୨୦୦ ବର୍ଷ ପରେ ଖୋଲିଲା ବନ୍ଦ ଘରର କବାଟ , ଭିତରେ ଯାହା ଘଟିଲା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ ମାନେ…

ରହସ୍ୟ ଭରା ଏହି ଦୁନିଆ ଆମକୁ ପ୍ରତିଦିନ କିଛି ନୂଆ କଥା ନୂଆ ଜିନିଷ ସହିତ ଭେଟ କରାଇଥାଏ । କଣ ଆପଣ ଚିନ୍ତା କରିପାରିବେ ୨୦୦ବର୍ଷ ପୂର୍ବରୁ କେହି ବ୍ୟକ୍ତି କେପରି ନିଜର ଜୀବନ ବ୍ୟତୀତ କରୁଥିଲା । ଏପର୍ଯ୍ୟନ୍ତ ଆପଣ କେବଳ କାହାଣୀରେ ଶୁଣିଥିବେ ଯେ ୨୦୦ ବର୍ଷ ପୂର୍ବରୁ ଲୋକମାନେ କିପରି ଜୀବନ ନିର୍ବାହ କରୁଥିଲେ । ଆଜି ଆମେ ଆପଣଙ୍କୁ ଏକ ଏପାରି ଏକ ଘର ଦେଖିବୁ ଯାହା ଆପଣଙ୍କୁ ୨୦୦ବର୍ଷ ପୂର୍ବର ଇତିହାସ ସହିତ ଭେଟ କରାଇବ ।

ସହରର କଳାହଳ ଠାରୁ ଦୂରରେ ଗୋଟିଏ ସୁନସାନ ରାସ୍ତା କଡରେ ତିଆରି ଏକ ଘର । ଏହି ଘର ଉତ୍ତର ଆଇରିସ ର ଗ୍ରାମୀଣ ଇଲାକାରେ ବର୍ଣ୍ଣର ପତ୍ର ଢାଙ୍କିହୋଇ ରହିଥିଲା । ଏହି ଘରର ମାଲିକଙ୍କ ମୃତ୍ୟୁ ପରେ ଏହି ଘରଟି ବନ୍ଦ କରିଦେଇଥିଲେ । ୨୦୦ ବର୍ଷ ପରେ ଏହି ଘରର କବାଟ ଖୋଲିଲା ପରେ ଏହି ଘରର ଜିନିଷ ପତ୍ର ଓ ପୁରା ଘର କିପାରି ଥିଲା ଆସନ୍ତୁ ଜାଣିବା

<p>इस घर को जब अच्छी तरह देखा गया तो यहां बहुत पुरानी चीजें थी, जिसमें दर्जनों रुकी हुई घड़ी पड़ी थीं, सन 1811 का न्यूजपेपर था। घर के मालिक के जूते जो अभी भी वहीं बेड के नीच पड़े हुए थे। और बेड पर सिलवटें थी जैसे अभी कोई सोकर उठा हो।</p>

ଏହି ଘରକୁ ଯେତେବେଳେ ଭଲଭାବରେ ଦେଖା ଯିବାରୁ। ସେଠାରେ ବହୁ ବର୍ଷର ପୁରୁଣା ଜିନିଷ ମିଳିଥିଲା । ସେଠାରେ ବହୁତ ଗୁଡିଏ ବନ୍ଦ ହୋଇ ଯାଇଥିବା ଘଣ୍ଟା ପଡିଥିଲା , ୧୮୧୧ ମସିହାର ଖବର କାଗଜ ଥିଲା । ଘର ମାଲିକଙ୍କ ଜୋତା ଏବେ ମଧ୍ୟ ସେହି ଘରର ବିଛଣା ତଳେ ପଡିଛି । ଏବଂ ବିଛଣା ଏପତି ଲୋଚା କୋଚା ହୋଇଥିଲା ଯେପରି କେହି ଜଣେ ଏବେ ବିଛଣା ଛାଡି ଉଠିଛି ।

ଟାଇଟନୀକ ଜାହାଜର ବୁଡିଯିବାର ଖବର ତ ଆପଣ ଖବର କାଗଜ ରେ ପୁସ୍ତକରେ ପଢି ଥିବେ ।ସେହିପେରି ଏହି ଘର ବା । ସେହିପରି ୧୯୧୨ ରେ ଟାଇଟନିକ ଜାହାଜ ବୁଡିବା ସମ୍ବନ୍ଧୀୟ ଏକ ଖବର କାଗଜ ମିଳିଛି ।

<p>प्राचीन किताबें, पत्रिकाएं और तस्वीरें इस बंद घऱ में आज भी मौजूद थीं। 20 वीं सदी की अलमारियां। इतना ही नहीं खुली हुई किताबें और बिखरें हुए पन्ने ऐसे पड़े थे जैसे कोई इन्हें अभी पढ़ कर गया हो.<br />
&nbsp;<br />
&nbsp;</p>

ପ୍ରାଚୀନ୍ନ ପୁସ୍ତକ ଏଵଂ ଫୋଟୋ ଏହି ଘରେ ଏବେ ମଧ୍ୟ ରହିଛି । ଖୁବ ପୁରୁଣା ଅଲମାରି ।କୋଉଠି ଖଲାଥିବା ପୁସ୍ତକ ଓ ମେଲି ହୋଇ ପଡ଼ିଥିବା ଏହାର ପୃଷ୍ଠା ଯେପରି ଏହାକୁ ପଢା ଯାଇଛି

ଜଙ୍କ ଲାଗିଥିବା କେଟଲି ଓ କପ ଠିକ ସେହି ପରି ପଡି ରହିଛି, ଘରକୁ ଭାଙ୍ଗିବା ପୂର୍ବରୁ ଏହାର ଇତିହାସ ବିଷୟରେ ଜାଣିବା ପାଇଁ ଯାଞ୍ଚ କରିଛନ୍ତି । ଯିଏକି ସେଠାକାର ଫୋଟ ସେୟାର କରିଥିଲେ ।

ଏହି ଘରେ ତିନି ଭାଇ ମିଶି ରାହୁଥିଲେ । ଯେଉଁମାନେ ଏହି ଅତୀତକୁ ସଜାଡି ରଖୁଥିଲେ । ମଇ ୩ ,୨୦୧୫ପର୍ଯ୍ୟନ୍ତ ଜୀବିତ ଥିଲେ ।

ଏଠାରେ ରହିଥିବା ଶେଷ ବ୍ୟକ୍ତିଙ୍କ ନାମ କେବଳ ଡେସି । ଯିଏ କି ନିଜକୁ ବାହାର ଦୁନିଆ ଠାରୁ ନିଜକୁ ବିମୁଖ କରି ଏକାନ୍ତ ରେ ଜୀବନ ବିତାଉଥିଲେ । ସେ ମୃତ୍ୟୁର ୨ ବର୍ଷ ପୂର୍ବରୁ ଏହି ଘର ଛାଡ଼ି ଦେଇଥିଲେ ।

 

 

 

 

Leave a Reply

Your email address will not be published. Required fields are marked *