୫ ରାଶି କୁଣ୍ଡଳି ରେ ଧନ ବର୍ଷା, ଏହି ରାଶି ଉପରେ ଧନ ଢ଼ାଳିବେ ପ୍ରଭୁ ଶନି ଦେବ…

ଦର୍ଶକ ବନ୍ଧୁ ଯେତେବେଳେ କୌଣସି ଗ୍ରହର ଦଶା ଦିଶାରେ ଆଦଳର ବଦଳ ହୋଇଥାଏ ସେତେବେଳେ ତାହାର ପ୍ରଭାବ ମନୁଷ୍ୟ ଉପରେ ପଡ଼ିଥାଏ। ଆମେ ଏହା କୁ କେହି ବୁଝି ପାରନ୍ତି ନାହିଁ କିଛି ଘଟଣା ଘଟି ଯାଇଥାଏ । ଏଠାରେ ଆପଣଙ୍କୁ କହି ରଖୁଛୁ ପ୍ରତେକ ଗ୍ରହର ପ୍ରଭାବ ଜୀବନ ଉପରେ ପଡ଼ିଥାଏ । ତେବେ ଚାଲନ୍ତୁ ଜାଣିବା ଶନି ଗ୍ରହ ଉପରେ ।

ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ନ୍ୟାୟ ର ଦେବତା ବୋଲି କହିଥାଉ। ଶନିଦେବ ଯେତେବେଳେ କାହା ଉପରେ ଖୁସିର ହୁଅନ୍ତୁ ସେତେବେଳେ ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଯାଏ। ଶନି ଦେବଙ୍କ ପ୍ରକପ ଯେତେ ଅଧିକ ପଡ଼ିଥାଏ ତାଠାରୁ ଅଧିକ । ଶନି ଭଗବାନ କାହାର ଶତ୍ରୁ ନୁହଁନ୍ତି ବରଂ ମିତ୍ର ଅଟନ୍ତି । ଶନି ଦବାଇ ନ୍ୟାୟ ପ୍ରିୟ ଗ୍ରହ ଅଟନ୍ତି ପ୍ରତେକ ପ୍ରାଣୀ ସହ ନ୍ୟାୟ କରନ୍ତି । କିନ୍ତୁ ଯେଉଁ ମାନେ ଭୂଲ କାର୍ଯ୍ୟ କରନ୍ତି ସେମାନଙ୍କୁ ଭଗବାନ ଶନୀଙ୍କର ଦଣ୍ଡ ଭୋଗିବାକୁ ପଡ଼ିଥାଏ । ଶନି ଦେବ ଯେତେବେଳେ ନିଜର ଚଳନ ବଦ ଲାନ୍ତି ସେତେବେଳେ କେଉଁ ଗ୍ରହ ଉପରେ ଭାରି ପଡନ୍ତି ତ କାହାର ଉପରେ ଖୁସି ହୁଅନ୍ତି ।

google

ଏମିତିରେ ତ ସବୁ ୧୨ ରାଶି ଉପରେ ଶନିଙ୍କ ପ୍ରଭାବ ରହିଥାଏ କିନ୍ତୁ ଏହି ମାସରେ ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାଙ୍କ ଉପରେ ଆସନ୍ତା ୨୧ ବର୍ଷ ପର୍ଯ୍ୟନ୍ତ ଶନି ଦେବ ପ୍ରସନ୍ନ ରହିବେ। ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡ଼ିକ ।

ମେଷ ରାଶି: ଏହି ରାଶି ଉପରେ ଶନି ଦେବ ଖୁସିରେ ରହିବେ ଏବଂ ଏହି ରାଶିକୁ ଚିନ୍ତା କରିବାର ଏବେ କୌଣସି ଆବଶ୍ୟକତା ନାହିଁ । ଏହି ରାଶି ଉପରେ ଶନିଦେବଙ୍କ ଅପାର କୃପା ହେବ ଏବଂ ଏହାର ପୁଣି ସମ୍ପୂର୍ଣ ୨୧ ବର୍ଷେ ପର୍ଯ୍ୟନ୍ତ ଏହାର ମଝିରେ ଏହି ରାଶି ଲୋକ ମାନଙ୍କୁ ଧନ ର କୌଣସି ଅଭାବ ରହିବନହିଁ । ଆପଣଙ୍କ ସମସ୍ତ ମନସ୍କାମନା ଭଗବାନ ଶନି ଦେବ ପୂରଣ କରିଦେବେ । କିନ୍ତୁ ଏଥିରେ ଗୋଟିଏ ସର୍ତ୍ତ ଯେ ଭଗବାନ ଶନି ଦେବଙ୍କୁ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରଖିବାକୁ ପଡ଼ିବ ।

ସିଂହ ରାଶି: ଶନି ଦେବଙ୍କ କୃପା ଏହି ସିଂହ ରାଶି ଉପରେ ମଧ୍ୟ ବର୍ଶିବ ଏବଂ ଏମାନଙ୍କ ଭିତରେ କୌଣସି ପ୍ରକାର ର ଆତ୍ମ ବିଶ୍ଵାସରେ ଅଭାବ ଆଉ ରହିବ ନାହିଁ । ଏମାନଙ୍କ ସମସ୍ତ ମନସ୍କାମନା ଭଗବାନ ଶନି ଦେବଙ୍କ ଦ୍ଵାରା ପୂରଣ ହୋଇଯିବ କିନ୍ତୁ ଗୋଟିଏ କଥାର ଧ୍ୟାନ ରଖିବେ ଯେ ଆପଣ ସମ୍ପୂର୍ଣ ପରିଶ୍ରମ ଓ ମନ ଧ୍ୟାନ ନିଜର କାର୍ଯ୍ୟ ଉପରେ ଦେବାକୁ ପଡ଼ିବ ।

google

କନ୍ୟା ରାଶି: ଆପଣଙ୍କ ଉଦ୍ଧାର ଶନି ମହାରାଜ କରିବେ କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଯେ ଆପଣ ନିଜର ଜୀବନ ସାଥିଙ୍କ ସହିତ ସମୟ କାଟିବାକୁ ପଡ଼ିବ । ତେବେ ଯାଇ ଶନି ଦେବଙ୍କ କୃପା ଦ୍ଵାରା ଆପଣଙ୍କ ସାରା ଜୀବନ ସୁଖ ମୟ ରହିବ । ଏବଂ ଆପଣଙ୍କ ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ । ଯଦି ଆପଣଙ୍କ ଏପର୍ଯ୍ୟନ୍ତ ବିବାହ ହୋଇନାହିଁ ତେବେ ଆପଣ ଆପଣଙ୍କ ମାତା ପିତାଙ୍କ ସହିତ ଅଧିକ ସମୟ କାଟିବାକୁ ଚେଷ୍ଟା କରନ୍ତୁ ।

ତୁଲା ରାଶି: ସଫଳତା ଆପଣଙ୍କ କବାଟ ସାମ୍ନାରେ ଛିଡ଼ା ହୋଇଛି, ହଁ ବନ୍ଧୁଗଣ ଆପଣଙ୍କୁ କେବଳ ଏତିକି କରିବାକୁ ପଡ଼ିବ ଯେ କୌଣସି କଳି ଝଗଡ଼ା ଠାରୁ ନିଜକୁ ଦୂରେଇ ରଖନ୍ତୁ। ତେବେ ଯାଇଁ ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଶନି ଦେବଙ୍କ କୃପାରୁ ବ୍ୟର୍ଥ କାର୍ଯ୍ୟରୁ ନିବୃତ ହୋଇ ଭଲ କାର୍ଯ୍ୟରେ ବିଶେଷ ଭାବରେ ଧ୍ୟାନ ଦେବେ । ଶନି ଦେବଙ୍କ କୃପାରୁ ଆପଣଙ୍କ ଜୀବନରେ ସମ୍ପୂର୍ଣ ୨୧ ବର୍ଷେ ଆପଣଙ୍କ ଜୀବନରେ ସୁଖ ଲାଗି ରହିବ ।

google

କର୍କଟ ରାଶି: ଏହି ରାଶି ଉପରେ ଶନି ଦେବ ଖୁସିରେ ରହିବେ ଏମାନଙ୍କୁ ଚିନ୍ତା କରିବାକୁ କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ଶନି ଦେବଙ୍କର ଅସୀମ କୃପା ହେବ। ଏବଂ ତାହା ପୁଣି ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ । ଏବଂ ମଝିରେ ମଝିରେ ଧନ ର କୌଣସି ଅଭାବ ରହିବ ନାହିଁ । ଏବଂ ଅଟକି ରହିଥିବା କାର୍ଯ୍ୟ ଜୋର୍ ସୋର ରେ ଚାଲୁ ହେବ ।

କୁମ୍ଭ ରାଶି: ଶନି ଦେବ ଙ୍କ କୃପାରୁ ଆପଣଙ୍କ ଜୀବନ ସାଥିଙ୍କ ସହିତ ଆପଣଙ୍କ ସମ୍ବଧ ବହୁତ ମଜଭୂତ ରହିବ । ଏବଂ ଏହି ବର୍ଷେ ଆପଣ ନୂଆ ବାହନ କିଣିବାକୁ ମନ ବଳେଇ ପାରନ୍ତି । ଏହି ବର୍ଷ ଧାର୍ମିକ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି । ଭଗବାନ ଶନି ଦେବଙ୍କ କୃପାରୁ ଆପଣଙ୍କ ଘର ଉପରେ ସର୍ବଦା ସୁଖ ଓ ସମୃଦ୍ଧି ଲାଗି ରହିବ ।

ବନ୍ଧୁଗଣ ଶନି ମହାଦେବଙ୍କ ଆଶ୍ରିବାଦ ପାଇବା ଲାଗି ହୃଦୟରୁ ଗୋଟିଏ ଲାଇକ କରି ଦିଅନ୍ତୁ ଏବଂ ମନରେ ଭକ୍ତି ଥିଲେ ନିଶ୍ଚିନ୍ତ ଲେଖନ୍ତୁ “ଜୟ ଶନି ଦେବ”

Leave a Reply

Your email address will not be published. Required fields are marked *