ଏହି ସବୁ ଦୁନିଆର ୫ଟି ବିପ-ଜ୍ଜନକ ଦ୍ୱୀପପୁଞ୍ଜ, ସୁନ୍ଦର ଦେଖାଯିବା ସତ୍ତ୍ଵେ ବି ମର-ଣାତ୍ମକ

ଯଦି ଆପଣ ପ୍ରକୃତିର ଚମତ୍କାର ଦୃଶ୍ୟକୁ ଅତି ନିକଟରୁ ଦେଖିବାକୁ ଚାହାଁନ୍ତି, ତେବେ ଦ୍ୱୀପପୁଞ୍ଜ ଅର୍ଥାତ୍ ଦ୍ୱୀପ ଅପେକ୍ଷା କିଛି ସୁନ୍ଦର ସ୍ଥାନ ହୋଇପାରିବ ନାହିଁ । କାରଣ ଦ୍ୱୀପର ସୌନ୍ଦର୍ଯ୍ୟ ଏପରି ଯେ ଏହା କୌଣସି ମଣିଷର ହୃଦୟକୁ ଆକର୍ଷିତ କରିଦେଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ଦୁନିଆର କିଛି ବିପ-ଜ୍ଜନକ ଦ୍ୱୀପପୁଞ୍ଜ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ନ ଯିବା ଭଲ। କାରଣ ଏହି ଦ୍ୱୀପପୁଞ୍ଜ ଦେଖିବାକୁ ବହୁତ ସୁନ୍ଦର କିନ୍ତୁ ତ ସହିତ ଜୀବନ ପ୍ରତି ବିପ-ଦ-ପୂର୍ଣ୍ଣ ମଧ୍ୟ।

ମିଆଁମାରର ରାମ୍ରି ଦ୍ୱୀପ

ଏହା ହେଉଛି ମିଆଁମାରର ରାମ୍ରି ଦ୍ୱୀପ, ଯାହାକୁ ‘କୁମ୍ଭୀର ଦ୍ୱୀପ’ ମଧ୍ୟ କୁହାଯାଏ । ଏଠାରେ ଅନେକ ଲୁଣିଆ ଜଳର ହ୍ରଦ ଅଛି, ଯାହା ଖତ-ର-ନାକ କୁମ୍ଭୀରରେ ପରିପୂର୍ଣ୍ଣ । ଏହି ଦ୍ୱୀପଟି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମିତ ହୋଇଛି, କାରଣ ଏହି ଦ୍ୱୀପରେ ରହୁଥିବା ଖ-ତ-ର-ନାକ କୁମ୍ଭୀରମାନେ ଲୋକଙ୍କ ପାଇଁ ଅଧିକ କ୍ଷ-ତି ଘଟାଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରାୟ ୧୦୦୦ ଜାପାନୀ ସୈନିକ ଏହି ଦ୍ୱୀପ ଦେଇ ଯାଉଥିଲେ, କିନ୍ତୁ ଏଠାରେ ଥିବା ଖତ-ର-ନାକ କୁମ୍ଭୀରମାନେ ସେମାନଙ୍କୁ ଆକ୍ର-ମଣ କରି ଜୀ-ବନ୍ତ ଚୋବାଇ ଦେଇଥିଲେ। କେବଳ ୨୦ ସୈନିକ ଖସି ପଳାଇ ଜୀ-ବନ୍ତ ଫେରିଆସିବାକୁ ସ-କ୍ଷ-ମ ହୋଇଥିଲେ, ବାକି ୯୮୦ ସୈନିକ କୁମ୍ଭୀରର ଖାଦ୍ୟ ହୋଇଯାଇଥିଲେ। ଯଦିଓ କିଛି ବୈଜ୍ଞାନିକ ଏବଂ ଐତିହାସିକ ଏହି ଘ-ଟ-ଣା-କୁ ସତ୍ୟ ବୋଲି ଗ୍ରହଣ କରନ୍ତି ନାହିଁ ।

ସେବଲ୍ ଦ୍ୱୀପ

ଆଟଲାଣ୍ଟିକ୍ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପକୁ ‘ସେବଲ୍ ଦ୍ୱୀପ’ କୁହାଯାଏ । ୪୨ କିଲୋମିଟର ଲମ୍ବ ଏବଂ ୧.୫କିଲୋମିଟର ଚଉଡା ଏହି ଦ୍ୱୀପକୁ ‘ବାଲୁକା ଦ୍ୱୀପ’ ଏବଂ ‘ଦରିଆର ଶ୍ମଶାନ’ ମଧ୍ୟ କୁହାଯାଏ । ଏଠାରେ ୩୦୦ରୁ ଅଧିକ ଜାହାଜ ଦୁର୍ଘ-ଟ-ଣା-ଗ୍ରସ୍ତ ହୋଇ ବୁଡ଼ି ଯାଇଛି। ଏହା ପଛର କାରଣ ହେଉଛି ଦୂରରୁ, ଏହି ଦ୍ୱୀପ ସମୁଦ୍ର ଜଳ ପରି ଦେଖାଯାଏ, ଯେଉଁ କାରଣରୁ ଅଧିକାଂଶ ଜାହାଜ ଧୋକା ଖାଇଯାନ୍ତି ଏବଂ ଉଚ୍ଚ ବେଗ ଯୋଗୁଁ ଦୁର୍ଘ-ଟ-ଣା-ଗ୍ରସ୍ତ ହୋଇଯାଆନ୍ତି ।

ସାବା ଦ୍ୱୀପ

ନେଦରଲ୍ୟାଣ୍ଡରେ ସ୍ଥିତ ସାବା ଦ୍ୱୀପ, ମାତ୍ର ୧୩ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏହି ଦ୍ୱୀପଟି ବହୁତ ସୁନ୍ଦର, କିନ୍ତୁ ଏହା ସମାନ ଭାବରେ ବିପ-ଜ୍ଜ-ନକ ମଧ୍ୟ ଅଟେ । କାରଣ ଏଠାରେ ବିଶ୍ୱର ସବୁ ଠାରୁ ଅଧିକ ସଂଖ୍ୟକ ସାମୁଦ୍ରିକ ଝଡ ଆସିଥାଏ। ଏହି ଝଡ ଯୋଗୁଁ ଅନେକ ଜାହାଜ ଭାଙ୍ଗି ଚାରିପାଖରେ ବୁଡ଼ି ଯାଇଛନ୍ତି। ବର୍ତ୍ତମାନ ଏହି ଦ୍ୱୀପରେ ପ୍ରାୟ ୨୦୦୦ ଲୋକ ବାସ କରୁଛନ୍ତି ।

ଲୁଜୋନ୍ ଦ୍ୱୀପ

ଏହା ଫିଲିପାଇନ୍ସର ଲୁଜୋନ ଦ୍ୱୀପ, ଯାହାକୁ ‘ଆଗ୍ନେୟ ଦ୍ୱୀପ’ ମଧ୍ୟ କୁହାଯାଏ । ଏଠାରେ ‘ତାଲ ଭାଲକାନୋ’ ନାମକ ଏକ ବିପଜ୍ଜନକ ଏବଂ ସକ୍ରିୟ ଆଗ୍ନେୟଗିରି ଅଛି । ଏହାର କ୍ରାଟରରେ ଏକ ଆଗ୍ନେୟଗିରି ହ୍ରଦ ଅଛି ଯାହାକୁ ତାଲ ହ୍ରଦ କୁହନ୍ତି । ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ଅନେକ ଲୋକ ଆସଥାନ୍ତି । ତଥାପି, ଏଠାକୁ ଯିବା ବିପ-ଦ-ରେ ପରିପୂର୍ଣ୍ଣ। କାରଣ ଆଗ୍ନେୟଗିରି କେବେ ବି ବି-ସ୍ଫୋ-ରଣ ହେଇଯିବ ତାହା କେହି ଜାଣନ୍ତି ନାହିଁ । ନିକଟରେ ଏପରି ମଧ୍ୟ ଘଟିଥିଲା, ଯାହା ପରେ ଆଖପାଖ ଅଞ୍ଚଳକୁ ଶୀଘ୍ର ସ୍ଥାନାନ୍ତର କରାଯାଇଥିଲା।

ଆଇସୋଲ ଲା ଗାଓଲା

ଏହା ଇଟାଲୀର ‘ଆଇସୋଲ ଲା ଗାଓଲା’ ଦ୍ୱୀପ,  ଯାହାକୁ ଅଭିଶାପ ବୋଲି ଧରାଯାଏ । ନେପଲଶ ନିକଟରେ ସ୍ଥିତ ଏହି ଛୋଟ ଦ୍ୱୀପର କାହାଣୀ ଅତ୍ୟନ୍ତ ଭୟ-ଙ୍କର ଅଟେ। କୁହାଯାଏ ଯେ ଏହାକୁ କିଣିବା ଲୋକର ମୃ-ତ୍ୟୁ ହୋଇଯାଏ ନଚେତ୍ ତାଙ୍କ ପରିବାରର କିଛି ଗୋଟେ ଅନିଷ୍ଟ ଘଟେ। ଏହି ଦ୍ୱୀପକୁ କିଣିଥିବା ଅନେକ ମାଲିକ ଏଠାରେ ମୃ-ତ୍ୟୁ ବ-ରଣ କରିଛନ୍ତି। ଏହି ଦ୍ୱୀପ ବର୍ତ୍ତମାନ ସରକାରଙ୍କ ଅଧୀନରେ ଅଛି ଏବଂ ବହୁ ବର୍ଷ ଧରି ନିଛାଟିଆ ହୋଇ ରହିଛି। ଯଦିଓ ଲୋକମାନେ ଏଠାକୁ ବୁଲିବାକୁ ଆସନ୍ତି, କିନ୍ତୁ ସେମାନେ ମଧ୍ୟ ରାତି ହେବା ପୂର୍ବରୁ ଫେରିଯାଆନ୍ତି ।

Leave a Reply

Your email address will not be published. Required fields are marked *