ଐଶ୍ବର୍ଯ୍ୟା ରାଏଙ୍କ ଭଣଜା ସେୟାର କଲେ ଏମିତି ଫଟୋ, ଶାହାରୁଖ ଖାନଙ୍କ ଝିଅ କହିଲେ ଅନଫଲୋ କରିଦେବି

ଅମିତାଭ ବଚ୍ଚନ ଙ୍କ ନାତି ଅଗସ୍ଥ୍ୟ ନନ୍ଦ ବର୍ତ୍ତମାନ ଇଷ୍ଟାଗ୍ରାମ ରେ ଡେବ୍ୟୁ କରୁଛନ୍ତି। ସେ ତାଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ତାଙ୍କ ଏହି ଫଟୋ ରେ ତାଙ୍କ ଭଉଣୀ ନବେଲି ନନ୍ଦ ଏବଂ ଶାହାରୁଖ ଖାନଙ୍କ ଝିଅ ସୁହନା ଖାନ ମଜାଦାର କମେଣ୍ଟ କରିଛନ୍ତି। ଅଗସ୍ଥ୍ୟ କେତେକ ଫଟୋ ରେ ସିରିଜ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଏହା ଉପରେ କମେଣ୍ଟ କୁ ଲିମିଟ ରଖିଛନ୍ତି। ଏହି ଫଟୋ ଉପରେ ତାଙ୍କ ଭଉଣୀ ନବ୍ୟା ଲେଖିଛନ୍ତି କି- ଏକ୍ସପ୍ଲେନ କର। ଆଲିଆ ଭଟ୍ଟ ମଧ୍ୟ ଏହି ଫଟୋ ରେ କମେଣ୍ଟ ରଖିଛନ୍ତି କି, ଆକ୍ସନ କୁ ଏକ୍ସପ୍ଲେନ କର, ପୁଣି ଆଉ ଏକ ଫଟୋ ରେ ସେ ପୋଜ୍ ଦେଇଥିବାର ନଜର ଆସିଥିଲେ।ଏହା ଉପରେ ସୁହାନା ଖାନ ଲେଖିଛନ୍ତି କି ଅନଫଲୋ କରିଦେବି।

ସୁହାନା ଏବଂ ଅଗସ୍ଥ୍ୟା ଭଲ ସାଙ୍ଗ ଅଟନ୍ତି। ସୋସିଆଲ ମିଡିଆରେ ଦୁଇ ଜଣଙ୍କ ଫଟୋ ଏକା ସାଥିରେ ଦେଖାଯାଇଥାଏ। କହିଦବାକୁ ଚାହୁଁଛୁ କି ଅଗସ୍ଥ୍ୟା ଶ୍ବେତା ବଚ୍ଚନ ଙ୍କ ପୁଅ ଅଟନ୍ତି। ଶ୍ୱେତା ଙ୍କ ଝିଅ ନବ୍ଯା ନବେଲି ସବୁବେଳେ ସୁର୍ଖିଆ ରେ ରହିଥାନ୍ତି। ପୁଣି ଅଗସ୍ଥ୍ୟା ଲାଇମ ଲାଇଟ ରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି।

ଅଗସ୍ଥ୍ୟା ପୂର୍ବ ବର୍ଷ ହିଁ ଲଣ୍ଡନ ର ସେବନ ଅକ୍ସ ସ୍କୁଲ ରୁ ପଢା ଶେଷ କରିଛନ୍ତି।୨୦ ବର୍ଷୀୟ ଅଗସ୍ଥ୍ୟା ଚଳଚ୍ଚିତ୍ର ଜଗତରେ ନିଜର ନାମ ଦେଖିବାକୁ ଚାହୁଁଛନ୍ତି। ସେ ଏଥି ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି।

୨୦୧୮ ଅଗସ୍ଥ୍ୟା ଏକ ସର୍ଟ ଫିଲ୍ମ୍ ମଧ୍ୟ କରିଥିଲେ। ଯାହା ବିଗ୍ ବି ଏବଂ ଜୟା ଙ୍କୁ ବହୁତ ପସନ୍ଦ ଆସିଥିଲା। ରିପୋର୍ଟ ମୁତାବକ ସେ ଚଳଚ୍ଚିତ୍ର ଜଗତରେ କାଫି ଇଚ୍ଛା ରଖିଛନ୍ତି। ଅଗସ୍ଥ୍ଯା ନା କେବଳ ସ୍କ୍ରିପ୍ଟ ଲେଖିଥିଲେ, ସେ ନିଜେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

ଅଗସ୍ଥ୍ୟା ଙ୍କ ମାଆ ଶ୍ବେତା କିଛି ବର୍ଷ ପୂର୍ବେ ଅଗସ୍ଥ୍ୟା ଚଳଚ୍ଚିତ୍ର ଜଗତରେ ପାଦ ରଖିବେ ବୋଲି ସଂକେତ ଦେଇଥିଲେ।ସେ କହିଥିଲେ କି ତାଙ୍କ ପିଲା ଚଳଚ୍ଚିତ୍ର ରେ ସାମିଲ୍ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କୁହାଯାଉଥିଲା କି ତାଙ୍କ ଭାଇ ଅଭିଷେକ ବଚ୍ଚନ ସବୁବେଳେ ତାଙ୍କ କ୍ୟାରିଅର ରେ ଘୃଣା ର ସାମ୍ନା କରିଥିଲେ।ଏହା ବୋଧେ ଅଗସ୍ଥ୍ୟା ଙ୍କ ମାଆ ଙ୍କ ଚିନ୍ତା ର କାରଣ ସାଜିଛି।

ଅଗସ୍ଥ୍ୟା ଅମିତାଭ ଏବଂ ଜୟା ବଚ୍ଚନ ଙ୍କ ନାତି ଅଟନ୍ତି।ପୁଣି ଅଗସ୍ଥ୍ୟା କପୁର ପରିବାର ର ନିଖିଲ ନନ୍ଦା ଙ୍କ ପୁଅ ଅଟନ୍ତି। ନିଖିଲ ଙ୍କ ମାଆ ଋତୁ ନନ୍ଦା, ରାଜ କପୁର ଙ୍କ ଝିଅ ଏବଂ ଋଷିି କପୁର – ରଣଧୀର କପୁର ଙ୍କ ଭଉଣୀ ଅଟନ୍ତି।

ଲକଡାଉନ ରେ ଅମିତାଭ ଅଗସ୍ଥ୍ୟା ଙ୍କ ସହିତ ଜିମ ରେ ଅଭ୍ୟାସ କରୁଥିବାର ଫଟୋ ମଧ୍ୟ ସେୟାର କରିଥିଲେ। ଏଥିରେ ଦୁଇ ଜଣ ବହୁତ ଯୋସ୍ ଥିବାର ନଜର ଆସିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *