ରୋ-ମା-ନ୍ସ ସମୟରେ ହଠାତ ଶୋଇଗଲା ସ୍ୱାମୀ, ମହିଳାଙ୍କର ହୋଇଗଲା ମୃ-ତ୍ୟୁ

ବ୍ରିଟେନ ରେ ଏକ ଦମ୍ପତ୍ତି ଛୁଟି ମନାଇବାକୁ ଏବଂ ରୋମାଣ୍ଟିକ ଏଡ଼-ଭେଞ୍ଚର କରିବାକୁ ଏକ ରିସୋର୍ଟ ରେ ରହିଥିଲେ କିନ୍ତୁ ସ୍ୱାମୀଙ୍କୁ ହଠାତ ନିଦ ଆସିବା କାରଣରୁ ମହିଳାଙ୍କୁ ଜୀବନ ହରାଇବାକୁ ପଡ଼ିଲା । ଏହି ମା-ମ-ଲା-ରେ କୋ-ର୍ଟ ୫୨ ବର୍ଷୀୟ ୱରିନ ମାର୍ଟିନ କୋଲଟନ ଙ୍କୁ ଗମ୍ଭୀର ଅସା-ବଧା-ନତା ର ଦୋ-ଷୀ ମାନିଲା ଏବଂ ତାଙ୍କୁ ୬ ବର୍ଷ ର ଦଣ୍ଡଦେଶ କରିଲା ।

ନାର୍ଥ ବେଲ୍ସ ଲାଇଭ ରିପୋର୍ଟ ଅନୁସାରେ ମାର୍ଟିନ ନିଜର ୩୮ ବର୍ଷୀୟା ପତ୍ନୀ କ୍ଲେୟର ହ୍ଵାଇଟ ଙ୍କ ସହିତ ଏକ ଲାକଜରି ଲୋଜ କୁ ଯାଇଥିଲେ । ୱରିନ ଏବଂ କ୍ଲେୟର ଏହି ଟ୍ରିପ ରେ ଖୁବ ଏଡ଼-ଭେଞ୍ଚ-ର କରିବା ଉଦ୍ଦେଶ୍ୟରେ ଆସିଥିଲେ । ମଦ ଏବଂ ଡ୍ର-ଗ୍ସ ସହିତ ହିଁ ଏହି ଟ୍ରିପ ରେ ଗ୍ଲବଜ , ରେଡ଼ ଟେପ , ହ୍ଵାଇଟ ଟେପ ଭଳି ଜିନିଷ ମଧ୍ୟ ଥିଲା ।

ଏହି ରୋ-ମା-ଣ୍ଟିକ ଏଡ଼-ଭେଞ୍ଚର ଅନୁସାରେ ସେ କ୍ଲେୟର କୁ ବା-ନ୍ଧି ଦେଇଥିଲେ ଏବଂ ତାଙ୍କ ମୁଁହରେ ମୋଜା ରଖି ଦେଇଥିଲେ । ଯେହେତୁ ମୋର୍ଟିନ ଅଧିକ ନି-ଶା ରେ ଥିଲେ ତେଣୁ ତାଙ୍କୁ ନିଦ ଆସିଯାଇଥିଲା । କ୍ଲେ-ୟର ଙ୍କ ଅବସ୍ଥା ଖରାପ ହେବାରେ ଲାଗିଥିଲା କିନ୍ତୁ ସେ ବ-ନ୍ଧା ଥିବା କାରଣରୁ କିଛି କରି ପାରି ନଥିଲେ ଏବଂ ଶ୍ୱା-ସ ରୁ-ଦ୍ଧ ହେବା କାରଣରୁ ମୃ-ତ୍ୟୁ ବରଣ କରିଥିଲେ ।

କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ ମାର୍ଟିନ କ୍ଲେୟର ଙ୍କ ମୁଁହରେ ଟେପ ମଧ୍ୟ ବା-ନ୍ଧି ଥିଲେ କି ନାହିଁ । ମାର୍ଟିନ ଯେତେବେଳେ ସକାଳୁ ଉଠିଲେ ସେ ଦେଖିଲେ ଯେ କ୍ଲେୟର ଙ୍କ ମୃ-ତ୍ୟୁ ହୋଇ ଯାଇଛି । ସେ ସାହାଯ୍ୟ ମାଗିବା ପରିବର୍ତ୍ତେ ସେଠାରୁ ଖସି ଯାଇଥିଲେ ଏବଂ ରିଯାର୍ଟ ର ଲୋକେ କ୍ଲେ-ୟର ଙ୍କ ଶ-ବ ଦେଖି ପୋ-ଲି-ସ କୁ ସୂଚନା ଦେଇଥିଲେ ।

ଦ ସନ ର ରିପୋର୍ଟ ଅନୁସାରେ ଏହି ଘଟଣା ପରେ ମହିଳା ଙ୍କ ପରିବାର ଖୁବ ଦୁଃଖରେ ଥିଲେ । କ୍ଲେ-ୟର ଙ୍କ ମା ଜୁଲି ଡେବିସ କହିଛନ୍ତି ଯେ ସେ ନିଜ ଝିଅଙ୍କର ଯିବା ପରେ ଗତ କିଛି ଦିନ ହେବ ମାନସିକ ରୂପରେ ଚିନ୍ତିତ ଥିଲେ ଏବଂ ଏହି କଥାକୁ ନେଇ ସେ ଦୁଃଖରେ ଥିଲେ ସେ ଆଉ କେବେବି ତାଙ୍କ ଝିଅର ସ୍ୱର ଶୁଣି ପାରିବେ ନାହିଁ ।

ପୁଣି ଏହି ମାମଲାରେ କ୍ଲେ-ୟର ଙ୍କୁ ଭଉଣୀ କ୍ରିସି ରାଇଟ କହିଲେ ଯେ କ୍ଲେ-ୟର ଙ୍କ ଯିବା ପରେ ସେ ୱେ ପୀଟୀଏସଡି ଭଳି ରୋଗର ଶି-କା-ର ହୋଇଛନ୍ତି । କ୍ରିଷ୍ଟି କହିଛନ୍ତି ଯେ ମୋତେ ସ୍ୱପ୍ନରେ କେହି ମା-ରି-ବାକୁ ଉଦ୍ୟମ କରୁଥିବାର କିମ୍ବା ଆ-କ୍ର-ମ-ଣ କରୁଥିବାର ଦୃଶ୍ୟ ଆସିଥାଏ । ନିଜ ଭଉଣୀ ଠାରୁ ଅଲଗା ହେବାର ଦୁଃଖ ଆମ ପୁରା ପରିବାର ସହ୍ୟ କରି ପାରୁନାହିଁ ।

ମୋଲଡ଼ କ୍ରାଉନ କୋ-ର୍ଟ ର ଜୋ-ଜ ବିଣ୍ଡୋ ଅଫିସ କ୍ଲି-ନିଙ୍ଗ ବିଜନେସ ରେ ଏକ ଅପ-ରେ-ସନଲ ମ୍ୟାନେଜର ଭାବରେ କାମ କରୁଥିବା ମାର୍ଟିନ ଙ୍କ ଉପରେ ଅସା-ବଧାନତା ର ଆ-ରୋ-ପ ଲଗାଇ କହିଛନ୍ତି ଯେ ସେ ଡ୍ର-ଗ୍ସ ର ବ୍ୟବହାର ରୁ ବର୍ତ୍ତି ପାରିଥାନ୍ତେ ଏବଂ ପାଞ୍ଚ ବର୍ଷରୁ ବିବାହ ବନ୍ଧନରେ ଥିବା ନିଜ ପତ୍ନୀଙ୍କୁ ମୃ-ତ୍ୟୁ ମୁଖରୁ ବଞ୍ଚାଇ ପାରି ଥାନ୍ତେ । ମାର୍ଟିନ ଙ୍କୁ ଏହି ମାମଲାରେ ୬ ବର୍ଷର ଦ-ଣ୍ଡା-ଦେ-ଶ ହୋଇଛି ।

Leave a Reply

Your email address will not be published. Required fields are marked *