୨ବର୍ଷ ପରେ ମହିଳା ଜଣଙ୍କ ମାତା ହୋଇଥିଲେ। କିନ୍ତୁ ତାଙ୍କର ପତି ନିଜ ପିଲାକୁ ସ୍ୱୀକାର କଲେ ନାହିଁ ଓ ତାର ନାମ ଦେବାକୁ ମନା କରିଦେଲେ। ଏବଂ ପତି ତାର ପତ୍ନୀ ଉପରେ ଚରିତ୍ରକୁ ନେଇ ଅନେକ ପ୍ରଶ୍ନ କରିଥିଲେ। ପତି ତାର ପତ୍ନୀର ଚରିତ୍ରକୁ ଭୁଲ କହି କହିଥିଲା କି, “ମୁଁ ତ ଚଉଠିରାତି ପାଳିନି, ତେବେ ଛୁଆ ଜନ୍ମ ହେଲା କିପରି ? ତେଣୁ ମୁଁ ସେ ପିଲାକୁ ସ୍ୱୀକାର କରିବି ନାହିଁ”। ଏହି କଥାକୁ ଭୁଲ ସାବ୍ୟସ୍ତ କଲା ପତ୍ନୀ। ଏହି ଘଟଣାଟି ଉତ୍ତରପ୍ରଦେଶର ବରେଲୀର ଇଜ୍ଜତନଗର ଥାନାର ପ୍ରେମାନଗରର ଅଟେ।
ପତ୍ନୀ କେ-ସ କଲା ପତି ଉପରେ:-
ମହିଳା ଜଣଙ୍କ ନିଜ ପକ୍ଷରେ କହିଲେ ଯେ, ତାଙ୍କ ପତି ତାଙ୍କର ବଦ-ନାମ କରିବା ପାଇଁ ପ୍ରୟାସ କରୁଛନ୍ତି। ଯୌତୁକ କମ ଦେବାରୁ ପତି ଓ ତାଙ୍କ ପରିବାର ଲୋକ ଆରମ୍ଭରୁ ତାଙ୍କ ଉପରେ ଅତ୍ୟା-ଚାର କରିଆସୁଛନ୍ତି। ଏଥିରୁ ବଞ୍ଚିବା ପାଇଁ ମହିଳା ଜଣଙ୍କ ପୋ-ଲିସର ଆଶ୍ରୟ ନେଇଥିଲେ।
ପତ୍ନୀ ନିଜ ପକ୍ଷରେ କହିଲା:-
ମହିଳାଙ୍କ କଥା ଅନୁସାରେ ତାଙ୍କର ବିବାହ ୨୦୧୭ ମସିହାରେ ପ୍ରେମନଗରର ଏକ ପୁଅ ସହ ହୋଇଥିଲା। ବାହାଘରର ୨ ଦିନ ପରେ ମଧ୍ୟ ତାର ପତ୍ନୀ ସହ ସେ ଚଉଠିରାତି ପାଳନ କରିନଥିଲା। ପତ୍ନୀ ତାହାର ଶାଶୁକୁ ବୁଝାଇବା ପରେ ୨ଦିନ ପରେ ପତି ତାହା ସହ ଚଉଠିରାତି ପାଳନ କଲା। ସେଥିପାଇଁ ଏହି ଛୁଆ ଜନ୍ମ ହୋଇଛି।
ପତ୍ନୀର ଆ-ରୋ-ପରେ କହିଲା; ପତିକୁ ତାର ପରିବାର ଲୋକ ତାକୁ ସମ୍ପତ୍ତିରୁ ବେଦଖଲ କରିଦେଲେ। ଯାହାଫଳରେ ସେ ଦୁହେଁ ଏକ ଭଡ଼ା ଘରେ ରହିଲେ। ସେଠାରେ ପତି ମଦ ପି’ କରି ଆସି ପତ୍ନୀକୁ ମାରୁଥିଲା ଓ କହୁଥିଲା ଯା’ ନିଜଘରୁ ଯୌତୁକ ନେଇ ଆସେ। ଯେବେ ପତ୍ନୀ ମା’ ହେଲା, ସେବେ ପତି ନିଜର ପିଲାକୁ ସ୍ୱୀକାର କଲା ନାହିଁ।
ମହିଳାଟି କଲା ଥା-ନାରେ କେସ:-
ଏକ ଦିନ ପତି ତା’ର ପତ୍ନୀକୁ ଛାଡ଼ି ନିଜ ଘରକୁ ପଳେଇଲା। ପତ୍ନୀ ତା’ର ଶାଶୁ ଶଶୁରଙ୍କ ସହ ପତିକୁ ଯେତେଥର ବୁଝାଇବାକୁ ପ୍ରୟାସ କଲା, ସେଥିରେ ସେମାନେ ନ ବୁଝି ନିଜର ଜିଦରେ ଅଟଳ ରହିଲେ। ଏହା ପରେ ପତ୍ନୀ ଇଜ୍ଜତନଗରର ଥା-ନାରେ ନିଜର କେ-ସ ଦା-ଖଲ କଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।