ଝାଡ଼ୁ ନେଇ ସଫା କରୁଥିଲେ ବ୍ୟକ୍ତି, ସେହି ସମୟରେ ପଛରୁ ଆସି କୁଣ୍ଢେଇ ପକାଇଲା ହାତୀଛୁଆ

ଇଣ୍ଟରନେଟରେ ଏହି ଫଟୋ ଆଇପିଏସ ଅଫିସର ସୁଶାନ୍ତ ନନ୍ଦା ଶେୟାର କରିଛନ୍ତି। ଏହି ଫଟୋ ସହିତ ସେ କ୍ୟାପଶନରେ ଲେଖିଛନ୍ତି, ‘ଆମକୁ ପରସ୍ପରଙ୍କର ଆବଶ୍ୟକତା ରହିଛି’।ଫଟୋରେ ଆପଣ ଦେଖି ପାରୁଥିବେ କି ଜଣେ ବ୍ୟକ୍ତି ଝାଡ଼ୁ ଧରି ସଫା କରୁଛନ୍ତିି। ଏବଂ ତାଙ୍କ ପଛରୁ ଗୋଟିଏ ହାତୀଛୁଆ ଆସି କୁଣ୍ଢେଇ ପକାଇଛି।

ସୋସିଆଲ ମିଡିଆରେ ପଶୁମାନଙ୍କର ବହୁତ ମଜାଦାର ଏବଂ ସୁନ୍ଦର ଫଟୋ ବୋଧହୁଏ ଭାଇରାଲ ହେବାରେ ଲାଗିଥାଏ। ଅନେକ ଥର କୁକୁର, ବିଲେଇ, ହାତୀ ଏବଂ ସିଂହର ଅନେକ ଫଟୋ ବହୁତ ସୁନ୍ଦର ହୋଇଥାଏ, ଯାହାକୁ ଦେଖି ଆମ ହୃଦୟ ଖୁସି ହୋଇ ଯାଇଥାଏ। ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଏମିତି ହିଁ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣମାନେ ଭା-ବା-ତ୍ମ-କ ହୋଇଯିବେ। ଲୋକମାନଙ୍କୁ ଏହି ଫଟୋ ବହୁତ ପସନ୍ଦ ଆସୁଛି।

ଇଣ୍ଟରନେଟରେ ଏହି ଫଟୋ ଆଇପିଏସ ଅଫିସର ସୁଶାନ୍ତ ନନ୍ଦା ଶେୟାର କରିଛନ୍ତି। ଏହି ଫଟୋ ସହିତ ସେ କ୍ୟାପଶନରେ ଲେଖିଛନ୍ତି, ‘ଆମକୁ ପରସ୍ପରଙ୍କର ଆବଶ୍ୟକତା ରହିଛି’।ଫଟୋରେ ଆପଣ ଦେଖି ପାରୁଥିବେ କି ଜଣେ ବ୍ୟକ୍ତି ଝାଡ଼ୁ ଧରି ସଫା କରୁଛନ୍ତିି। ଏବଂ ତାଙ୍କ ପଛରୁ ଗୋଟିଏ ହାତୀଛୁଆ ଆସି କୁଣ୍ଢେଇ ପକାଇଛି। ଏହି ଇମୋଶନାଲ କରିଦେବା ଭଳି ଫଟୋ ସମସ୍ତଙ୍କୁ ବହୁତ ପସନ୍ଦ ଆସୁଛି। ଫଟୋ ଦେଖିବା ମାତ୍ରେ ହିଁ ଜଣା ପଡି ଯାଉଛି କି ଏହି ଦୁହିଁଙ୍କ ମଧ୍ୟରେ କେତେ ଭଲପାଇବା ରହିଛି।

ଏହି ଫଟୋକୁ ଏପର୍ଯ୍ୟନ୍ତ ୬ହଜାରରୁ ଅଧିକ ଲୋକ ଲାଇକ କରି ସାରିଛନ୍ତି।ଏହା ସହିତ ଲୋକମାନେ ଫଟୋ ଉପରେ ଢେର ସୁନ୍ଦର ସୁନ୍ଦର କମେଣ୍ଟ କରିଛନ୍ତି। ଅନେକ ଲୋକ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ଲେଖିଛନ୍ତି, “ଏହି ହାତୀର ଛୁଆକୁ ଚୁଟି କାଟିବାର ଆବଶ୍ୟକତା ରହିଛି।”

Leave a Reply

Your email address will not be published. Required fields are marked *