ଲ୍ୟା-ଡ଼ିଂର ୨୦ ମିନିଟ ପୂର୍ବରୁ ଆକାଶରେ ଉ-ଭା-ନ ଥିଲା ବିମାନ, ଆଜି ପର୍ଯ୍ୟନ୍ତ ଜଣା ପଡିଲା ନାହିଁ ତାର ର-ହ-ସ୍ୟ:-

ଦୁନିଆରେ ଏଭଳି ଘ-ଟ-ଣା ଗୁଡିକ ଘ-ଟୁଛି, ଯାହା ଉପରେ ବିଶ୍ୱାସ କରିବା କଠିନ ହେଉଛି। ଏହି ଘ-ଟ-ଣା ଗୁଡିକ ଅନେକ ବର୍ଷ ଧରି ରହସ୍ୟ ହୋଇ ରହି ଯାଇଥାଏ। ୨୦୧୬ ମସିହାରେ ଏହିଭଳି ଏକ ରାହ-ସ୍ୟମ-ୟୀ ଘ-ଟ-ଣା ଇଜିପ୍ଟ ଠାରେ ଦେଖା ଦେଇଥିଲା, ଯାହାକୁ ଆଜି ପର୍ଯ୍ୟନ୍ତ କାହାକୁ କିଛି ମଧ୍ୟ ସୁରାଗ ହାତକୁ ଆସି ନାହିଁ। ଅବଶ୍ୟ ଏକ ବିମାନ ଲୋଡ଼ିଙ୍ଗ ସମୟରେ ଆକାଶରୁ ୨୦ ମିନିଟ ପାଇଁ ଉ-ଭା-ନ ଥିଲା।

Google

ଇଜିପ୍ଟ ଏୟାରଲାଇନ୍ସର ବିମାନ ଏୟାରବସ-୩୨୦ ଦୁନିଆର ସବୁଠୁ ଆଧୁନିକ ଏୟାରପୋର୍ଟରେ ସାମିଲ ମିସ୍ତ୍ରର କାଇରୋ ଏୟାରପୋର୍ଟ ପାଇଁ ଉଡାଣ ଆରମ୍ଭ କରିଥିଲା। ଏହି ବିମାନରେ ମୋଟ ୬୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ। କିନ୍ତୁ ସମସ୍ତେ ସେହି ସମୟରେ ଆଶ୍ଚର୍ଯ୍ୟ ହୋଇ ରହିଗଲେ, ଯେବେ ଲୋଡ଼ିଙ୍ଗର କେବଳ ୨୦ ମିନିଟ ପୂର୍ବରୁ ଏହି ବିମାନ ଆକାଶରେ ଉ-ଭା-ନ ଥିଲା। ଏହି ରାହସ୍ୟମୟୀ ଘଟଣା ବିଷୟରେ ଏପର୍ଯ୍ୟନ୍ତ କାହାକୁ କିଛି ମଧ୍ୟ ଖବର ନାହିଁ। ନାହିଁ ବିମାନର କୌଣସି ହାନୀ କିମ୍ବା ନାହିଁ କୌଣସି ଯାତ୍ରୀର ଶବ ମିଳିଲା।

Google

କେବଳ ୪ ଘଣ୍ଟାର ଥିଲା ଯାତ୍ରା:-

ଇଜିପ୍ଟ ଏୟାରଲାଇନ୍ସର ପ୍ୟାସେଞ୍ଜର ପ୍ଲେନ ଏୟାରବସ-୩୨୦ ମେ ୧୮, ୨୦୧୬ରେ ପ୍ୟାରିସରୁ ମିସ୍ତ୍ରର କାଇରୋ ସହର ପାଇଁ ଉଡାଣ ଆରମ୍ଭ କରିଥିଲା। ଏହି ଯାତ୍ରାରେ ୪ ଘଣ୍ଟା ସମୟ ଲାଗିଥାନ୍ତା, କିନ୍ତୁ ୩ ଘଣ୍ଟା ୪୦ ମିନିଟ ଉଡାଣ ପରେ ହଠାତ ବିମାନ ଆକାଶରେ ଉ-ଭା-ନ ହୋଇଯାଇଥିଲା। ତେବେ ଅନୁମାନ କରାଗଲାକି ବିମାନକୁ ହା-ଇଯା-କ କରି ଦିଆଯାଇଛି କିମ୍ବା ବିମାନର ଆ-କ୍ସିଡେ-ଣ୍ଟ ହୋଇଯାଇଛି। କିନ୍ତୁ କୌଣସି ଜିନିଷର ପ୍ରମାଣ ମିଳୁ ନାହିଁ। ଏହି ବିମାନରେ ୬୬ ଜଣ ଲୋକଙ୍କ ମଧ୍ୟରୁ ୫୬ ଜଣ ଯାତ୍ରୀ ଥିଲେ ଆଉ ୧୦ ଜଣ ଚାଳକ ଦଳର ସଦସ୍ୟ ଥିଲେ।

Leave a Reply

Your email address will not be published. Required fields are marked *