ଆସୁଛି ନୂଆ ଓଡ଼ିଆ ଫିଲ୍ମ, ଏକାଠି ନଜର ଆସିବେ ରିୟା ଏବଂ ରାଜେଶ | ଜାଣନ୍ତୁ ସମ୍ପୂର୍ଣ ଅପଡେଟ

ଓଡ଼ିଆ ଫିଲ୍ମି ଜଗତରେ ଓଡ଼ିଆ ସିରିଏଲ ହିରୋ ମାନଙ୍କର ଚାହିଦା ବହୁ ମାତ୍ରାରେ | କାହିଁକିନା ଗୋଟେ ପରେ ଗୋଟେ ସିରିଏଲ ହିରୋ ଏବେ ସିନେମାରେ ପାଦ ଥାପୁଛନ୍ତି | ଏବେ ସୁଦ୍ଧା ଅନେକ ସିରିଏଲ ହିରୋ ସିନେମାରେ ସ୍ଥାପିତ ହୋଇସାରିଲେଣି | ସେମିତି ଆଉଥରେ ରାଜେଶ ପଦକ୍ଷପ ନେଇଛନ୍ତି ଏବଂ ଆସିବାକୁ ଯାଉଛି ଏକ ନୂଆ ଓଡ଼ିଆ ଚଳଚିତ୍ର | ତେବେ ଏହି ଓଡ଼ିଆ ଚଳଚିତ୍ର ରିୟାଙ୍କୁ ବିପକ୍ଷରେ ରାଜେଶ | ” ରାତି ସରି ସରି ଯାଉଛି ” ଏହି ଚଳଚିତ୍ର ନାମ ରହିଥିବା ବେଳେ ଏହହୁ ଅନୁଭବ ନିର୍ଦେଶନା ଦେଇଛନ୍ତି | ଏବଂ ଏହା ମଞ୍ଜରୀ ଟିଭିରେ ପ୍ରସାରିତ ହେବ ଏବଂ ଏହା ମଞ୍ଜରୀ ଟିଭିରେ ଏହାର ବ୍ୟାନର ଆଡ଼ଭାଟାଈଜର ଡେଉଁଟା ମଧ୍ୟ ନେଇଛି |

ରିୟାଙ୍କୁ ସହ ପ୍ରଥମ ଥର ରାଜେଶ୍ଵଙ୍କୁ ଦେଖିବାକୁ ପାଇବେ ବଡ ପରଦାରେ | ଦୁଇଜଣଙ୍କ ରୋମାନ୍ସ ଏବଂ କେମେଷ୍ଟ୍ରି ବହୁତ ଜବରଦସ୍ତି ହେବବୋଲି ଆଗକୁ ମଧ୍ୟ ଦର୍ଶକମାନଙ୍କ ମନରେ ରହିଛି |ଏବଂ ଏହାର ମହୁରତ ସରିଯାଇଛି ଏବେ ଏହାର ସୁଟିଙ୍ଗ ଜୋରସୋରରେ ଆରମ୍ଭ ହୋଇ ସାରିଛି | ଏବଂ ଦୁଇଜଣ ଏକ ବିବାହିତା ଫ୍ୟାମିଲି ଡ୍ରାମା ଉପରେ ଚଳଚିତ୍ରଟି ନିର୍ମାଣ ହେବାକୁ ଯାଉଛି |

ତେବେ ଦୁଇଜଣ ହିରୋ ଏବଂ ହିରୋଇନକୁ ନେଇ ଏବେ ପ୍ରଡକ୍ସନ ସଂସ୍ଥା ମଧ୍ୟ ଏବେ ଆସ୍ଥା ବାନ୍ଧି ରଖିଛି | ତେବେ ଦେଖା ଯାଉ ପ୍ରଡକ୍ସନ ସଂସ୍ଥାକୁ ଏଇ ଦୁଇ ନାୟକ ଏବଂ ନାୟିକା ଆଗକୁ ନେଉଛନ୍ତି ଏବଂ ଚଳଚ୍ଚିତ୍ରଟି କେତେ ଲୋକ ମାନଙ୍କ ହୃଦୟ ପାଖରେ ପହଁଚୁଛି ଏବଂ ଲୋକମାନଙ୍କ ନିକଟରେ ଏହା ଆଦୃତ ହେଉଛି |

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ରାଜେଶ ଏବଂ ରିୟାଙ୍କୁ ଯୋଡି କେମିତି ଲାଗୁଛି ଏବଂ ତାଙ୍କ ଚଳଚିତ୍ର କେତେଦୂର ହିଟ ହେବ ବୋଲି ଭାବୁଛନ୍ତି ? ଆମକୁ କମେନ୍ଟ କରି ନିଶ୍ଚିନ୍ତ ଜଣାନ୍ତୁ ଏବଂ ଭଲ ଲାଗିଥିଲେ ଗୋଟିଏ ଲାଇକ କରିବା ସହିତ ସାଙ୍ଗ ସାଥୀଙ୍କ ସହିତ ଶେୟାର କରିବାକୁ ଭୁଲନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *