ଦେବୀ ମାଙ୍କ ଚମତ୍କାର, ଟ୍ରକ ତଳେ ଆସିଲା ୧୦ ବର୍ଷ ର ପିଲା, ଆଶ୍ଚର୍ଯ୍ୟ ର କଥା କି ପିଲାର ଟିକେ ବି କ୍ଷତି ହୋଇନାହିଁ

ହରିଆଣା ରେ କିଛି ଏମିତି ଚମତକାର ହେଲା କି ଯାହାକୁ ଜାଣିଲେ ସମସ୍ତେ କହୁଛନ୍ତି ‘ଜାକୋ ରାଖେ ସାଇୟାଂ ମାର ସକେ କୋଇ ‘ ।ଏଠାରେ ଏକ ୧୦ ବର୍ଷୀୟ ପିଲା ସାଇକେଲ ସହ ଟ୍ରକ ତଳକୁ ହଠାତ୍ ପସି ଯାଇଥିଲା। କିନ୍ତୁ ଦେବୀ ମା ଙ୍କ ଆର୍ଶୀବାଦ ରୁ ସେ ପିଲା ର ଟିକେ ବି ଦେହ ରେ କ୍ଷତ ନାହିଁ। ଏହି ଘଟଣା ର ଭିଡିଓ ମଧ୍ୟ ସୋସିଆଲ ମିଡିଆ ରେ ମଧ୍ୟ ଭାଇରାଲ ହେଇଗଲା।

ଲୋକ ଚିତ୍କାର କରି କହିଲେ ରୁହ ରୁହ ସେ ପିଲା ଟ୍ରକ ତଳେ ରହିଯାଇଛି:

ବାସ୍ତବରେ ଗୁରୁବାର କୁ ଏକ ଟ୍ରକ୍ ଚାଳକ ରାସ୍ତା ମଝିରେ ଗାଡି ରଖି କୁଆଡେ ଯିବ ବୋଲି ଠିକଣା ପଚାରୁ ଥିଲା । ଏହା ଦ୍ବରା ୧୦ ବର୍ଷ ର ଆରିୟନ ସାଇକେଲ ଚଲଉ ଥିବା ସମୟ ରେ ତା ତଳ କୁ ପସି ଯାଇଥିଲା। ଅଚାନକ ଟ୍ରକ ତା ଉପରେ ଚାଲିଗଲା। ଅଚାନକ ଆରିୟନ ର ସାଙ୍ଗ ଚିଲେଇବାକୁ ଲାଗିଲା ରୁହ ରୁହ ସେ ତଳେ ରହି ଯାଇଛି। ଯେତେବେଳେ ଟ୍ରକ ବାଲା ଆଗକୁ ଯାଇ ବ୍ରେକ ମାରିଲା। ଭଲ କଥା ଯେ ର୍ଦୁଘଟଣା ଘଟିନି।

ଦେବୀ ମା ଙ୍କ ଆର୍ଶୀବାଦ ରୁ ଟଳି ଗଲା ବଡ ବିପଦ:

ଯେତେବେଳେ ପିଲା ର ପରିବାର ଲୋକଙ୍କୁ ଏହି ବିଷୟ ରେ ଜଣା ପଡିଲା ତ ସେମାନେ ଚିତ୍କାର କରି ସେଠି ଆସି ପହଁଚିଲେ। ସେହି ପିଲାର ଜେଜେବାପା କହିଲେ ଯାହା ଉପରେ ମାତା ରାଣୀ ର ଆର୍ଶୀବାଦ ଅଛି ତାର କେହି କିଛି ବିଗାଡି ପାରିବନି। କହିବାକୁ ଲାଗିଲେ କି ମାତା ର ପବିତ୍ର ନବରାତ୍ରି ଚାଲିଛି ଏମିତି କେଉଁ ପିଲାର କିଛି ହେଇ ପରେ। ସେଠି ଅନ୍ୟ ଲୋକ ବି କହିଲେ ଏହି ଚତ୍କାର ତ ମା ର୍ଦୁଗା କରିଛନ୍ତି। ସେଥିପାଇଁ ପିଲା ଠିକ୍ ଅଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *