ସେ-କ୍ସ ରୈ-କେଟରେ ଆସିଥିଲା ଏହି ଅଭିନେତ୍ରୀଙ୍କ ନାମ, ୨୭ବର୍ଷ ବୟସରେ ହିଁ ହୋଇ ଯାଇଥିଲା ମୃ-ତ୍ୟୁ

ଓଜନ କମାଇବା ପାଇଁ ଲୋକମାନେ ଜଣାନାହିଁ କ’ଣ କ’ଣ ସବୁ ଉପାୟକୁ ଆପଣେଇ ନେଇଥାନ୍ତି।କିଏ ଏକଦମ ଖାଇବା ପିଇବା ଛାଡି ଦେଇଥାଏ ତ କିଏ ଜିମରେ ଯୋଗ କରି ଓଜନ କମ କରିବାପାଇଁ ଚେଷ୍ଟା କରିଥାଏ। କିନ୍ତୁ ଅନେକ ଲୋକ ବିଶେଷକରି ଅଭିନେତ୍ରୀମାନେ କେଟୋ ଡାଏଟରେ ଓଜନ କମ କରିବାପାଇଁ ଚେଷ୍ଟା କରିଥାନ୍ତି। ବିଶେଷଜ୍ଞଙ୍କ ଅନୁସାରେ କେଟୋ ଡାଏଟର ପ୍ରଭାବ କମ ସେ କମ ଗୋଟିଏ ସପ୍ତାହରେ ଆପଣଙ୍କ ଶରୀର ଉପରେ ଦେଖିବା ପାଇଁ ମିଳିଥାଏ କିନ୍ତୁ ଅନେକ ଥର ଏହାଦ୍ଵାରା ଲୋକମାନଙ୍କ ଜୀବନ ମଧ୍ୟ ଚାଲିଯାଇଛି।ଆଜି ଆମେ ଏମିତି ହିଁ ଜଣେ ଅଭିନେତ୍ରୀଙ୍କ ବିଷୟରେ କଥା ହେବା ଯାହାଙ୍କର କେଟୋ ଡାଏଟ ଯୋଗୁଁ ଜୀବନ ଚାଲି ଯାଇଥିଲା।

କେଟୋ ଡାଏଟ କଣ ଅଟେ?

କେଟୋ ଡାଏଟକୁ କୀଟୋଜେନିକ ଡାଏଟ ମଧ୍ୟ କୁହା ଯାଇଥାଏ।ଏହା ଏକ ହାଇ-ଫ୍ୟାଟ ଡାଏଟ ଅଟେ।ଏହି ଡାଏଟରେ ଶରୀର ପୋଷଣ ପାଇଁ ଫ୍ୟାଟ ଉପରେ ନିର୍ଭର କରିଥାଏ।ଏଥିରେ କାର୍ବୋହାଇଡ୍ରେଟ ବହୁତ କମ ଏବଂ ପ୍ରୋଟିନ ନିୟନ୍ତ୍ରଣର ମାତ୍ରାରେ ଦିଆ ଯାଇଥାଏ।ସରଳ ଭାଷାରେ ବୁଝିବା ତ ଏହି ଡାଏଟରେ ଆପଣ କାର୍ବୋହାଇଡ୍ରେଟ ଖାଆନ୍ତି ନାହିଁ ଏବଂ ଫ୍ୟାଟ୍ସ ଆପଣ ବହୁତ ଅଧିକ ମାତ୍ରାରେ ନେଇଥାନ୍ତି।କେଟୋ ଡାଏଟରେ ଫ୍ୟାଟ ହିଁ ଏନର୍ଜି ଦେବାର କାମ କରିଥାଏ,ଏଥିପାଇଁ ଶରୀରରୁ ଚର୍ବି ଧିରେଧିରେ କମି ଥାଏ।

ବଲିଉଡ ଏବଂ ବଙ୍ଗାଳୀ ଅଭିନେତ୍ରୀ ମିଷ୍ଟୀ ମୁଖାର୍ଜୀଙ୍କର ୨୭ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।ମିଷ୍ଟୀ ବହୁ ଦିନରୁ କିଡନୀ ସମସ୍ୟା ଦେଇ ଗତି କରୁଥିଲେ।କିଡନୀ ଫେଲ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। କିଡନୀ ଫେଲ ହେବାର କାରଣ କେଟୋ ଡାଏଟ ବୋଲି ଜଣା ଯାଇଥିଲା।

ମିଷ୍ଟୀଙ୍କ ଅସଲି ନାମ ଇନ୍ଦ୍ରାଣୀ ଚକ୍ରବର୍ତ୍ତୀ ଥିଲା। ତାଙ୍କ ଜନ୍ମ ୨୦ଡିସେମ୍ବର, ୧୯୯୨ରେ କୋଲକାତାର ବଙ୍ଗାଳୀ ପରିବାରରେ ହୋଇଥିଲା।ମିଷ୍ଟୀ ନିଜ କ୍ୟାରିୟରର ଆରମ୍ଭ ବଙ୍ଗଳୀ ସିନେମାରୁ ହିଁ କରିଥିଲେ।ଏହାପରେ ସେ ତାମିଲ, ତେଲୁଗୁ ଏବଂ ମଲୟାଲମ ସିନେମାରେ ଦେଖା ଯାଇଥିଲେ।

ମିଷ୍ଟୀ ମୁଖାର୍ଜୀ ସିନେମା ‘ଲାଇଫ କି ତୋ ଲଗ ଗଇ’ରୁ ବଲିଉଡରେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ। ଏହାପରେ ସେ ବର୍ଷ୨୦୧୩ରେ ଆସିଥିବା ସିନେମା ‘ମେଁ କୃଷ୍ଣା ହୁଂ’ର ଗୋଟିଏ ଗୀତରେ ରଜନୀଶ ଦୁଗ୍ଗଲଙ୍କ ସହିତ ଦେଖା ଯାଇଥିଲେ। ଏହି ସିନେମାରେ ଜୁହୀ ଚାୱଲା ମୁଖ୍ୟ ଚରିତ୍ରରେ ଥିଲେ।

ମିଷ୍ଟୀ ମୁଖାର୍ଜୀଙ୍କ ଉପରେ ୨୦୧୪ରେ ସେକ୍ସ ରୈକଟ ଚଲାଇବାର ଆରୋପ ଲଗା ଯାଇଥିଲା।ତାଙ୍କ ଘରର ତଲାସରୁ ଅନେକ ଗୁଡ଼ିଏ ସିଡି ଏବଂ ଟେପ ଜବତ ହୋଇଥିଲା। ପୋ-ଲି-ସ ଗୋଟିଏ ଆଇଏଏସ ଓପୀ ଗୁପ୍ତାଙ୍କ ଘର ରେଡ ସମୟରେ ତାଙ୍କୁ ହାଇ ପ୍ରୋଫାଇଲ ସେ-କ୍ସ ରୈ-କ-ଟରୁ ଧରିଥିଲେ। ଯେଉଁଠାରେ କି ପୋଲିସ ମିଷ୍ଟୀ ମୁଖାର୍ଜୀଙ୍କୁ ମଧ୍ୟ ଆପ-ତି-ଜନକ ସ୍ଥିତିରେ ଗି-ର-ଫ କରିଥିଲେ।

Leave a Reply

Your email address will not be published. Required fields are marked *