୧୪ ବର୍ଷ ର ଗର୍ଭବତୀ ପ୍ରେମିକା ର ଧ୍ୟାନ ରଖୁଛି ୧୧ ବର୍ଷ ର ପିତା , ମୋଟା ବାଳକର ଧ-ର୍ଷଣ ପରେ ଗର୍ଭବତୀ ହୋଇଯାଇଥିଲା ପିଲା

ଫାଦର ଡେ ର ପ୍ରସ୍ତୁତି ସାରା ପୃଥିବୀ ରେ ଚାଲୁଛି । ସମସ୍ତେ ନିଜର ପିତା ଙ୍କ ସହ ଏହି ଦିନ କୁ ଖାସ କରିବା ପାଇଁ ଲାଗିପଡିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆ ର ସବୁଠୁ ଛୋଟ ପିତା ବିଷୟରେ କହିବାକୁ ଯାଉଛୁ । ଏହି ପିଲା ସେତେବେଳେ ଚର୍ଚ୍ଚା କୁ ଆସିଥିଲା ଯେତେବେଳେ ଏକ ଟିଭି ସୋ ରେ ଘୋଷଣା ସେ ଏବେ ଗର୍ଭବତୀ ଅଛନ୍ତି ଓ ଜଲ୍ଦୀ ନିଜର ପିଲା କୁ ଜନ୍ମ ଦେବାକୁ ଯାଉଛନ୍ତି ।

ଏହି ସମୟରେ ବାଳିକା ର ବୟସ ୧୩ ଓ ବାଳକ ର ବୟସ ୧୦ ବର୍ଷ ଥିଲା । ଖବର ସାମ୍ନା କୁ ଆସିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ଥିଲେ କି କେମିତି ୧୦ ବର୍ଷ ର ବାଳକ କାହାକୁ ଗର୍ଭବତୀ କେମିତି କରିପାରିଲା ? ହେଲେ ପରେ ବାଳିକା ସତ କଥା ଦୁନିଆ କୁ କହିଥିଲା କି ଏହି ପିଲା ଟି ଆଉ କାହାର । କିନ୍ତୁ ତା ପରେ ମଧ୍ୟ ୧୧ ବର୍ଷ ର ପ୍ରେମିକ ତାଙ୍କୁ ଛାଡି ନଥିଲେ । ଆଜି ଦୁହେଁ ଆସିବାକୁ ଥିବା ପିଲା ର ଅପେକ୍ଷା କରିଛନ୍ତି ।

ରୁଷ ରେ ରହୁଥିବା ୧୪ ବର୍ଷୀୟ ଦରୟା ଓ ୧୦ ବର୍ଷୀୟ ଇବାନ ଏହି ବର୍ଷ ର ଆରମ୍ଭ ରୁ ଚର୍ଚ୍ଚା ରେ ଅଛନ୍ତି । ଏହି ଦମ୍ପତି ଏବେ ଗର୍ଭବତୀ ଅଛନ୍ତି ଓ ଦୁହେଁ ନିଜର ପିଲା ଙ୍କୁ ସ୍ଵାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ଦମ୍ପତି ଙ୍କ ମଧ୍ୟ ରେ ତିନି ବର୍ଷ ର ବୟସ ବ୍ୟବଧାନ ରହିଛି । ଏତେ କମ ବୟସ ହେଲେ ମଧ୍ୟ ନିଜର ଆସୁଥିବା ପିଲା କୁ ସ୍ଵାଗତ କରିବା ପାଇ ପ୍ରସ୍ତୁତ କରୁଛନ୍ତି ।

ବର୍ଷ ର ଆରମ୍ଭ ରେ ଏକ ଟିଭି ସୋ ରେ ଦୁହେଁ ନିଜର ସମ୍ପର୍କ ବିଷୟରେ ମାନିଥିଲେ । ହେଲେ ସେହି ସମୟରୁ ଏହି କଥା ରେ ଝଗଡ଼ା ଲାଗି ସାରିଥିଲା କି ୧୦ ବର୍ଷ ର ପିଲା କେମିତି କାହାକୁ ଗର୍ଭବତୀ କରି ପାରିବ ?

ହେଲେ ପରେ ଦରୟା ଏହି ରହସ୍ୟ ରୁ ପରଦା ଉଠାଇଥିଲେ । ସେ କହିଥିଲେ କି ଏହି ପିଲା ଇବାନ ର ନୁହେଁ । ଅନ୍ଧାର ରେ ଗୋଟେ ମୋଟା ପିଲା ତାଙ୍କୁ ଧର୍ଷଣ କରିଥିଲା । ଏହି ସତ ସାମ୍ନା କୁ ଆସିବା ପରେ ମଧ୍ୟ ଇବାନ ଦରୟା ସହ ନିଜର ସମ୍ପର୍କ ଭାଙ୍ଗି ନଥିଲା । ସେ ଆଜି ମଧ୍ୟ ଦରୟା ସହିତ ଅଛି ଓ ଦୁହେଁ ଏହି ପିଲା ର ସ୍ବାଗତ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି ।

ଦରୟା କହିଲା କି ଇବାନ ର ପରିବାର ଓ ତାଙ୍କ ମାଆ ଙ୍କ ବହୁତ ଗଭୀର ବନ୍ଧୁତା ହୋଇସାରିଥିଲା । ଦୁହେଁ ଦୁହଁଙ୍କୁ ମଧ୍ୟ ବହୁତ ଭଲ ପାଉଛନ୍ତି । ବୟସ ରେ ଦୁହେଁ ଛୋଟ ହୋଇପାରନ୍ତି ହେଲେ ଭଲ ପାଇବା ଆଗରେ ଏହା ର କୌଣସି ମାନେ ନାହିଁ ।

ଦରୟା କହିଲା କି ପିଲା ର ଜନ୍ମ ହେବା ପରେ ତାଙ୍କ ମାଆ କିଛି ଦିନ ତାହାର ଯତ୍ନ ନେବେ ତା ପରେ ସେ ତାହାର ଯତ୍ନ ନେବେ ।ଦୁହେଁ ପିଲା ର ନାମ କୈରୋଲିନା ଡିସାଇଡ ରଖିବାକୁ ସ୍ଥିର କରିଛନ୍ତି କିନ୍ତୁ ଏବେ ଦରୟା କହିଛି କି ଏହି ନାମ ମଧ୍ୟ ବଦଳି ପାରେ ।

ସୋସିଆଲ ମିଡିଆରେ ଦରୟା ନିଜର ଗର୍ଭବତୀ ଥିବା ର ଫଟୋ ସେୟାର କରିଛନ୍ତି । ଇବାନ ମଧ୍ୟ ନିଜର ପ୍ରେମିକା ର ପୁରା ଧ୍ୟାନ ରଖୁଛନ୍ତି । ଏହି ଦମ୍ପତି ଙ୍କ ଫଟୋ ଦ୍ରୁତ ଗତି ରେ ଭାଇରାଲ ହେଉଛି ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ ତେବେ ନିଶ୍ଚିନ୍ତ ଗୋଟିଏ ଲାଇକ କରିବେ | ନିଜ ସାଙ୍ଗ ସାଥୀଙ୍କ ସହିତ ଶେୟାର କରିବାକୁ ଅନୁରୋଧ ଓ ଏହାକୁ ନେଇ ନିଜ ମାତା ମତ ଆମକୁ କମେଣ୍ଟରେ ନିଶ୍ଚିନ୍ତ ଦେବେ |

Leave a Reply

Your email address will not be published. Required fields are marked *