ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଯାଉଥିଲେ, ହଠାତ ତାଙ୍କ ମୋବାଇଲରେ ନି-ଆଁ ଲାଗିଗଲା – ଦେଖନ୍ତୁ video

ଆଜିର ଦିନରେ ଫୋନ ମନୁଷ୍ୟର ଏକ ଜରୁରୀ ଅଙ୍ଗ ହୋଇଯାଇଛି । ଫୋନର ଲକ ଖୋଲିବା ମାତ୍ରେ ବିଶ୍ୱାର ଲକ ମଧ୍ୟ ଖୋଲିଯାଇଥାଏ । କିନ୍ତୁ ଯଦି ଏହି ଫୋନଟି ଅନ୍ୟର ଜୀବନ ନେବାର କାରଣ ହୋଇଯାଏ । ଏହି ଭଳି ଏକ ଭ-ୟ-ଙ୍କ-ର ଭିଡ଼ିଓ ସାମ୍ନାକୁ ଆସିଛି । ଏଥିରେ ଥିବା ଏକ ବ୍ୟକ୍ତିଙ୍କ ବ୍ୟାଗରେ ହଠାତ ନି-ଆଁ ଲାଗିଯାଏ । ନି-ଆଁ ଖୁବ ଶୀଘ୍ର ଜଳି ବାହାରକୁ ଆସିବାକୁ ଲାଗେ ।

South China Morning Post ରେ ଏହାକୁ ସେୟାର କରାଯାଇଛି । ଏହି ଭିଡ଼ିଓଟି ଚୀନର ଅଟେ । ଏହି ଭିଡ଼ିଓରେ ଦେଖାଯାଇପାରିବ ଯେ ଜଣେ ବ୍ୟକ୍ତି ରାସ୍ତାରେ ନିଜ ପତ୍ନୀଙ୍କ ସହ ଯାଉଛନ୍ତି । ହଠାତ ତାଙ୍କ ବ୍ୟାଗରେ ନି-ଆଁ ଲାଗିଯାଏ । ନି-ଆଁ ବାହାରକୁ ବାହାରିବା ଆରମ୍ଭ ହୁଏ ଏବଂ ବ୍ୟକ୍ତି ବ୍ୟାଗଟିକୁ ଶୀଘ୍ର ଫୋପାଡ଼ି ଦିଅନ୍ତି ।

ଏକ ବଡ ଦୁ-ର୍ଘ-ଟ-ଣା ହୋଇପାରିଥାନ୍ତା :

ଖବର ଅନୁସାରେ ଏହି ନି-ଆଁ ଏତେ ଭ-ୟ-ଙ୍କ-ର ଥିଲା ଯେ ତାଙ୍କର କେଶ , ଆଖି ଏବଂ ହାତ ଜଳିଯାଇଥିଲା । ନିକଟରେ ଥିବା ବାଇକକୁ ମଧ୍ୟ ନି-ଆଁ ଲାଗିବାର ସମ୍ଭାବନା ଥିଲା । ବ୍ୟକ୍ତି ଶ୍ୟାମସଙ୍ଗର ଏହି ଫୋନଟିକୁ 2016 ରେ କିଣିଥିଲେ । ଯେଉଁ ସମୟରେ ଏହି ଘ-ଟ-ଣା-ଟି ଘ-ଟି-ଲା ସେତେବେଳେ ତାଙ୍କ ଫୋନରେ ଚାର୍ଜ ନଥିଲା କିମ୍ବା ଚାର୍ଜିଂରେ ନଥିଲା ।

ଦୀର୍ଘ ଦିନରୁ ସମସ୍ୟା ଆସୁଥିଲା :

ବ୍ୟକ୍ତି କହୁଥିଲେ କି ତାଙ୍କ ଫୋନରେ ଦୀର୍ଘ ସମୟରୁ ଚାର୍ଜିଂ ସମସ୍ୟା ଆସୁଥିଲା । ମ-ମା-ଲଟି ସମ୍ନାକୁ ଆସିବ ପରେ କମ୍ପାନୀ ଏହି ଘ-ଟ-ଣା-ଟି-ର ନିରୀକ୍ଷଣ କରିବାକୁ ଚାହୁଁଛି ।

Leave a Reply

Your email address will not be published. Required fields are marked *