କ୍ୟୁଟନେସରେ ତୈମୁରଙ୍କୁ ପଛରେ ପକେଇ ଦେବେ ଅଲ୍ଲୂ ଅର୍ଜୁନଙ୍କ ଝିଅ, ଭାଇ-ରାଲ ହେଲା ଏହି ଫଟୋ

ସାଉଥ ସିନେ ଓ୍ବାଲ୍ଡର ସବୁଠାରୁ ଫେମସ ଅଭିନେତା ଅଲ୍ଲୂ ଅର୍ଜୁନ ପ୍ରାୟତଃ କିଛି ନା କିଛି କାରଣରୁ ସୋଶିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଅଲ୍ଲୂ ଅର୍ଜୁନଙ୍କ ଫ୍ୟାନ୍ସ କେବଳ ସାଉଥରେ ନୁହେଁ ବଂର ସାରା ଦେଶରେ ଅଛନ୍ତି। ତାଙ୍କ ପ୍ରଫେସନାଲ ଲାଇଫ ସୁପରହିଟ ରହିଛି ତା ସହିତ ତାଙ୍କ ପର୍ସନାଲ ଲାଇଫ ବହୁତ ହିଟ ଅଛି।

ଅଲ୍ଲୂ ଅର୍ଜୁନଙ୍କ ଲୁକ ଏବଂ କଲର ପାଇଁ ତାଙ୍କ ପଛରେ ହଜାର ହଜାର ଝିଅ ପଡିଥାନ୍ତି। କିନ୍ତୁ ଅଲ୍ଲୂ ଅର୍ଜୁନ ସ୍ନେହା ରେଡ୍ଡିଙ୍କୁ ପସନ୍ଦ କରିଥିଲେ ଏବଂ ଦୁଇ ଜଣଙ୍କର ୨୦୧୧ରେ ବିବାହ ହୋଇଥିଲା। ଏହି ଦମ୍ପତିଙ୍କର ଦୁଇଟି ପିଲା ଅଛି , ଯେଉଁଥିରେ ଗୋଟିଏ ପୁଅ ଅଲ୍ଲୂ ଅୟାନ ଏବଂ ଗୋଟିଏ ଝିଅ ଅଲ୍ଲୂ ଅରହା।

ଅଲ୍ଲୂ ଅରହା ତାଙ୍କ କ୍ୟୁଟନେସ ପାଇଁ ସବୁ ଲୋକମାନଙ୍କର ମନ କିଣି ନିଅନ୍ତି , ସେଥିପାଇଁ ତାଙ୍କ ଫଟୋ ଅଧିକ ସମୟ ସୋଶିଆଲ ମିଡିଆରେ ଭାଇରାଲ ହୁୁଏ। ଏହି ଦିନରେ ଅରହାଙ୍କର କିଛି ଫଟୋ ଲୋକମାନଙ୍କୁ ପାଗଳ କରୁଛି।

ପରୀ ବସରେ ଅରହା

ଅରହାଙ୍କର ନୂଆ ଫଟୋ ଦେଖି ଫ୍ୟାନ୍ସଙ୍କ ନଜର ଫେରୁ ନାହିଁ। ଆଜ୍ଞା ହଁ ଫ୍ୟାନ୍ସ ଅରହାଙ୍କ ଫଟୋକୁ ବହୁତ ପସନ୍ଦ କରୁଛନ୍ତି। ବାସ୍ତବରେ ଅରହା ନୂଆ ଫଟୋରେ ଏକ ବେବି ଡଲ ପରି ଦିସୁଛନ୍ତି ଏବଂ ଖୁସିରେ ନାଚୁଥିାର ଦେଖିବାକୁି ମିଳିଛନ୍ତି।

 

View this post on Instagram

 

A post shared by Allu Sneha Reddy (@allusnehareddy)

ଅରହା ଏକ ପିଙ୍କ କଲର ର ସୁନ୍ଦର ଡ୍ରେସ ପିନ୍ଧିଛନ୍ତି। ଯେଉଁଥିରେ ସେ କେଉଁ ପରୀ ଠାରୁ କମ୍ ଲାଗୁ ନାହାଁନ୍ତି। ଏଥିପାଇଁ ଫ୍ୟାନ୍ସ ତାଙ୍କ ଫଟୋରେ ବହୁତ ଲାଇକ ଦେଉଛନ୍ତି।

 

View this post on Instagram

 

A post shared by Allu Sneha Reddy (@allusnehareddy)

ସ୍ନେହା ନିଜେ ତାଙ୍କ ଝିଅର ଫଟୋ ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ଫଟୋ କୁ ସେୟାର କରି ସ୍ନେହା କ୍ୟାପସନରେ ଲେଖିଥିଲେ “ମୋ ପରୀ”। ଏହା ପ୍ରଥମ ଥର ନୁହେଁ ଯେ ସ୍ନେହା ତାଙ୍କ ଝିଅର ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି ଏହା ପୂର୍ବରୁ ସେ କେତେ ଫଟୋ ନିଜ ଝିଅର ସେୟାର କରିଛନ୍ତି।

ବହୁତ ସ୍ଟାଇଲିଷ୍ଟ ହେଉଛନ୍ତି ଅରହା

 

View this post on Instagram

 

A post shared by Allu Arjun (@alluarjunonline)

ଅଲ୍ଲ ଅରହାଙ୍କ ଫଟୋ ପ୍ରାୟତଃ ସୋଶିଆଲ ମିଡିଆରେ ଭାଇରାଲ ହୋଇଥାଏ। ଯେଉଁଥିରେ ସେ ଅଲଗା ଅଲଗା ପୋଜ ଦେଇ ସେ ଫଟୋ ଉଠାଇ ଥାନ୍ତି , ଯେଉଁଥିରୁ ଜଣା ପଡେ କି ଅରହା ସ୍ଟାଇଲରେ ତାଙ୍କ ବାପାଙ୍କ ପରି ହୋଇଛନ୍ତି। କେତେକ ଫ୍ୟାନ୍ସ କହୁଛନ୍ତି କି ଅଲ୍ଲୂ ଅରହା ସିନେମା ଜଗତକୁ ଆସିଲେ ରାଜ କରିବେ।

 

View this post on Instagram

 

A post shared by Allu Sneha Reddy (@allusnehareddy)

ଅରହା ସାଉଥ ସିନେ ଓ୍ବାଲ୍ଡର ସବୁଠାରୁ ଫେମସ ସ୍ଟାର କିଡ୍ସରୁ ଜଣେ। ଅଲ୍ଲୂ ଅର୍ଜୁନ ଏବଂ ସ୍ନେହାଙ୍କ ଝିଅ ଅରହା ପଶୁ ପ୍ରେମୀ ଅଟନ୍ତି। ଏଥିପାଇଁ ସେ ତାଙ୍କ କୁକୁରକୁ ବହୁତ ଭଲ ପାନ୍ତି।

 

View this post on Instagram

 

A post shared by Allu Sneha Reddy (@allusnehareddy)

Leave a Reply

Your email address will not be published. Required fields are marked *