ବିପର୍ଯ୍ୟୟ ବଢାଇବ ସମସ୍ୟା, ଚୀନ କରିବ ରାଜ, ୨୦୨୧ର ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

୨୦୨୧ ମସିହାକୁ ନେଇ ବୁଲ୍ଗାରିଆର ଭବିଷ୍ୟବକ୍ତା ବାବା ଓ୍ବେଙ୍ଗା ଆଶ୍ଚର୍ଯ୍ୟ କଲା ପରି ଭବିଷ୍ୟବାଣୀ କରିଛନ୍ତି। ତାଙ୍କୁ ବାଲ୍କନ ନାସ୍ତ୍ରେଦମସ କୁହାଯାଏ। ବାବା ଓ୍ବେଙ୍ଗା ଏମିତି କେତେକ ଐତିହାସିକ ଘଟଣାର ଭବିଷ୍ୟବାଣୀ କରିଥିଲେ ଯାହା ଆଗକୁ ସତ ହୋଇଥିଲା। ୧୯୧୧ ରେ ଜନ୍ମ ହୋଇଥିବା ଓ୍ବେଙ୍ଗା ୧୨ ବର୍ଷ ବୟସରେ ଅନ୍ଧ ହୋଇଯାଇଥିଲେ।

ବାବା ଓ୍ବେଙ୍ଗାଙ୍କ ମୃତ୍ୟୁ ୧୯୯୬ରେ ହୋଇଥିଲା , କିନ୍ତୁ ସେ ତାଙ୍କ ମୃତ୍ୟୁ ପୂର୍ବରୁ ସୋଭିଏତ ୟୁନିୟନ ଙ୍କ ବିଘଟନ , ୯\୧୧ ଅଟୈକ ( ୨୦୦୧) , ପ୍ରିନ୍ସେସ ଡାୟନା ଙ୍କ ମୃତ୍ୟୁ (୧୯୯୭) , ଚେର୍ନୋବିଲର ଉପଦା ଏବଂ ଜାପାନ ସୁନାମୀ (୨୦୦୪) ପରି ଐତିହାସିକ ଭବିଷ୍ୟବାଣୀ କରିଥିଲେ। କୁହାଯାଉଛି କି ବାବା ଓ୍ବେଙ୍ଗାଙ୍କ ଭବିଷ୍ୟବାଣୀର ୮୫ ପ୍ରତିଶଦ ସତ ହୋଇସାରିଛି। ତାଙ୍କର ଭବିଷ୍ୟବାଣୀରେ ୫୦୭୯ ପର୍ଯ୍ୟନ୍ତ ଉଲ୍ଲେଖ ମିଳିଛି , ସେହି ବର୍ଷ ଦୁନିଆରେ ଅନ୍ତ ହେବ।

ଆକାଶରୁ ବିପର୍ଯ୍ୟୟ ।

ଭବିଷ୍ୟବାଣୀ ଅନୁସାରେ ୨୦୨୧ରେ ଋଷର ଆଖପାଖ ଭାଗରେ ଉଲକା ପିଣ୍ଡ ପଡିବ। ନା କେବଳ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦୁନିଆ ଶେଷ ହେବାର ବିପଦ ଅଛି ବଂର ୟୁରୋପରେ ରାସାୟନିକ ଆକ୍ରମଣର ମଧ୍ୟ ଚେତାବନୀ ଦିଆଯାଇଛି। ବାବା ଓ୍ବେଙ୍ଗାଙ୍କର ଏହା ମଧ୍ୟ ଦାବି ରହିଛି କି ଏହା ଦ୍ବାରା ୟୁରୋପୀୟ ମହାଦ୍ବୀପର ଅସ୍ତିତ୍ବ ନିଜର ଅନ୍ତର ପାଖକୁ ନେଇ ଯିବ।

ବ୍ଲାଦିମୀର ପୁତୀନଙ୍କ ହତ୍ୟା ।

ଓ୍ବେଙ୍ଗା ବାବାଙ୍କ ଭବିଷ୍ୟବାଣୀ ଅନୁସାରେ , ୨୦୨୧ ରେ ୟୁରୋପର ଆର୍ଥିକ ଅବସ୍ଥା ବହୁତ ଖରାପ ରହିବ। ଋଷର ରାଷ୍ଟ୍ରପତି ବ୍ଲାଦିମୀର ପୁତୀନଙ୍କ ହତ୍ୟା କରିବାର ସଡଯନ୍ତ୍ର କରାଯିବ। ଦେଶର ସୀମା ଭିତରେ ହିଁ ତାଙ୍କ ଜୀବନ ପ୍ରତି ବିପଦ ବଢିବ।

ଟ୍ରମ୍ପଙ୍କୁ ରୋଗ ।

ବାବା ଓ୍ବେଙ୍ଗଙ୍କ ଭବିଷ୍ୟବାଣୀ ଅନୁସାରେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବହୁତ ବଡ ରୋଗ ହେବ। ଏହି ରୋଗ ଟ୍ରମ୍ପଙ୍କୁ କାଲ କରିଦେବ ଏବଂ ସେ ବ୍ରେନ ଟ୍ରମାର ମଧ୍ୟ ଶିକାର ହେବେ।

ପ୍ରଳୟକାରୀ ବିପର୍ଯ୍ୟୟ।

ସାରା ଦୁନିଆ ପ୍ରଳୟକାରୀ ବିପଦର ସାମ୍ମନା କରିବା। ଲୋକମାନଙ୍କ ଚେତନା ବଦଳିବ। ଏହା ଏକ ସମସ୍ୟାର ସମୟ ହେବ। ଲୋକ ଆସ୍ଥାର ଆଧାରରେ ବଣ୍ଟା ହେବେ। ଉପସ୍ଥିତ ସମୟରେ ଆମେ ମନବତା ଉପରେ ଆକ୍ରମଣ କରୁଥିବା ଏପରି କିଛି ବିନାଶକାରୀ ଘଟଣା ଘଟେଇବା।

ବ୍ରହ୍ମାଣ୍ଡରେ ଜୀବନର ଖୋଜା।

ଏହା ବ୍ୟତିତ ବ୍ରହ୍ମାଣ୍ଡରେ ଜୀବନର ଖୋଜ କରାଯିବ ଏବଂ ହଠାତ୍ ଏହା ସ୍ପଷ୍ଟ ହୋଇଯିବ କି ପୃଥିବୀରେ ଜୀବନ କିପରି ମିଳିଲା। ଆଗକୁ ୨୦୦ ବର୍ଷରେ ଲୋକ ନିଜର ଆଧାତ୍ମିକ ଭାଈ-ଭଉଣୀଙ୍କ ସହିତ ଅଲଗା ଦୁନିଆ ସହିତ ସମ୍ପର୍କ କରିବେ।

ଆକାଶରେ ଉଡିବ ଟ୍ରେନ।

ସୂର୍ଯ୍ୟଙ୍କ ପ୍ରକାଶର ବ୍ୟବହାରରେ ଟ୍ରେନ ଉଡା ଯିବ। ପେଟ୍ରୋଲର ପ୍ରଡକ୍ଶନ ବନ୍ଦ ହୋଇଯିବ। ବର୍ତ୍ତମାନ ସୋଲାର ଏନର୍ଜୀକୁ ନେଇ ଏବେ ଠାରୁ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ତାଙ୍କର ଏହି ଭବିଷ୍ୟବାଣୀ ଭବିଷ୍ୟତ ପାଇଁ ଉପଯୁକ୍ତ ବୋଲି ଲାଗୁନାହିଁ।

ଚୀନର ଦୁନିଆ ଉପରେ କବ୍ଜା।

ଏକ ବିଶାଳକାୟ ଡ୍ରୈଗନର ମାନବତା ଉପରେ କବ୍ଜା ହେବ। ତିନୋଟି ଦିଗ୍ଗଜ ଏକାଠି ହେବ। କିଛି ଲୋକମାନଙ୍କ ପାଖରେ ରେଡ କରେନ୍ସି ଥିବ। ଓ୍ବେଙ୍ଗା ଏଥିରେ ୧୦୦ ଏବଂ ୫ ଆଗରେ ବହୁତ ଶୂନ ହେବାର ଭବିଷ୍ୟବାଣୀ କରିଥିଲେ। ବିଶ୍ଲେଷଣ ଅନୁସାରେ , ସେହି ବିଶାଳକାୟ ଡ୍ରୈଗନ ଚୀନ ଅଟେ , ଯାହା ଏକ ସୁପରପାଓ୍ବାର ହୋଇଯାଇଛି। ତିନୋଟି ଦିଗ୍ଗଜର ଅର୍ଥ ଭାରତ , ଚୀନ ,ଋଷ ଅଟନ୍ତି। ୧୦୦ ୟୁଆନ ଏବଂ ୫୦୦୦ ରୂବଲ ନୋଟ ଲାଲ ରଙ୍ଗର ହୋଇଥାଏ।

କ୍ୟାନସର ର ଚିକିତ୍ସା।

୨୧ ବିଂ ସପ୍ତାଦ୍ଧୀର ଆରମ୍ଭରେ ମନୁଷ୍ୟକୁ କ୍ୟାନସର ରୋଗରୁ ମୁକ୍ତି ମିଳିବ। ବାବା ଓ୍ବେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ସେହି ଦିନ ଆସିବ ଯେତେବେଳେ କ୍ୟାନସର ପରି ଭୟଙ୍କର ରୋଗ ଲୁହାର ଚେନରେ ବନ୍ଧା ଯିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *