ବାହାଘର ପରେ ଶୌଚାଳୟକୁ ବର ଯିବାପରେ କନିଆ ଅ-ଦୃ-ଶ୍ୟ ହୋଇଯାଇଥିଲେ । ଯେତେବେଳେ ପୋ-ଲି-ସ ଅ-ନୁସ-ନ୍ଧାନ କଲେ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ

ରାଜସ୍ଥାନରେ ଜଣେ କନିଆ ବାହାଘର ପରେ ଘରୁ ପଳାଇଛନ୍ତି । ଯାହାପରେ ବର ପରିବାର ଲୋକମାନେ କନିଆକୁ ଖୋଜିବାକୁ ଲାଗିଲେ । କିନ୍ତୁ କନିଆର କୌଣସି ଖବର ନ ମିଳିବାରୁ ସେ ରା-ଗିଯା-ଇ ପୋ-ଲି-ସ ଷ୍ଟେ-ସ-ନରେ ଅ-ଭିଯୋ-ଗ କରିଥିଲେ । ଏହି ଘ-ଟ-ଣାଟି ରାଜସ୍ଥାନର ଭରତପୁରରେ ଘଟିଛି । ସୂଚନାନୁସାରେ ଭରତପୁର ଜିଲ୍ଲାର ବାନା ପୋ-ଲି-ସ ଷ୍ଟେ-ସ-ନ ଅଂଚଳର ନାଗଲା ଗ୍ରାମର ଜଣେ ବ୍ୟକ୍ତି ବିବାହ କରିଥିଲେ । ବାହାଘର ପାଇଁ ବ୍ୟକ୍ତିଙ୍କ ପରିବାର କନିଆ ପରିବାରଙ୍କୁ 3 ଲକ୍ଷ ଟଙ୍କା ଦେଇଥିଲେ । ଯାହାପରେ ବାହାଘର ଠିକ ହୋଇଥିଲା ।

Google

ବାହାଘରର 13 ଦିନପରେ କନିଆ ଘର ଛାଡ଼ି ପଳାଇଛି । ଜାହାପରେ ପୀ-ଡ଼ି-ତ ନଗଲା ନିବାସୀ ନାରାୟଣ ସିଂ ଗୁଜ୍ଜର ପୋ-ଲି-ସ ଷ୍ଟେ-ସ-ନରେ ଏକ ରି-ପୋ-ର୍ଟ ଦା-ଖ-ଲ କରିଥିଲେ । ରି-ପୋ-ର୍ଟ ଦା-ଖ-ଲ କରିବା ସମୟରେ ପୀ-ଡ଼ି-ତ ଜଣକ ପୋ-ଲି-ସଙ୍କୁ କହିଛନ୍ତି ଧୋଲପୁର ଜିଲ୍ଲାରେ ଡ଼ାଙ୍ଗ ବସାଇ ପୋ-ଲି-ସ ଷ୍ଟେ-ସ-ନ ଅଞ୍ଚଳର ଭଗତପୁର ଗ୍ରାମ ନିବାସୀ ହରି ସିଂ ଗୁଜ୍ଜର ଵିଵାହ ପ୍ରସ୍ତାବ ଦେଇଥିଲେ । ହରି ସିଂ ଗୁଜ୍ଜର ଗତ 6 ମାର୍ଚ୍ଚକୁ ତାଙ୍କ ଘରକୁ ଆସି ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲା ଥା-ନା-ର ଘାଟି ଗାଁ ଅଞ୍ଚଳର ରାମଦାନ ଗୁଜ୍ଜରଙ୍କ ନିକଟରେ ନିଜର ପରିଚୟ ପ୍ରକାଶ କରିଥିଲେ । ରାମଦାନ ଗୁଜ୍ଜର ଏବଂ ତାଙ୍କର ଭାଇମାନଙ୍କୁ ତାଙ୍କ ପରିଚିତ ବୋଲି ବର୍ଣ୍ଣନା କରି ସେ ତାଙ୍କ ଭଉଣୀ ସୁନିତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ବାହାଘର ପାଇଁ 3 ଲକ୍ଷ ଟଙ୍କା ମଧ୍ୟ ଦା-ବି କରିଥିଲେ ।

ପୀ-ଡ଼ି-ତ ନାରାୟଣଙ୍କ କହିବା ଅନୁସାରେ ସେ କିଛି ନ ଭାବି ଟଙ୍କା ଦେବା ପାଇଁ ରାଜି ହୋଇ ଯାଇଥିଲେ । 9 ମାର୍ଚ୍ଚ ସମୟ 5 ଟା ବେଳେ ହରି ତାଙ୍କ ସହିତ ଜୀତୁ,ରାମଦୀନ ଏବଂ ତାଙ୍କ ଭଉଣୀ ସୁନୀତାକୁ ନେଇ ଘରକୁ ଆସିଥିଲେ । ସେଠାରେ ବାହାଘର ସହିତ 3 ଲକ୍ଷ ଟଙ୍କା ମଧ୍ୟ ଦିଆଗଲା । ଘରେ ବିବାହର ପଚାରିକତା ସରିବା ପରେ ହରି,ଜୀତୁ ଏବଂ ରାମଦୀନ ସୁନୀତାକୁ ସେଠାରେ ଛାଡ଼ି ଚାଲିଗଲେ ।

Google

ପୀ-ଡି-ତଙ୍କ କହିବା ଅନୁସାରେ 22 ମାର୍ଚ୍ଚ ସନ୍ଧ୍ୟା ପ୍ରାୟ 6 ଟା ସମୟରେ ଶୌଚ ହେବାପାଇଁ ଜଙ୍ଗଲକୁ ଯାଇଥିଲେ । ସୁନିତା ଘରେ ଏକାକୀ ଥିଲେ । ଯେବେ ସେ ଘରକୁ ଫେରିଲେ ସୁନିତା ସେଠି ନଥିଲେ । ନାରାୟଣ ସୁନୀତାଙ୍କୁ ଆଖପାଖରେ ଖୋ-ଜି-ଲେ କିନ୍ତୁ ପାଇ ନଥିଲେ । ଏହା ପରେ ସେ ତାଙ୍କ ଭାଇ ଏବଂ ମଧ୍ୟସ୍ଥି ହରିଙ୍କୁ ଡାକିଲେ । ତେଣୁ ସେମାନେ ବାହାଘର କରିଦେଇଛୁ ବୋଲି କହି ବ-ରଖା-ସ୍ତ କରିଦେଲେ । ଏଥିସହିତ ପୁନଃ ଫୋନ କରିବାପରେ ସେମାନେ ଧ-ମ-କ ଦେବାକୁ ଲାଗିଲେ ।

13 ଦିନପରେ ପୀ-ଡି-ତ ନାରାୟଣ ପୋ-ଲି-ସ ଅଧିକାରୀଙ୍କୁ ଅ-ଭିଯୋ-ଗ କରିଥିଲେ । ତାଙ୍କ ଅ-ଭିଯୋ-ଗ ଅନୁଯାୟୀ ଜୀତୁ,ରାମଦୀନ ଏବଂ ସୁନୀତା ତାଙ୍କୁ ଷ-ଡ଼ଯ-ନ୍ତ୍ର କରି 3 ଲକ୍ଷ ଟଙ୍କା ଠ-କିଛ-ନ୍ତି । ପୋ-ଲି-ସ ଏବେ ଏହି ମା-ମ-ଲାରେ ତ-ଦ-ନ୍ତ କରୁଛି । ଏହି ପରିପ୍ରେକ୍ଷୀରେ ଇଷ୍ଟାଗେଜ ମାଧ୍ୟମରେ ପୋ-ଲି-ସ ଷ୍ଟେ-ସ-ନରେ ଏକ ମା-ମ-ଲା ରୁ-ଜୁ ହୋଇଛି ।

Leave a Reply

Your email address will not be published. Required fields are marked *