍ଟନର ଏକ୍ସର ଏକ୍ସ ସହିତ କିଛି ଅସୁବିଧା ନାହିଁ।ତାଙ୍କର କହିବା କଥା ତାଙ୍କ ତିନିଜଣ ବାପର ପ୍ରେମ ମିଳିବ।

ଏହି ପରିବାରରେ ସବୁଠାରୁ ଆଶ୍ଚର୍ଯ୍ୟ କଥା ବରୀ ଏବଂ ସ୍କାଟର ଡେଟ କରିବା। ସ୍କାଟ ବରୀର ପୂର୍ବରୁ ତାଙ୍କ ବଡ ଝିଅକୁ ଡେଟ କରିଥିଲେ। ଦିଜଣଙ୍କ ଠିକ ଚଳିଲାନି ଯାହାର କାରଣ ତାଙ୍କର ବ୍ରେକଫ କରିବାକୁ ପଡ଼ିଲା।

ଏବେ ସେଫ୍ରାନ୍କୁ ମଧ୍ୟ ସମ୍ପର୍କରେ ଅରାଜି ନାହିଁ।ସେ ମଧ୍ୟ ବିବାହ କୁ ନେଇକି ଭାରି ଖୁସି ଅଛି। କପଲ ଯୋଜନା କରିଛନ୍ତି ଆସନ୍ତାବର୍ଷ ଯାଏ ଦିଜଣ ବିବାହ ବନ୍ଧନ ରେ ବାନ୍ଧି ହେବେ। ବିବାହ ବହୁତ ଭଲ ହେବ।ତାହାର ମଧ୍ୟ ଖୁଲସା କରିଦେଇଛନ୍ତି।

ଏହା ସହିତ ଏହି ସମଲିଂଙ୍ଗୀ କପଲ ଏବେ ଆଉଦିଟା ସନ୍ତାନର ଯୋଜନା କରିଛନ୍ତି। ସେମାନେ ଆଗକୁ ଆଉ ଦିଟା ଛୁଆର ଆଶା ରଖିଛନ୍ତି।ତା ସହ କହିଛନ୍ତି ସେମାନଙ୍କ ଯୋଜନା ଟ୍ରିପଲଟସ ଅଛି କିନ୍ତୁ ଭଗବାନ ଯାହା ଚାହିଁବେ ତା ହେବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *