୪ବର୍ଷର ଛୁଆକୁ ହୋଟେଲରେ ଛାଡିଗଲେ Shweta Tiwari? ଅସହାୟ ବାପା ପୋଷ୍ଟ କରିଛନ୍ତି ଏହି ଭିଡିଓ

ଟିଭି ଅଭିନେତା ଅଭିନବ କୋହଲି (Abhinav Kohli) ଦାବି କରିଛନ୍ତି କି ଶ୍ବେତା ତିଓ୍ବାରୀ (Shweta Tiwari) ତାଙ୍କ ପୁଅଙ୍କୁ ମୁମ୍ବାଇ (Mumbai)ର କୈାଣସି ହୋଟେଲରେ ଏକୁଟିଆ ଛାଡି ଦକ୍ଷିଣ ଆଫ୍ରିକା(South Africa)କୁ ଚାଲି ଯାଇଛନ୍ତି। ଶ୍ବେତା ତିଓ୍ବାରୀ (Shweta Tiwari) ବର୍ତ୍ତମାନ ଖତରୋଂ କେ ଖିଲାଡ଼ି 11ରେ ଅଂଶଗ୍ରହଣ କରିବା ପାଇଁ କେପଟାଉନ (Cape Town) ଆଡ଼କୁ ଆଭିମୁଖ୍ୟ କରିଛନ୍ତି।

ଅଭିନେତା ସେୟାର କରିଛନ୍ତି ଅନେକ ଭିଡିଓ

 

View this post on Instagram

 

A post shared by Abhinav Kohli (@abhinav.kohli024)

ଶ୍ବେତାଙ୍କ ଯିବାପରେ ତାଙ୍କ ଏକ୍ସ ହସବ୍ୟାଣ୍ଡ ଅଭିନବ କୋହଲି (Abhinav Kohli) ଙ୍କୁ ଭୟ ଲାଗିଥିଲା କାରଣ ତାଙ୍କୁ ଲାଗୁଛି କି ଶ୍ବେତା ନିଜର ୪ବର୍ଷର ଛୁଆକୁ ଗୋଟିଏ ହୋଟେଲର କୋଠରୀରେ ଛାଡ଼ି ଦେଇଥିଲେ। ଏମିତି କି ଅଭିନବ FIR ଜମା କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ ଏବଂ ଏହାର ଅଭିଯୋଗ ଚାଇଲ୍ଡ ହେଲ୍ପଲାଇନରେ ମଧ୍ୟ କରିଥିଲେ। ଅଭିନବ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କାଲି ଡେରି ରାତିରେ ୩ଟି ଭିଡିଓ ପୋଷ୍ଟ କରିଛନ୍ତି।

ଭିଡ଼ିଓରେ ଅଭିନବ କହିଛନ୍ତି ଏହି କଥା

 

View this post on Instagram

 

A post shared by Abhinav Kohli (@abhinav.kohli024)

ଭିଡ଼ିଓରେ ଅଭିନବ ଏହା କହୁଥିବାର ଶୁଣା ଯାଇଛି କି ଶ୍ଵେତା ଖତରୋଂ କେ ଖିଲାଡ଼ି ପାଇଁ କେପ ଟାଉନ ଯିବା କଥା କହିଥିଲେ ତ ଅଭିନବ କୋରୋନା ଭାଇରସର ଦ୍ଵିତୀୟ ଲହରୀକୁ ଧ୍ୟାନରେ ରଖି ତାଙ୍କୁ ଯିବା ପାଇଁ ମନା କରିଦେଇଥିଲେ।ମନା କରିବା ପରେ ମଧ୍ୟ ଶ୍ଵେତା ଦେଶ ଛାଡି ଚାଲି ଯାଇଥିଲେ।ଅଭିନବ ଜାଣିବା ପାଇଁ ଚାହୁଁଛନ୍ତି କି ଏହା ମଧ୍ୟରେ ତାଙ୍କ ୪ବର୍ଷର ପୁଅ କେଉଁଠାରେ ଅଛି। ତାଙ୍କୁ ତାଙ୍କ ପୁଅର ଚିନ୍ତା ହେଉଛି। ଭିଡ଼ିଓରେ ସେ ସାହାଯ୍ୟ ମାଗିଛନ୍ତି। କୋହଲି ପୋ-ଲି-ସ-ଙ୍କୁ ମଧ୍ୟ ସାହାଯ୍ୟ ମାଗିଛନ୍ତି କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଜଣାପଡିନାହିଁ କି ତାଙ୍କ ପୁଅ କେଉଁଠାରେ ଅଛନ୍ତି।

 

View this post on Instagram

 

A post shared by Abhinav Kohli (@abhinav.kohli024)

ଚାଇଲ୍ଡ ହେଲ୍ପଲାଇନ ନମ୍ୱରରେ କରିଛନ୍ତି ଅଭି-ଯୋଗ

ଯଦି ଅଭିନବ ନିଜ ଛୁଆଙ୍କୁ ଖୋଜିବାରେ ବିଫଳ ହେଉଛନ୍ତି, ତାହେଲେ ତାଙ୍କ ପାଖରେ ଆଗାମୀ ବିକଳ୍ପଟି ହେଉଛି ହାଇ-କୋ-ର୍ଟକୁ ଯିବେ। ଆଗାମୀ ଭିଡିଓରେ, ଅଭିନବ କହିଛନ୍ତି କି ତାଙ୍କ ପୁଅଙ୍କ ସ୍ଵାସ୍ଥ୍ୟ ଠିକ ନାହିଁ। ଏଥିପାଇଁ ତାଙ୍କ ପାଖରେ କେହି ରହିବାଟା ଜରୁରୀ ଅଟେ।ଅଭିନବ ଚାଇଲ୍ଡ ହେଲ୍ପଲାଇନ(Child Helpline)ନମ୍ବରରେ ମଧ୍ୟ ଅଭି-ଯୋଗ କରିଛନ୍ତି ଏବଂ ତାଙ୍କୁ ନିଜ ଛୁଆର ଦୁର୍ଦ୍ଦଶା ବିଷୟରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *