ଦେଖନ୍ତୁ ଭିଡିଓ: ବ୍ୟକ୍ତି ଜଣକ ସା-ପକୁ ନେଇ ଏକ ଭିଡିଓ ସୁ-ଟ୍ କରୁଥିଲା, ସା-ପଟି ଆଖି ଉପରକୁ ଆ-କ୍ର-ମ-ଣ କରିବାରୁ ଅବସ୍ଥା ଏପରି ହେଲା

ଆମେରିକାରେ ଜଣେ ୩୨ ବର୍ଷୀୟ ୟୁଟୁବରଙ୍କୁ ୩ ଫୁଟ ଲମ୍ବର ଏକ ସା-ପର ଭିଡିଓ ସୁ-ଟ୍ କରିବା ମ-ହ-ଙ୍ଗା ପଡ଼ିଛି। ନିକ୍ ବିଶପ ନାମକ ଏହି ୱାଇଲ୍ଡ ଲାଇଫ ନିର୍ଦ୍ଦେଶକ ଫ୍ଲୋରିଡା ସହରର ଏଭରଗ୍ଲାଡସ୍ ନ୍ୟାସନାଲ ପାର୍କକୁ ଯାଇ ଏକ ଖ-ତ-ର-ନା-କ୍ ସାପର ଭିଡିଓ ସୁଟ୍ କରିବା ଆରମ୍ଭ କରିଥିଲେ ତ ସାପଟି ନିକଙ୍କ ଉପରେ ଖ-ତ-ର-ନା-କ୍ ଭାବେ ଆ-କ୍ର-ମ-ଣ କରିଦେଲା।

ନିକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ୍ ଭା-ଇ-ରା-ଲ ହେଉଛି। ଏହି ଭିଡିଓରେ ଆପଣ ନିକ୍ ଙ୍କୁ ଏହି ସା-ପଟି ଉଠାଉଥିବାର ଦେଖିବାକୁ ପାଇବେ। ନିକ ଭିଡିଓରେ କହୁଛନ୍ତି ଯେ ଇଏ ବର୍ମା ପାଇଥନ୍ ଏବଂ ଏମାନେ ବି-ଷାକ୍ତ ନୁହଁନ୍ତି। ଏହି ସମୟ ମଧ୍ୟରେ ସା-ପଟି ନିକଙ୍କ ହାତକୁ ବହୁଥର କାମୁଡ଼ିବାକୁ ଚେଷ୍ଟା କରେ କିନ୍ତୁ ଯେହେତୁ ଏହି ସା-ପ ବି-ଷା-କ୍ତ ନୁହେଁ, ନିକ ଏହି ପାଇଥନ୍ ପ୍ରତି ଏତେଟା ସ-ତର୍କ ନଥିବା ପରି ମନେହୁଏ ।

ତେବେ ଏହା ପରେ ସା-ପଟି ସିଧାସଳଖ ନିକଙ୍କ ଆଖି ଉପରେ ଆ-କ୍ର-ମ-ଣ କରିଦିଏ। ନିକ ଏପରି ହବ ବୋଲି ଆଶା କରିନଥିଲେ । ସେ ତୁ-ରନ୍ତ ସା-ପକୁ ଛାଡି ନିଜ ଆଖିକୁ ଧରିପକେଇଲେ। ଏହା ପରେ ଦେଖାଯାଇପାରେ ଯେ ନିକଙ୍କ ଆଖିରୁ ର-କ୍ତ ବାହାରିବା ଆରମ୍ଭ କରେ । ସ୍ୱଭାଗ୍ୟବଶତଃ ନିକ୍ ଅଳ୍ପକେ ବଞ୍ଚିଗଲେ କାରଣ ସା-ପର ବି-ଷ ଦାନ୍ତ ତାଙ୍କ ଆଖି ପତାରେ ଲାଗିଥିଲା।

ଯେତେବେଳେ ନିକ୍ ଭିଡିଓ ସୁଟିଂ କରୁଥିଲେ, ଏହି ସା-ପ ସିଧାସଳଖ ନିକଙ୍କ ଆଖି ଉ-ପରେ ଆ-କ୍ର-ମ-ଣ କରେ । ନିକ ଏପରି ହବ ବୋଲି କେବେ ଆଶା କରିନଥିଲେ ଏବଂ ସେ ଏହି ସା-ପକୁ ଛାଡି ଆଖିକୁ ଧରିପକେଇଲେ। ଏହି ଦୁ-ର୍ଘ-ଟ-ଣା ପରେ ନିକ କହିଛନ୍ତି ଯେ ମୁଁ ନିଜକୁ ଭାଗ୍ୟବାନ ମନେ କରେ କାରଣ ମୋର ପରିସ୍ଥିତି ଏହା ଠାରୁ ଅଧିକ ଖ-ରାପ ହୋଇପାରିଥାନ୍ତା ।

ନିକ କହିଛନ୍ତି ଯେ ମୁଁ ଜାଣିଥିଲି ଏହା ମୋତେ ଆ-କ୍ର-ମ-ଣ କରିପାରେ କାରଣ ଏମାନେ ନିଜକୁ ର-କ୍ଷା କରିବା ପାଇଁ ଏହା କରନ୍ତି। ଯଦିଓ ମୋର କୌଣସି ଧାରଣା ନଥିଲା ଯେ ଏହା ମୋ ମୁହଁକୁ କାମୁ-ଡିବ ବୋଲି । ଉଲ୍ଲେଖନୀୟ କଥା ହେଉଛି ଯେ ଫ୍ଲୋରିଡାରେ ଏପରି କୌଣସି ମା-ମଲା ସା-ମ୍ନାକୁ ଆସିନାହିଁ ଯେଉଁଥିରେ ଏହି ବର୍ମା ପାଇଥନ୍ ଜଣେ ମଣିଷକୁ ହ-ତ୍ୟା କରିଛନ୍ତି ବୋଲି । ତେବେ WHO ରି-ପୋର୍ଟ ଅନୁ-ଯାୟୀ ପ୍ରତିବର୍ଷ ସା-ପଙ୍କ ଯୋଗୁଁ ଏକ ଲକ୍ଷରୁ ଅଧିକ ଲୋକ ମୃ-ତ୍ୟୁ ବରଣ କରନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *