ଭାରତର ଏହି ଧନୀ ଲୋକଙ୍କ ସାମ୍ନାରେ ପାଣି ଭରିବା ଆରମ୍ଭ କରିଦେବେ ଅମ୍ବାନୀ ଏବଂ ବିର୍ଲା, ଛୋଟ ଛୋଟ ସଉକ ପାଇଁ ଉଡାଇ ଦେଉଥିଲେ କୋଟି କୋଟି ଟଙ୍କା |

ଯେତେବେଳେ ମଧ୍ୟ ଭାରତର ଧନୀ ପରିବାରର କଥା କରନ୍ତି ସେତେବେଳେ ସର୍ବ ପ୍ରଥମେ ଟାଟା, ବିର୍ଲା କିମ୍ବା ଅମ୍ବାନୀର ନାମ ଆସିଥାଏ | ଏମାନେ ସବୁ ଅପାର ଧନ ସମ୍ପତ୍ତିର ମାଲିକ ଅଟନ୍ତି, କିନ୍ତୁ କଣ ଆପଣ ଜାଣନ୍ତି କିଭାରତରେ ଅନେକ ଏପରି ରାଜା ରାଜୁଡା ପରିବାର ପରିବାର ଥିଲା ଯେଉଁମାନଙ୍କ ପାଖରେ ଏସମସ୍ତଙ୍କ ଠାରୁ ମଧ୍ୟ ଅଧିକ ଅଧିକ ସମ୍ପତ୍ତି ରହିଥିଲା | ଏମାନଙ୍କର ବେହିସାବ ସମ୍ପତ୍ତି ପାଇଁ ଆଜି ମଧ୍ୟ ଏମାନଙ୍କ ବଂଶଜ ଭାଗ ତାଙ୍କ ପଛରେ ପଡିଛନ୍ତି | ଭାରତରେ ଅନେକ ନବାବ ହୋଇଥିଲେ ଯେଉଁମାନଙ୍କର ସାମ୍ରାଜ୍ୟ, ମନ ସମ୍ମାନ ଏବଂ ଧନର କାହାଣୀ ଆଜି ମଧ୍ୟ କୌତୁହଳପ୍ରଦ ଲାଗିଥାଏ |

ହାଇଦ୍ରାବାଦର ପୂର୍ବ ନିଜାମ ଓସମାନ ଅଲ୍ଲୀ ଖାଁଙ୍କୁ ଭାରତ ହିଁ ନୁହେଁ ବରଂ ଦୁନିଆର ସବୁଠୁ ଧନୀ ମଣିଷଙ୍କ ମଧ୍ୟଭାରେ ଗଣା ଯାଉଥିଲେ | ଖବର ମୁତାବକ ହାଇଦ୍ରାବାଦର ନିଜାମଙ୍କ ପାଖରେ ୧୮୮୬-୧୯୬୭ରେ ୨୩୬ ଆରବ ଅର୍ଥାତ ୧୩୪୦ କୋଟି ତାଙ୍କର ମୂଲ୍ୟ ଥିବା ହୀରାର ବ୍ୟବହାର ପେପରବେଟ ରୂପରେ କରୁଥିଲେ |

କୁହାଯାଏ ଯେ, ନିଜାମ ଏତେ ଧନୀ ହୋଇ ମଧ୍ୟ ବହୁତ କଂଜୁସ ମଣିଷ ଥିଲେ | ସେ କେବେ ମଧ୍ୟ ପ୍ରେସ କରାଯାଇଥିବା କପଡା ପିନ୍ଧୁ ନଥିଲେ | ସେ ଗୋଟିଏ ମାତ୍ର ଟୋପିକୁ ୩୫ ବର୍ଷ ପର୍ଯ୍ୟନ୍ତ ପିନ୍ଧିଥିଲେ ଏବଂ ଏକ ଟିନ ପ୍ଲେଟରେ ଖାଦ୍ୟ ଖାଉଥିଲେ | ନବାବୀ ଚାଲିଯିବା ପରେ ମଧ୍ୟ ତାଙ୍କର ୯ ଜଣ ପତ୍ନୀ, ୪୨ ଜଣ ପ୍ରେମିକା, ୨୦୦ ଜଣ ପିଲା ଏବେ ୩୦୦ ଚାକର ଥିଲେ |

ମହମ୍ମଦ ଅମୀର ମହମ୍ମଦ ଖାନଙ୍କ ସମ୍ପର୍କ ଉତ୍ତରପ୍ରଦେଶର ସୀତାପୁତ୍ର ଜିଲ୍ଲାରେ କେବେ ତାଙ୍କର ପୂର୍ବପୁରୁଷଙ୍କର ସାମ୍ରାଜ୍ୟ ରହିଥିଲା | ଏହି ସାମ୍ରାଜ୍ୟର ନାମ ମହମ୍ମଦବାଦ ରହିଥିଲା | ମହମ୍ମଦବାଦ ସାମ୍ରାଜ୍ୟ ପାଖରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ୩ ହଜାର କୋଟି ତାଙ୍କର ସମ୍ପତ୍ତି ରହିଛି |

ମହମ୍ମଦବାଦ ସାମ୍ରାଜ୍ୟ ଅବଧର ନବାବଙ୍କ ଅଧୀନରେ ରହୁଥିଲା | ୧୯୫୭ରେ ତାଙ୍କ ସ୍ୱାମୀ ଭାରତ ଛାଡି ପାକିସ୍ତାନ ଚାଲି ଯାଇଥିଲେ | ତେବେ ତାଙ୍କ ବେଗମଙ୍କ ସମେତ ପରିବାରର କିଛି ଲୋକ ଏଠାରେ ରହି ଯାଇଥିଲେ |

ଜୁନାଗଡ଼ର ନବାବ ମହମ୍ମଦ ମହାବତ ଖାନଜୀ ଏପରି ନବାବ ଥିଲେ ଯିଏ ନିଜ ଲୋକଙ୍କୁ ଛାଡି ପାକିସ୍ତାନ ଚାଲି ଯାଇଥିଲେ | ତେବେ ସେ ଧନ ଏବଂ ଶୌକର କାହାଣୀକୁ ନେଇ ଆଜି ମଧ୍ୟ ସେ ବହୁତ ପ୍ରସିଦ୍ଧ ଅଟନ୍ତି |

କୁହାଯାଏ ଯେ ନବାବ ମହମ୍ମଦ ମହାବତ ଖାନଜୀଙ୍କୁ ପଶୁଙ୍କ ସହିତ ବହୁତ ପ୍ରେମ ରହିଥିଲା | ସେ ସାରା ଦୁନିଆରେ ଦାମୀ ଦାମୀ ପଶୁ ଆଣି ପାଳିଥିଲେ | ସେ ନିଜ ସମ୍ପୂର୍ଣ୍ଣ ଜୀବନରେ ୩୦୦ ଗୋଟି କୁକୁର ପାଳିଥିଲେ | ସେ ନିଜର ସବୁଠୁ ପ୍ରିୟ କୁକୁରର ଜନ୍ମଦିନ ମଧ୍ୟ ମନାଇ ଥିଲେ ଏବଂ ସେମାନଙ୍କର ବିବାହ ମଧ୍ୟ କରାଇଥିଲେ |

ଅବଧର ନବାବ ମହମ୍ମଦ ୟାଇୟା ମିର୍ଜା ଅସଫ ଉଦ ଦୌଲା ନିଜର ସମ୍ପତ୍ତି ସହିତ ନିର୍ମଳ ମନ ପାଇଁ ମଧ୍ୟ ବେଶ ଜଣାଶୁଣା | ୧୭୩୮ରେ ତାଙ୍କର ସାମ୍ରାଜ୍ୟରେ ଭୀଷଣ ଅକାଳ ପଡି ଯାଇଥିଲା | ଅକାଳ କାରଣରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସେ ଇମାମବାଡେର ନିର୍ମାଣ କରିବା ଆରମ୍ଭ କରି ଦେଇଥିଲେ | ଏହାଦ୍ୱାରା ଲୋକମାନଙ୍କୁ ରୋଜଗାର ମିଳିଲା ଏବଂ ସେମାନଙ୍କର ଭୋକରେ ମରିବାର ସ୍ଥିତି ଆସିନଥିଲା |

ଲକ୍ଷ୍ନୌ ପରେ ଇମାମବାଡ଼ ଆଜି ମଧ୍ୟ ବହୁତ ପ୍ରସିଦ୍ଧ ଅଟେ | ଏହାକୁ ଭୁଲ ଭୁଲେୟା ନାମରେ ସମସ୍ତେ ଜାଣନ୍ତି |

Leave a Reply

Your email address will not be published. Required fields are marked *