ଏଠାର ଆକାଶରେ ଉଡୁଛନ୍ତି କୁକୁର-ବିଲେଇ, ଭୋକିଲା ଚିଲର ଠାରୁ ବଞ୍ଚେଇବା ପାଇଁ ମାଲିକମାନେ କରିଲେ ଏମିତି ଯୋଗାଡ଼

ଆମେରିକାରେ ଲୋକମାନେ ବର୍ତ୍ତମାନ ପାଳିତ କୁକୁର-ବିଲେଇ(Dogs-Cats) ଉପରେ ଚିଲର ଆକ୍ର-ମଣକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି। ଏଠାରେ ଏହି ଭୟ-ଙ୍କର ଶି-କା-ରୀ ଘର ବାହାରେ ବୁଲୁଥିବା କୁକୁର-ବିଲେଇମାନଙ୍କୁ ଆକାଶରେ ଉଡେଇ ନେଇ ଯାଉଛନ୍ତି। ଏମାନଙ୍କୁ ଆକ୍ର-ମଣରୁ ବଞ୍ଚେ-ଇବା ପାଇଁ ଲୋକମାନେ ସେମାନଙ୍କ ଶରୀର ଉପରେ କ-ଣ୍ଟା ତାର କୁ ବାନ୍ଧୁଛନ୍ତି।

ଯଦି ଆପଣଙ୍କୁ ହଠାତ ଆକାଶରେ ଉଡୁଥିବା କୁକୁର ଦେଖାଯିବ ତାହେଲେ? ଆପଣଙ୍କୁ ଲାଗୁଥାଇ ପାରେ କି ଆମେ ଆପଣଙ୍କୁ କୈାଣସି କାହାଣୀ ଶୁଣାଉଛୁ। କିନ୍ତୁ ଆମେରିକାରେ ଏମିତି ସତରେ ହେଉଛି। ଏଠାରେ ଦେଖା ଯାଉଥିବା ବାଲ୍ଡ ଇଗଲ ଅର୍ଥାତ ଚିଲ ବର୍ତ୍ତମାନ ଘରୁ ଲୋକମାନଙ୍କ ପାଳିତ କୁକୁର-ବିଲେଇକୁ ଚୋ-ରି କରି ନେଉଛି। ଏହି ଭୋକିଲା ଚିଲ କୁକୁରକୁ ଉଡେଇ ନେଇ ସେମାନଙ୍କର ଶି-କା-ର କରୁଛି। ଏହି କାରଣରୁ ବର୍ତ୍ତମାନ ତାଙ୍କ ମାଲିକମାନେ ନିଜ ପାଳିତ ପଶୁମାନଙ୍କୁ ବଞ୍ଚେଇବା ପାଇଁ ସେମାନଙ୍କୁ କଣ୍ଟା ତାରର କପଡା ପିନ୍ଧାଉଛନ୍ତି।

ଅଲାକ୍ସାରେ ବଢି ଯାଇଛି ଚିଲଙ୍କ ସଂଖ୍ୟା

ଲକଡାଉନ ସମୟରେ ଅଲାକ୍ସା(Alaska) ରେ ଚିଲଙ୍କ ସଂଖ୍ୟାରେ ବହୁ ପରିମାଣରେ ବୃଦ୍ଧି ଦେଖିବାକୁ ମିଳିଛି। ଏଠାରେ ହଠାତ ହିଁ ଚିଲଙ୍କ ସଂଖ୍ୟା ପାଖାପାଖି ୩୦ହଜାରରେ ପହଞ୍ଚି ଯାଇଛି। ପର୍ଯ୍ୟଟକ ପ୍ରେମୀ ମାନଙ୍କ ପାଇଁ ଏହା ଯଦିଓ ଖୁସିର ଖବର ଅଟେ କିନ୍ତୁ ଏହି କାରଣରୁ ଏଠାର ଘରମାନଙ୍କରେ ପାଳିତ କୁକୁର-ବିଲେଇ ନି-ଖୋ-ଜ ହେବାର ଘଟଣା ବଢ଼ି ଯାଇଛି। ବାସ୍ତବରେ, ଏହି ଚିଲ ନିଜ ଭୋକକୁ ମେଣ୍ଟାଇବା ପାଇଁ କୁକୁର-ବିଲେଇଙ୍କୁ ଘରୁ ଶି-କା-ର କରୁଛନ୍ତି।

ବଢ଼ିଯାଇଛି ସୁ-ର-କ୍ଷା ଜ୍ୟାକେଟର ଚାହିଦା

ଚିଲମାନଙ୍କ ଦ୍ଵାରା କୁକୁର-ବିଲେଇଙ୍କ ଶି-କା-ର କରାଯିବା କାରଣରୁ ଏମାନଙ୍କ ମାଲିକମାନେ ଭୟ-ଭୀତ ହୋଇ ଯାଇଛନ୍ତି। ଏହି କାରଣରୁ ସେମାନଙ୍କ ଜୀବନ ବଞ୍ଚା-ଇବା ପାଇଁ ଏଠାର ପାଳିତ ପଶୁମାନଙ୍କ ପାଇଁ ସୁ-ର-କ୍ଷା ଜ୍ୟାକେଟର ଚାହିଦା ବଢି ଯାଇଛି। ଏହି ଜ୍ୟାକେଟ କଣ୍ଟା ତାରରେ ପ୍ରସ୍ତୁତ ହୋଇଛି ଯାହାଦ୍ଵାରା ଚିଲ ତାଙ୍କୁ ମୁହଁରେ କାମୁଡି ନେଇପାରିବ ନାହିଁ। ଅଲାକ୍ସାରAK Bark ପେଟ ଶପର ମାଲିକ ମାର୍କ ରୋବୋକୋଫଙ୍କ ଅନୁସାରେ ଲୋକମାନେ ଏହି ଜ୍ୟାକେଟକୁ ବହୁ ମାତ୍ରାରେ କିଣୁଛନ୍ତି। ଏହାକୁ CoyoteVest କୁହାଯାଇଥାଏ।

ଉଠାଇ ପାରେ ଏତିକି ଓଜନ

ଏହି ଚିଲ ପାଖାପାଖି ୧୨ପୌଣ୍ଡ କିମ୍ବା ପାଖାପାଖି ୧୦କିଲୋର ଶି-କା-ର ନିଜ ମୁହଁରେ କାମୁଡି ଉଡିପାରେ।The Wall Street Journalରେ ଛପା ହୋଇଥିବା ଖବର ମୁତାବକ, ଏହି ଚିଲମାନଙ୍କ ପର ଆଠଫୁଟ ପର୍ଯ୍ୟନ୍ତ ଖୋଲିଥାଏ। ମଝିରେ ଏମାନଙ୍କ ସଂଖ୍ୟା ବହୁତ କମି ଯାଇଥିଲା। କିନ୍ତୁ ବର୍ତ୍ତମାନ ଜୋରରେ ଏମାନଙ୍କ ସଂଖ୍ୟା ବଢ଼ି ଯାଇଛି। ପୂର୍ବରୁ ଏହି ଚିଲ ଫାର୍ମରୁ କୁକୁଡ଼ା ଚୋ-ରେ-ଇ ନେଉଥିଲେ। କିନ୍ତୁ ବର୍ତ୍ତମାନ ଏମାନଙ୍କର ସହଜ ଟା-ର୍ଗେ-ଟ କୁକୁର-ବିଲେଇ ହୋଇଯାଇଛନ୍ତି, ଯେଉଁମାନଙ୍କ ଠାରୁ ସେମାନଙ୍କୁ ସହଜରେ ମାଂସ ମିଳିଯାଉଛି। ହେଲେ, ଆକ୍ର-ମଣର ଖବର ପରେ ବର୍ତ୍ତମାନ ଲୋକମାନେ ନିଜ ପାଳିତ ପଶୁମାନଙ୍କୁ ଏହି ଜ୍ୟାକେଟ ପିନ୍ଧେଇ ରଖୁଛନ୍ତି।

Leave a Reply

Your email address will not be published. Required fields are marked *