୧୨ ବର୍ଷ ଝିଅର ଦେହକୁ ଛୁଇଁବା ମାତ୍ରେ ପାଣି ହୋଇଯାଉଛି ଏସିଡି, ଝାଳ ଓ ଲୁହର ଗୋଟିଏ ବୁନ୍ଦାରେ ବି ଶରୀରର ହେଉଛି ଏମିତି ଅବସ୍ଥା

ଆପଣ କେତେ ପ୍ରକାରର ରୋଗୀଙ୍କୁ ଦେଖି ଥିବେ। କେତେକ ରୋଗ ଅଜବ ହୋଇଥାଏ। ଯେତେବେଳେ ଏହା ବିଷୟରେ ଜଣା ପଡେ ତେବେ ଆମକୁ ଲାଗେ କି ଏପରି କିଛି ରୋଗ ଅଛି | ଆମେରିକାର ଲୁସିଆନାରେ ରହୁଥିବା ୧୨ ବର୍ଷର ଡେନିୟଲ ମୈକ କ୍ରେବିନଙ୍କୁ ଅଜବ ପ୍ରକାରର ରୋଗ ହୋଇଛି। ତାଙ୍କ ଶରୀରରେ ପାଣିର ଗୋଟିଏ ବୁନ୍ଦା ମଧ୍ୟ ଏସିଡରେ ପରିଣତ ହୋଇଯାଉଛି। ଯେତେବେଳେ ତାଙ୍କ ଶରୀର ସ୍ପର୍ସରେ ପାଣି ଆସିଥାଏ।

ଯେତେବେଳେ ତାଙ୍କ ଶରୀର ସ୍ପର୍ସରେ ପାଣି ଆସିଥାଏ ସେତେବେଳେ ତାଙ୍କ ଶରୀର ଜଳି ଯାଇଥାଏ। ନା କେବଳ ପାଣି ଲୁହ,ଝାଳର ଏକ ବୁନ୍ଦା ମଧ୍ୟ ତାଙ୍କ ସ୍କିନରେ ଫରକ ପକାଇଥାଏ। ଏହା ପାଇଁ ସେ ପାଣି ଠାରୁ ଦୂରେଇ ରହିଥାନ୍ତି। ଏହା ପାଇଁ ସେ ଗାଧୋଇ ପାରନ୍ତି ନାହିଁ ଡେନିଏଲଙ୍କୁ ପହଁରିବା ବହୁତ ପସନ୍ଦ। ଡେନିଏଲଙ୍କ ମା ତାଙ୍କ ଝିଅଙ୍କ ରୋଗ ବିଷୟରେ ସୋଶିଆଲ ମିଡିଆରେ ସେୟାର କରିଛନ୍ତି।

ସାରୀ ସୋଶିଆଲ ମିଡିଆରେ ନିଜର ଝିଅର ଅଜବ ରୋଗ ବିଷୟରେ କହିଛନ୍ତି। ସେ କହିଲେକି ସାରି ପାଣିରୁ ଏତେ ଏଲର୍ଜିକ ଅଟନ୍ତି କି ଏହା ପାଇଁ ତାଙ୍କ ଝିଅ ଡେନିଏଲଙ୍କର ମଧ୍ୟ ଜୀବନ ଯାଇ ପରେ।

ଯଦି ତାଙ୍କ ସ୍ପର୍ସରେ ଗୋଟିଏ ବୁନ୍ଦା ପାଣି ଆସେ ତେବେ ତାଙ୍କ ଶରୀର ଜଳି ଯାଏ। ଏହା ପରେ ସେ ବହୁତ କଷ୍ଟ ପାଇଥାଏ। ତାଙ୍କ ପାଣିରେ ବହୁତ ପ୍ରୋବଲେମ ଅଛି।

ସେ କାନ୍ଦିଲେ କିମ୍ବା ଦେହରୁ ଝାଳ ବାହାରିଲେ ମଧ୍ୟ ତାଙ୍କ ସ୍କିନ ଜଳି ଯାଏ। ଗରମ ଦିନେ ଡେନିଏଲଙ୍କ ମା ତାଙ୍କୁ ଘରେ ରଖନ୍ତି ଏହା ସହିତ ତାଙ୍କୁ ଥଣ୍ଡାରେ ରଖିଥାନ୍ତି।

ଡେନିଏଲଙ୍କୁ ଏକ୍ବାଜୋନିକ ଅଟିକେରିଆ ନାମକ ରୋଗ ହୋଇଛି। ଯାହା ବର୍ତ୍ତମାନ ଦୁନିଆ ରେ ମାତ୍ର ୧୦୦ ଲୋକଙ୍କୁ ହୋଇଛି। ଏଥିରେ ମନୁଷ୍ୟର ଶରୀର ପାଣିରେ ଏଲର୍ଜିକ ହୋଇଥାଏ।

୧୨ ବର୍ଷର ଡେନିଏଲ ସବୁ ଦିନ ଆଣ୍ଟି ହିସ୍ଟାମିନ୍ସ ନେଇ ଥାନ୍ତି। ଏଥିରେ ତାଙ୍କ ଦେହର କଷ୍ଟ କମ ହୋଇଥାଏ। ଏହା ସହିତ ତାଙ୍କୁ ପ୍ରପର ଗାଇଡାନ୍ସରେ ରହିବାକୁ ପଡିଥାଏ। ଯଦି କିଛି ବି ଭୁଲ ହୋଇଥାଏ ତେବେ ତାଙ୍କ ସ୍କିନ ପୋଡି ଯାଇଥାଏ।

ଗୋଟିଏ ବର୍ଷ ପୂର୍ବେ ହିଁ ଡେନିଏଲଙ୍କୁ ଏହି ରୋଗ ବିଷୟରେ ଜଣା ପଡିଥିଲା। ତାଙ୍କୁ ପହଁରିବା ବହୁତ ପସନ୍ଦ କିନ୍ତୁ ଏହି ରୋଗ ପାଇଁ ସେ ପାଣି ଠାରୁ ଦୂରେଇ ରୁହନ୍ତି।

ତାଙ୍କ ଶରୀରରେ କିଛି ଫଳି ଯାଇଥାଏ। ଡେନିଏଲଙ୍କୁ ମଧ୍ୟ ଜିମନାସ୍ଟିକର ବହୁତ ଶୌକ କିନ୍ତୁ ଝାଳ ତାଙ୍କ ଶରୀର ପାଇଁ ବିପଦ ବୋଲି ସେଥିପାଇଁ ସେ ଏହା ଠାରୁ ମଧ୍ୟ ଦୂରେଇ ରୁହନ୍ତି।

ଡେନିଏଲଙ୍କ ମା କହିଛନ୍ତି କି ନିଜର ଝିଅ କୁ ଏପରି ଅବସ୍ଥାରେ ଦେଖିବା ତାଙ୍କୁ ବହୁତ କଷ୍ଟ ଲାଗୁଛି। ତାଙ୍କୁ ଜଣା ନାହିଁ କି ଆଗକୁ ଡେନିଏଲଙ୍କ ଶରୀରରେ କେତେ ସୁଧାର ଆସିବ। ବର୍ତ୍ତମାନ ତାଙ୍କ ଜୀବନ ବହୁତ କଷ୍ଟ ଦାୟକ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *