କଳିଯୁଗର ବାପା ୨ବର୍ଷର ପୁଅକୁ ବିକ୍ରି କରି, ସେହି ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କ ସହିତ ବୁଲିବାକୁ ବାହାରି ଗଲେ

ଚୀନରେ ଜଣେ କଳିଯୁଗର ବାପା ନିଜ ୨ବର୍ଷର ଛୁଆକୁ ବିକ୍ରି କରି ଦେଇଥିଲେ ଏବଂ ପୁଣି ସେହି ଟଙ୍କାରେ ସେ ପୂରା ଦେଶକୁ ବୁଲିବାକୁ ଲାଗିଥିଲେ। ଏହି ବ୍ୟକ୍ତିଙ୍କର ନିଜ ସ୍ତ୍ରୀଙ୍କ ସହିତ ଛାଡ଼ପତ୍ର ହୋଇ ଯାଇଥିଲା ଏବଂ ସେ ନିଜ ଛୁଆର ଦେଖାଶୁଣା କରିବାରେ ଅସଫଳ ହେଉଥିଲେ ଏଥିପାଇଁ ସେ ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲେ।

ଜେଜିୟାଙ୍ଗ ଲିଗଲ ଡେଲୀ ରିପୋର୍ଟ ମୁତାବକ, ଏହି ବ୍ୟକ୍ତିଙ୍କ ଡାକନାମ ଶୀ ଅଟେ।ତାଙ୍କର ସବୁବେଳେ ନିଜ ସ୍ତ୍ରୀଙ୍କ ସହିତ ଝ-ଗ-ଡ଼ା ହେଉଥିଲା ଏବଂ ଏହି କାରଣରୁ ଦୁଇଜଣ ଛାଡପତ୍ର ନେଇ ଯାଇଥିଲେ। ଏହି କପଲଙ୍କର ଦୁଇଟି ଛୁଆ ଥିଲେ। ମହିଳା ଜଣଙ୍କ ଯେଉଁଠାରେ ନିଜ ଝିଅକୁ ହେପାଜତରେ ନେଇଥିଲେ ସେଠାରେ ଏହି ବ୍ୟକ୍ତିଙ୍କୁ ନିଜ ପୁଅକୁ ହେପାଜତରେ ରଖିବା ପାଇଁ କୁହା ଯାଇଥିଲା।

କାରଣ ଏହି ବ୍ୟକ୍ତି ଜଣଙ୍କ କୈାଣସି ଅନ୍ୟ ସହରରେ କାମ କରୁଥିଲେ। ଏଥିପାଇଁ ସେ ନିଜ ପୁଅକୁ ନିଜ ଭାଇ ଏବଂ ତାଙ୍କ ପରିବାର ପାଖରେ ହୁଜୋଉ ସହରରେ ଛାଡ଼ି ଦେଇଥିଲେ। ହେଲେ ପୂର୍ବ ମାସରେ ସେ ଏହି ସହରକୁ ଆସିଥିଲେ ଏବଂ ନିଜ ପୁଅକୁ ନେଇ ଯାଇଥିଲେ। ସେ କହିଥିଲେ କି ସେ ଏହି ଛୁଆର ମାଆ ତାଙ୍କୁ ଦେଖେଇବାକୁ ଚାହୁଁଥିଲେ ଏଥିପାଇଁ ସେ ତାଙ୍କୁ ନେଇ ଯାଇଛନ୍ତି।

ଏହି ଘ-ଟ-ଣା-ରେ ପୋ-ଲି-ସ-ଙ୍କର କହିବା କଥା ହେଉଛି କି ଶୀ ନିଜ ପୁଅକୁ ଚାଙ୍ଗ୍ସୁ ସହରରେ ଜଣେ ଏମିତି କପଲଙ୍କୁ ବିକ୍ରି କରି ଦେଇଥିଲେ ଯାହାଙ୍କର କୈାଣସି ସନ୍ତାନ ନାହାନ୍ତି। ଏହି ବ୍ୟକ୍ତି ଜଣଙ୍କ ନିଜ ପୁଅଙ୍କୁ ସାଢ଼େ ୨୪ହଜାର ଡଲାର୍ସ ବା ପାଖାପାଖି ୧୭ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଏହି ବ୍ୟକ୍ତିଙ୍କ ଉପରେ ଆ-ରୋ-ପ ହେଉଛି କି ଏହାପରେ ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହିତ ଦେଶ ଭ୍ରମଣ ପାଇଁ ବାହାରି ଯାଇଥିଲେ।

ହେଲେ ଯେତେବେଳେ ଅନେକ ଦିନ ପର୍ଯ୍ୟନ୍ତ ଏହି ଛୁଆ ଫେରିନଥିଲା ଏବଂ ଶୀ ନିଜ ଭାଇଙ୍କ ଫୋନ ଉଠାଇବା ବନ୍ଦ କରି ଦେଇଥିଲେ ତ ସେ ପୋ-ଲି-ସ-ଙ୍କୁ ସୂଚନା ଦେଇଥିଲେ। ଏହାପରେ ପୋ-ଲି-ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ଶୀଙ୍କୁ ଗି-ର-ଫ କରି ନେଇଛନ୍ତି। ଏହି ବ୍ୟକ୍ତିଙ୍କ ଉପରେ ଏହା ମଧ୍ୟ ଆ-ରୋ-ପ ଲଗା ଯାଇଛି କି ଏହା ପୂର୍ବରୁ ମଧ୍ୟ ସେ ନିଜ ସ୍ତ୍ରୀଙ୍କ ସହିତ ମିଶି ନିଜର ଦୁଇ ଝିଅଙ୍କୁ ମଧ୍ୟ କୈାଣସି ଅନ୍ୟ ଫ୍ୟାମିଲିକୁ ଦେଇ ସାରିଛନ୍ତି। ପୋ-ଲି-ସ ଘ-ଟ-ଣା-ର ତ-ଦ-ନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *