ଜଙ୍ଗଲକୁ ବିନ ତୋଳିବାକୁ ଯାଇଥିଲେ ଜଣେ ବ୍ୟକ୍ତି, ଲତାରେ ଦେଖିଲେ ଏମିତି ଦୃଶ୍ୟ

ଦୁନିଆ ରେ କେତେ ପ୍ରକାର ର ଫଟୋ ସାମ୍ମନା କୁ ଆସୁଛି। ଏହାକୁ ଏଡିଟ୍ କରାଯାଏ। କିନ୍ତୁ ଏହି ପ୍ରକାର ଏଡିଟ କରାଯାଏ ଯାହାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଅନ୍ତି। ଏହି ପ୍ରକାର ର ଫଟୋ ଦେଖିବାରେ ଲୋକମାନଙ୍କୁ ମଜା ଆସିଥାଏ।ଏମିତି ହିଁ କିଛି ଫଟୋ ଏବେ ଭାଇରାଲ ହେଉଛି। ଏଥିରେ ଏକ ଯୁବକ ବହୁତ ବଡ ବିନ ଧରିବାର ଦେଖିବାକୁ ମିଳୁଛି। ଏହି ବିନ କୁ ଦେଖି କାହାକୁ ବିଶ୍ବାସ ହେଉନାହିଁ।

ଏହା ହେଉଛି ଦୁନିଆ ର ସବୁଠୁ ବଡ ବିନ:

ସୋଶିଆଲ ମିଡିଆ ରେ kayy azman ନାମକ ଏକ ବ୍ୟକ୍ତି ଏହାକୁ ସୋଶିଆଲ ମିଡିଆ ରେ ସେୟାର କରିଥିଲା। ଏଥିରେ ତା ହାତ ରେ ଏକ ବିଶାଳ ବିନ ଦେଖିବାକୁ ମିଳିଥିଲା। ୨୩ ବର୍ଷ ର ଯୁବକ ଏହି ଫଟୋ କୁ ପୋଷ୍ଟ କରି ଲେଖିଲା ଏ ଟ୍ରିପଲ ଏକ୍ସ ସାଇଜ ର ବିନ ଦେଖି ଆପଣଙ୍କୁ ଲାଗିବ କି ଏହା ନକଲି ଅଟେ। କିନ୍ତୁ ଏହା ଏମିତି କିଛି ନୁହେଁ। ଏହା ବିଲକୁଲ ଅସଲି ଅଟେ। ଏହାକୁ ଦେଖି ଏମିତି ଲାଗୁଛି କି ଏହା ଏଡିଟେଡ୍ ଅଟେ। କିନ୍ତୁ ସେ ଯୁବକ ହିସାବରେ ଏହା ବିଲକୁଲ ସତ।

ମିଳି ଶାରୀରିଛି ହଜାରେ ଲାଇକ:

ଏହି ଯୁବକ ଜଣକ ଫଟୋ ସେୟାର କରିବା ମାତ୍ରେ ଏହା ଭାଇରାଲ ହୋଇଗଲା। ଏବେ ତାକୁ ୩୩ ହଜାର ରୁ ଅଧିକ ଲାଇକ୍ ମିଳି ସାରିଛି। ଏହା ସହିତ ଏହି ଫଟୋ କୁ କେତେ ଥର ରି ଟ୍ବିଟ କରାଯାଇଛି। ଯୁବକ ଜଣକ କହିଲା କି ସେ ବିନ ତୋଳି ବାକୁ ଜଙ୍ଗଲ କୁ ଯିଇଥିଲା ଯେତେବେଳେ ସେ ପାଖରେ ପହଁଚି ଦେଖିଲା ଲତା ପୁରା ଝୁଲି କି ମାଟିରେ ପଡିଛି । ଯେତେବେଳେ ସେ ପତର କାଢି ଦେଖିଲା ସେତେବେଳେ ସେ ଏହି ବିନ କୁ ପାଇଲା।

ଲକଡାଉନ ରେ ଏତେବଡ କଖାରୁ:

ଏହି ବିନ ମିଳିବା ମାତ୍ରେ ଲୋକମାନଙ୍କ ନଜର ସବୁଠାରୁ ବଡ କଖାରୁ ଉପରେ ପଡିଲା। ଆମେରିକାର କୈଲିଫୋର୍ନିଆରେ ରହୁଥିବା ର୍ଟୈବିସ ଜାଇଗର ଏକ ହଜାର ୬୬ କିଲୋ ର କଖାରୁ ଦେଖେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଏହାର ଫଟୋ ମଧ୍ୟ ସମସ୍ତଙ୍କୁ ଚକିତ କରି ଦେଇଥିଲା। ଜଦିଓ ଏହି କଖାରୁ ଦୁନିଆ ର ସବୁଠାରୁ ବଡ କଖାରୁ ରେର୍କଡ ରେ ଅସଫଳ ହୋଇଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *