ଯେତେବେଳେ ସମସ୍ତଙ୍କ ସାମ୍ମନାରେ ଖୋଲି ଯାଇଥିଲା ଅକ୍ଷୟ କୁମାରଙ୍କ ପ୍ୟାଣ୍ଟ ଚେନ, ସ୍ତ୍ରୀଙ୍କୁ କରିବାକୁ ପଡିଥିଲା ଏହି କାମ, ବହୁତ ହଙ୍ଗାମା ହୋଇଥିଲା

କୋରୋନାର ଭୟ ଏପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ରହିଛି। ଏହି ଭାଇରସରେ ପ୍ରତ୍ୟକ ଦିନ ବହୁତ ଲୋକ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ସେଇଠି ସରକାର ଲୋକମାନଙ୍କ ସୁରକ୍ଷା ନଜରରେ ରଖି ବିଭିନ୍ନ ପ୍ରକାରର କାର୍ଯ୍ୟ ଏବଂ ନିୟମ ଲାଗୁ କରୁଛନ୍ତି। ମହାମାରି ଭିତରେ ସାଧାରଣ ଜନତାଙ୍କ ପରି ବଲିଉଡ ସ୍ଟାର ମଧ୍ୟ ନିଜ ନିଜ କାର୍ଯ୍ୟକୁ ଫେରୁଛନ୍ତି। କୋରୋନା କାଳରେ ଏକ ଅକ୍ଷୟ କୁମାର ହିଁ ଅଟନ୍ତି ଯିଏ ବିଦେଶ ଯାଇ ନିଜ ଫିଲ୍ମ ବେଲ ବଟମର ସୁଟିଙ୍ଗ କରିଥିଲେ।

ଏହାପରେ ସେ ଆଗ୍ରାରେ ଫିଲ୍ମ ଅତରଙ୍ଗ ରେ ସୁଟିଙ୍ଗ କରୁଥିବାର ଦେଖିବାକୁ ମିଳିଥିଲେ। ଫିଲ୍ମର ସୁଟିଙ୍ଗ ତାଜମହଲରେ କରାଯାଇଥିଲା , ଯାହାର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ରିପୋର୍ଟ ଅନୁସାରେ ଏବେ ସାମ୍ମନାକୁ ଆସୁଛି କି ଜାନୁଆରୀ ୬ ତାରିଖରୁ ୩୦ ଦିନ ପର୍ଯ୍ୟନ୍ତ ଅକ୍ଷୟ କୁମାର ବହୁତ ବ୍ୟସ୍ତ ରହିବେ। କାରଣ ସେ ଜୈସଲମେରରେ ଅପକମିଙ୍ଗ ଫିଲ୍ମ ବଚ୍ଚନ ପାଣ୍ଡେର ସୁଟିଙ୍ଗ କରିବେ। ଏହା ମଧ୍ୟରେ ଅକ୍ଷୟ କୁମାରଙ୍କୁ ନେଇ ଏକ ପୁରୁଣା କାହାଣୀ ଭାଇରାଲ ହେଉଛି , ଜାଣନ୍ତୁ ସେ କାହାଣୀ କ’ଣ।

ଅକ୍ଷୟ କୁମାର ଏକ ଏପରି ଆକ୍ଟର ଅଟନ୍ତି ଯିଏ ନିଜ ଟ୍ୟାଲେଣ୍ଟରେ ନିଜର ସଫଳତା ପାଇଛନ୍ତି। ଅକ୍ଷୟ ଯେଉଁଠି ସୁପରହିଟ ଫିଲ୍ମରେ କାମ କରିଛନ୍ତି ସେଇଠି ବିବାଦର ମଧ୍ୟ ଶିକାର ହୋଇଛନ୍ତି। ସେ ଜଣେ ଅଭିନେତ୍ରୀଙ୍କୁ ପ୍ରେମ କରୁଥିଲେ ଏବଂ ଶେଷରେ ସେ ଟ୍ବୁଙ୍କିଲ ଖାନ୍ନାଙ୍କୁ ବିବାହ କରିଥିଲେ।

୨୦୦୯ ର ଘଟଣା ଅଟେ। ରିପୋର୍ଟ ଅନୁସାରେ ଥରେ ଅକ୍ଷୟ କୁମାର ରୈମ୍ପ ଓ୍ବାର୍କ କରିବାକୁ ବାହାରି ଥିଲେ। ଏଥିରେ ଜିନ୍ସ ପ୍ୟାଣ୍ଟ ଏବଂ କଳା ରଙ୍ଗର ହାପ ବ୍ୟାନିୟନ ପିନ୍ଧିଥିଲେ।

କିନ୍ତୁ ଏହି ସମୟରେ ଏକ ଘଟଣା ଘଟିଥିଲା ଯେତେବେଳେ ରୈମ୍ପ ଓ୍ବାର୍କ ସମୟରେ ତାଙ୍କର ପ୍ୟାଣ୍ଟ ଚେନ ଖୋଲିଗଲା। ଚେନ ଖୋଲିଯିବା ପରେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ଲାଜ ଲାଗି ନଥିଲା , ସେ ଲୋକମାନଙ୍କ ମଧ୍ୟରେ ବସିଥିବା ଟ୍ବୁଙ୍କିଲଙ୍କ ପାଖରେ ପାଖରେ ପହଁଚି ଥିଲେ।

ସ୍ତ୍ରୀଙ୍କ ପାଖରେ ପହଁଚିବା ପରେ ସେ ଟ୍ବୁଙ୍କିଲଙ୍କୁ ପ୍ୟାଣ୍ଟର ଚେନ ଲଗାଇବାକୁ କହିଥିଲେ। ଯେତେବେଳେ ଟ୍ବୁଙ୍କିଲ ସ୍ବାମୀଙ୍କର ପ୍ୟାଣ୍ଟ ଚେନ ଲଗାଇ ଥିଲେ ସେହି ସମୟର ଫଟୋ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା।

ସମସ୍ତଙ୍କ ଆଗରେ ଅକ୍ଷୟ କୁମାରଙ୍କ ଏହି ବ୍ୟବହାର ପାଇଁ ଲୋକମାନେ ତାଙ୍କୁ ସୋଶିଆଲ ମିଡିଆରେ ବହୁତ ଟ୍ରୋଲ କରିଥିଲେ। ମୁମ୍ବାଇ ହାଈକୋର୍ଟରେ ଏହି ଘଟଣାର କମ୍ପଲେନ କରାଯାଇଥିଲା। ଏଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ବିରୋଧରେ ଅଭିଯୋଗ ହୋଇଥିଲା , ଏହାପରେ ଏହି କେସର ଜାମିନ ମିଳିଥିଲା।

ଅକ୍ଷୟ କୁମାରଙ୍କର ବର୍ଷକୁ ୨-୩ ଟି ଫିଲ୍ମ ରିଲିଜ ହୁଏ। ଅକ୍ଷୟଙ୍କ ଏକ ଖାସ କଥା ଅଛି କି ସେ ଅନ୍ୟ ସ୍ଟାରଙ୍କ ପରି ରାତିରେ କାମ କରନ୍ତି ନାହିଁ। ତାଙ୍କ ଅନୁସାରେ କାମ କରିବା ସହିତ ଫ୍ୟାମିଲ ସହିତ କିଛି ସମୟ ବିଶ୍ରାମ କରିବା ମଧ୍ୟ ବହୁତ ଜରୁରୀ।

ଚଳିତ ବର୍ଷ ଅକ୍ଷୟ କୁମାରଙ୍କର ବହୁତ ଫିଲ୍ମ ରିଲିଜ ହେବାର ଅଛି। ଏଥିରେ ସୂର୍ଯ୍ୟବଶୀଂ , ଅତରଙ୍ଗୀ ରେ , ବେଲ ବଟମ , ରାମ ସେତୁ , ରକ୍ଷାବନ୍ଧନ , ହେରାଫେରି – ୩ ମଧ୍ୟ ସାମିଲ ଅଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *