ଇଂରେଜ ସମୟର ଏହି ଏକ ଟଙ୍କାର ମୁଦ୍ରା ଦେଇ ପାରିବ ଆପଣଙ୍କୁ ୧୦ କୋଟିର ଟଙ୍କା, ଦେଖନ୍ତୁ ଆପଣଙ୍କ ପାଖରେ ନାହିଁ ତ!

ନୂଆ ବିତିଚାଲିଥିବା ବର୍ଷ ୨୦୨୧-୨୨ରେ ଯଦି ଆପଣ ଆର୍ଥିକ ଚୁନତିକୁ ସ୍ୱୀକାର କରୁଛନ୍ତି, ତେବେ ଆପଣଙ୍କୁ ବଡ଼ କାମର ଖ-ବର ରହିଛି। ଆର୍ଥିକ ରୂପରେ ଯଦି ଆପଣ ଚିନ୍ତିତ ଅଛନ୍ତି, ତେବେ ଆପଣଙ୍କର ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ଆପଣଙ୍କ ମୁଦ୍ରା କଲେକ୍ସନ କରିବାର ହବି ରହିଛି, ତେବେ ସେହି ମୁଦ୍ରା ଆପଣଙ୍କୁ ବସାଇ କୋଟିପତି କରାଇଦେଵ।

ଆପଣଙ୍କ ପାଖରେ କେବଳ ଏହି ଏକ ଟଙ୍କିଆ ମୁଦ୍ରା ରହିଥିବା ଦରକାର। ମୁଦ୍ରା ଦ୍ୱାରା ଆପଣ ସହଜରେ କୋଟିପତି ହେଇପାରିବେ। ସବୁଠୁ ମଜା କଥା ହେଲା ଆପଣଙ୍କୁ କିଛି ଅଧିକା କରିବାକୁ ପଡ଼ିବ ନାହିଁ। ଯଦି ଆପଣ ଘରେ ବସି ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଭଲ ଅଫର।

୧୦କୋଟି ଟଙ୍କା କମାଇବାର ଅଫର:-

ଆପଣ ଅନଲାଇନରେ ମୁଦ୍ରା ବିକ୍ରିକରି ରୋଜଗାର କେଇପାରିବେ। ଆପଣଙ୍କୁ ୧ ଟଙ୍କିଆ ମୁଦ୍ରା ୧୦ କୋଟି ଟଙ୍କା ଦେଇପାରିବ। ଘରେ ବସି ଅଧିକ ଟଙ୍କା ରୋଜଗାର କରିବାର ଏକ ଭଲ ଉପାୟ ଜାଣନ୍ତୁ। ଆପଣଙ୍କ ପାଖରେ ଥିବା ମୁଦ୍ରାକୁ ଦେଖନ୍ତୁ, ଯଦି ସେଥିରେ ଇଂରେଜ ସମୟର ୧ ଟଙ୍କିଆ ମୁଦ୍ରା ମିଳେ ତେବେ ଆପଣ କୋଟିପତି ହୋଇପାରିବେ। ଏବଂ ତାକୁ ନେଇ ଆପଣ ୧୦କୋଟିର ଟଙ୍କା କମାଇ ପାରିବେ।

ଇଂରେଜ ସମୟର ମୁଦ୍ରା ଦେବା ୧୦ କୋଟି ଟଙ୍କା:-

ଆପଣଙ୍କ ପାଖରେ ଥିବା ପୁରାତନ ଟଙ୍କାକୁ ୱେବସାଇଟରେ ତାର ଚିତ୍ର ଦେବାକୁ ପଡ଼ିବ। ଏବଂ ସେହି ଚିତ୍ରକୁ ଦେଖି ଲୋକମାନେ ସେହି ମୁଦ୍ରକୁ ନିଲାମ କରିବେ। ଆପଣଙ୍କୁ ଯେଉଁ ମୂଲ୍ୟ ଭଲ ଲାଗିବ ସେଠି ଆପଣ ବିକ୍ରି କରିପାରିବେ। ସେହି ସାଧାରଣ ୧ ଟଙ୍କିଆ ମୁଦ୍ରା ଏତେ ବିଶେଷ କଣ ପାଇଁ। ସେହି ମୁଦ୍ରା ବର୍ଷ ୧୮୮୫ ମସିହାର ହୋଇଥିବା ଦରକାର। ସେହି ମୁଦ୍ରାଟି ୧୮୮୫ ମସିହାରେ ତିଆରି ହୋଇଥିବା ଦରକାର। ତେବେ ଆପଣଙ୍କୁ ସେହି ମୁଦ୍ରା କୋଟି କୋଟି ଟଙ୍କା ଦେଇପାରିବ।

ନି-ଲା-ମ କରିବା ପାଇଁ ଏହି ପ୍ଲାଟଫର୍ମକୁ ଯାଆନ୍ତୁ:-

ଯଦି ଆପଣ ମୁଦ୍ରକୁ ଅନଲାଇନରେ ସେଲ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୯ କୋଟି ୯୯ଲକ୍ଷ ଟଙ୍କା ମିଳିବ। ସେଥିପାଇଁ ପ୍ରଥମେ ଆପଣନ୍କ ପାଖରେ ସେହିଭଳି ମୁଦ୍ରା ଥିବା ଦରକାର। ଏବଂ ପରେ ମୋବାଇଲ ରେ ଓଏଲେଏକ୍ସ ଆପ ଡାଉନଲୋଡ଼ କରନ୍ତୁ, ପରେ ସେଥିରେ ଲଗ ଇନ କରନ୍ତୁ। ଖରୀଦ-ଫରୋକ୍ତ ନାମକ ପ୍ଲାଟଫର୍ମ ସେଥିରେ ଖୋଜି ନିଜର ସେହି ମୁଦ୍ରାର ଚିତ୍ର ସେୟାର କରି ନିଲାମ କରନ୍ତୁ।

ପୁରୁଣା ଜିନିଷରୁ ମିଳେ ଭଲ ମୂଲ୍ୟ:-

ଆପଣଙ୍କୁ ପୁରୁଣା ମୁଦ୍ରକୁ ସେଲ କରିବା ପାଇଁ ଓଏଲଏକ୍ସ ଆକାଉଣ୍ଟରେ ମୁଦ୍ରର ଚିତ୍ର ସେୟାର କରିବାକୁ ପଡ଼ିବ। ସେଠାରେ ନି-ଲା-ମୀ ସହ ମୁଦ୍ରକୁ ସେଲ କରିବା ପାଇଁ ଦେଇଦିଅନ୍ତୁ। ଲୋକମାନେ ପୁରୁଣା ଜିନିଷକୁ କିଣିବା ପାଇଁ ବ୍ୟାକୁଳ ଅଛନ୍ତି। ତେଣୁ ସେଠାରେ ଆପଣଙ୍କର କାମ ହୋଇଯିବ।

Leave a Reply

Your email address will not be published. Required fields are marked *