୬ ବର୍ଷ କାଳ ଏହି ଛାଡପତ୍ରକାରୀ ବ୍ୟକ୍ତି ଙ୍କ ସହ ଲିଭି ଇନ୍ ରେ ରହିଥିଲେ ମୋନାଲିସା, ପୁଣି ଏମିତି ମିଳିଲା ତାଙ୍କର ସପନର ରାଜକୁମାର

ଭୋଜପୁରୀ ଆକଟ୍ରେସ୍ ମୋନାଲିସା ୩୮ ବର୍ଷ ର ହୋଇ ଗଲେଣି। ୨୧ ନମ୍ଭେବର ୧୯୮୨ କୋଲ୍କାତା ରେ ଜନ୍ମ ହୋଇଥିବା ମୋନାଲିସା ଙ୍କର ଅସଲି ନାମ ଅନ୍ତରା ବିଶ୍ବାସ ଅଟେ। ସେ ଏପର୍ଯ୍ୟନ୍ତ ଭୋଜପୁରୀ ବ୍ୟତିତ ଅଲଗା ଅଲଗା ଭାଷା ରେ ମଧ୍ୟ ୧୩୦ ରୁ ଅଧୀକ ଫିଲ୍ମ କରି ସାରିଛନ୍ତି। ମୋନାଲିସା ନିଜ ପ୍ରଫେସନାଲ ଲାଇଫ ଅପେକ୍ଷା ପରସ୍ନାଲ ଲାଇଫ କୁ ନେଇ ବେଶି ର୍ଚଚା ରେ ଆସିଛନ୍ତି। ଯଦି ବି ହେଉ ବିଗ ବସ ର ଘରେ ତାଙ୍କର ବିବାହ କିମ୍ବା ବର୍ଷ ପୁୁରୁଣା ଆଫେୟାର। କମ ଲୋକ ଜାଣିଥିବେ କି କ୍ୟାରିଅର ଆରମ୍ଭ ରେ ଜଣେ ଛାଡପତ୍ରକାରୀ ବ୍ୟକ୍ତି ଙ୍କ ସହ ତାଙ୍କର ଆଫେୟର ଚାଲିଥିଲା। ସେ ବ୍ୟକ୍ତି ଜଣକ କିଏ ?

ବି-ଗ୍ରେଡ ଫିଲ୍ମ ରେ କାମ କରି ସାରିଥିବା ମୋନାଲିସା ନିଜର ଜୀବନ ରେ ବହୁତ ଖୁସିରେ ରୁହନ୍ତି। କୁହାଯାଏ କି ମୋନାଲିସା କେବେ ନିଜ ଠାରୁ ବଡ ବ୍ୟକ୍ତି ମଦନ ଙ୍କ ସହ ରିଲେସନସିପ ରେ ଥିଲେ। ପବ୍ଲିକ ପ୍ଲାଟର୍ଫମ ରେ ମଧ୍ୟ ତାଙ୍କର ଏବଂ ମଦନ ଙ୍କର ବହୁତ ଫଟୋ ଅଛି।

କୁହାଯାଏ କି ମୋନାଲିସା ମଦନ ଙ୍କ ସହିତ କୋଲ୍କାତାରୁ ମୁମ୍ବାଇ ଆସିଥିଲେ। ମୁମ୍ବାଇ ରେ ସେ କିଛି ବି-ଗ୍ରେଡ ଫିଲ୍ମ ରେ କାମ କରିବା ପରେ ଭୋଜପୁରୀ ସିନେମା ରେ କାମ କଲେ। ଭୋଜପୁରୀ ସିନେମା ରେ ନାମ କମେଇବାରେ ମଧ୍ୟ ମଦନ ତାଙ୍କର ସାହାର୍ଯ୍ୟ କରିଥିଲେ।

ମଦନ ପ୍ରଥମ ରୁ ବିବାହିତ ଥିଲେ ମଧ୍ୟ ସେ ଛାଡପତ୍ର ନେଇ ସାରିଥିଲେ। ଏହା ଦ୍ବାରା ସେ ମୋନାଲିସାଙ୍କୁ ପସନ୍ଦ କରିବାକୁ ଲାଗିଲେ। ଏବଂ ମୁମ୍ବାଇ ରେ ବହୁତ ଦିନ ଧରି ଲିଭ ଇନ ରିଲେସନସିପ ରେ ରହିଲେ। ଯଦିଓ ସେ ନିଜର ରିଲେସନ ବିଷୟରେ ଖୋଲି କି କହି ନାହଁନ୍ତି। ଲଗଭଗ ୬ ବର୍ଷ ଲିଭ ଇନ ରିଲେସନ ରେ ରହିବା ପରେ ଏହି ଦୁଇ ଜଣଙ୍କ ମଧ୍ୟ ରେ ଝଗଡା ହୋଇ ସେମାନଙ୍କ ଲଭ ଷ୍ଟୋରି ର ଦ ଏଣ୍ଡ ହୋଇଯାଇ ଥିଲା।

ମଦନ ଙ୍କୁ ଛାଡିବା ପରେ ମୋନାଲିସା ଏକ୍ଟର ବିକ୍ରାନ୍ତ ସିଂହ ରାଜପୂତ ଙ୍କ ନିକଟତର ହୋଇଥିଲେ। ଦୁଇ ଜଣ ଙ୍କର ଦୋସ୍ତି ‘ ଦୁଃଲା ଅଲବେଲା ‘ ଫିଲ୍ମ ସେଟ ରେ ହୋଇଥିଲା। ସୁଟିଂଗ ସରିବା ୩ ମାସ ପରେ ଏହି କପଲ ଅନ୍ୟ ଏକ ଘରକୁ ସିଫ୍ଟ ହୋଇଯାଇ ଥିଲେ। ଏହା ପରେ ଏମାନେ ୯ ବର୍ଷ ଲିଭ ଇନ ରିଲେସନ ରେ ରହିଲେ ଏବଂ ଏହା ପରେ ବିବାହ କରିବାକୁ ମନସ୍ତ କଲେ।

 

୨୦୧୬ ରେ ମୋନାଲିସା ‘ ବିଗ ବସ ‘ ର ଘରେ ବିକ୍ରାନ୍ତ ଙ୍କ ସହିତ ୭ ଫେରା ନେଇ ସାରି ଥିଲେ। ଏହି ମୌକା ରେ ମୋନାଲିସା ଏବଂ ବିକ୍ରାନ୍ତ ଙ୍କ ଫ୍ୟାମିଲ ମେମ୍ବର ଙ୍କ ବ୍ୟତିତ ଭୋଜପୁରୀ ଆକ୍ଟର ରବି କିଶନ, ନିରହୁଆ ଙ୍କ ସହିତ କିଛି କ୍ଲୋଜ ଫ୍ରେଣ୍ଡ ମଧ୍ୟ ସାମିଲ ହୋଇଥିଲେ।

ମୋନାଲିସା ଙ୍କ ସ୍ବାମୀ ବିକ୍ରାନ୍ତ ସିଂହ ଭୋଜପୁରୀ ଆକ୍ଟର ଅଟନ୍ତି। ଦୁଇ ଜଣ ‘ ସେଁଆ ତୁଫାନି ‘ ,ମେହରାରୂ , ବିନା ରତିଆ କୈସେ କଟି , ପ୍ରେମ ଲିଲା ଭଳି ଫିଲ୍ମ ରେ କାମ କରି ସାରିଛନ୍ତି। ଦୁଇ ଜଣଙ୍କ ର ଅଫସ୍କ୍ରିନ ଏବଂ ଅନସ୍କ୍ରିନ କେମେସ୍ଟ୍ରୀ ହିଟ ରହିଛି।

ବିକ୍ରାନ୍ତ ଙ୍କ ଅନୁସାରେ ମୋନାଲିସା ବହୁତ ସିଧା ସାଧା। ସେ ଲୋକଙ୍କର ଚତୁରତା ଜାଣି ପାରନ୍ତି ନାହିଁ। ” ମୁଁ ଆଜାମଗଢ ର ” ଲୋକଙ୍କର ପଲ୍ଟିକ୍ସ ଜାଣିପାରେ। ତାଙ୍କୁ ବି ସମୟେ ସମୟେ ସର୍ତକ କରାଏ। ମୁଁ ମୋନାଲିସା ଙ୍କୁ ନେଇ ବହୁତ ପ୍ରୋଟେକ୍ଟିବ।

ମୋନାଲିସା ୨୦୦୫ ରେ ଅଜୟ ଦେବଗନ ଏବଂ ସୁନିଲ ସେଟ୍ଟୀ ଷ୍ଟାର ଙ୍କ ସହ ‘ ବ୍ଲାକମେଲ ‘ ରେ ଡେବ୍ୟୁ କରିଥିଲେ। ଫିଲ୍ମ ରେ ସେ ଏକ ଆଇଟମ ଗାର୍ଲ ରୂପେ ଥିଲେ। ମୋନାଲିସା ଙ୍କ ଜନ୍ମ ହିନ୍ଦୁ ବଙ୍ଗାଳି ପରିବାର ରେ ହୋଇଥିଲା। ସେ ତାଙ୍କର ଅଙ୍କଲ ଙ୍କ କହିବା ଅନୁସାରେ ତାଙ୍କ ନାମ ବଦଳେଇ ମୋନାଲିସା କରିଥିଲେ। ସେ ହିନ୍ଦୀ ଏବଂ ଭୋଜପୁରୀ ବ୍ୟତିତ ବଙ୍ଗାଳି,ଓଡିଆ,କନ୍ନଡ,ତାମିତି,ତେଲୁଗୁ ଭାଷା ରେ ମଧ୍ୟ ଫିଲ୍ମ କରିଛନ୍ତି।

Leave a Reply

Your email address will not be published. Required fields are marked *