ଦେଖନ୍ତୁ ଭିଡ଼ିଓ: କୁନି କୁନି ହାତ ବ୍ୟକ୍ତିଙ୍କ ସହିତ କରିଲା ଏପରି ମସ୍ତି , ଭିଡ଼ିଓ ଦେଖି ଦୂରେଇ ଯିବ ଥକାପଣ

ଏମିତିରେ ତ ହାତୀକୁ ଦେଖି ଲୋକେ ଭୟ-ରେ ଦୂରରେ ଛିଡ଼ା ହୁଅନ୍ତି । କାରଣ ଅନେକଥର ହାତୀ ଏତେ ଭୟ-ଙ୍କର ହୋଇଯାଏ ଯେ ଲୋକଙ୍କ ଉପରେ ଆ-କ୍ର-ମ-ଣ କରି ଦେଇଥାଏ । କିନ୍ତୁ ଏହି କୁନି ହାତୀଟିକୁ ଦେଖି ଆପଣଙ୍କ ମଧ୍ୟରେ ସ୍ନେହ ପରିସ୍ଫୁଟିତ ହେବ ।

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ମାନଙ୍କର ମଜାଦାର ଭିଡ଼ିଓ ଭାଇରଲ ହୋଇଥାଏ । କିଛି ଭିଡ଼ିଓ କୁ ଦେଖି ଲୋକଙ୍କ ଚେହେରାରେ ସ୍ମିତ ହସ ଆସିଯାଏ । ପୁଣି ଆଉ କିଛି କୁ ଦେଖି ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ । ଏହି ପରିପ୍ରେକ୍ଷୀରେ ଏକ ଏପରି ଭିଡ଼ିଓ ଭାଇରଲ ହେଉଛି , ଯାହାକୁ ଦେଖିବା ପରେ ନିଶ୍ଚିତ ଭାବରେ ଆପଣଙ୍କ ଥକାପଣ ଦୂରେଇ ଯିବ । କାରଣ ଯେଉଁ ଭଳି ଏକ ଛୋଟ ହାତୀ ବ୍ୟକ୍ତି ଙ୍କ ସହିତ ମସ୍ତି କରୁଛି ତାହାକୁ ଦେଖି କାହାରି ମୁଁହରେ ବି ହସ ଫୁଟି ଉଠିବ ।

ଏମିତିରେ ତ ହାତୀକୁ ଦେଖି ଲୋକେ ଭୟ-ରେ ଦୂରରେ ଛିଡ଼ା ହୁଅନ୍ତି । କାରଣ ଅନେକଥର ହାତୀ ଏତେ ଭୟ-ଙ୍କର ହୋଇଯାଏ ଯେ ଲୋକଙ୍କ ଉପରେ ଆକ୍ର-ମଣ କରି ଦେଇଥାଏ । କିନ୍ତୁ ସବୁ କୁନି ହାତୀର ଅନ୍ଦାଜ କୁ ଦେଖି ଆପଣଙ୍କ ମଧ୍ୟରେ ସ୍ନେହ ଦେଖା ଦେଇଥାଏ । ଯେପରିକି ଆପଣ ଭିଡ଼ିଓ ରେ ଦେଖି ପାରିବେ ଯେ କେଉଁ ଭଳି ଭାବରେ ଛୋଟ ହାତୀ ବ୍ୟକ୍ତିଙ୍କ ସହିତ ମସ୍ତି କରୁଛି । ତାଙ୍କ ସହିତ ଖେଳୁଛି ଏବଂ ତାଙ୍କ ଉପରେ ଖୁବ ସ୍ନେହରେ ଚଢ଼ି ଯାଉଛି । କିନ୍ତୁ ବଡ଼ କଥା ଏହିକି ଯେ ବ୍ୟକ୍ତିଙ୍କୁ ସେହି କୁନି ହାତୀ କିପରି କିଛି କ୍ଷ-ତି ପହଞ୍ଚାଇ ନଥାଏ । କୁନି ହାତୀଟି ଖୁବ ସ୍ନେହରେ ତାଙ୍କ ସହିତ ଉପଭୋଗ କରିବାରେ ଦେଖା ଯାଇଛି ।

ସୋସିଆଲ ମିଡିଆରେ ଭିଡ଼ିଓ ଭାଇରଲ :-

ଏହି ଭିଡ଼ିଓ କୁ ଦେଖିବା ପରେ ନିଶ୍ଚିତ ଭାବରେ ଆପଣଙ୍କୁ ମଧ୍ୟ ମଜା ଆସିଯିବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ରେ ଏହି ଭିଡ଼ିଓ କୁ ‘ A page to make you smile again ‘ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡ଼ିଓ ସହିତ ଖୁବ ମଜାଦାର କ୍ୟାପଶନ ମଧ୍ୟ ଲେଖା ଯାଇଛି । ଏବେ ଏହି ଭିଡ଼ିଓ ଭାଇରଲ ହେଉଛି । ଖବର ଲେଖା ଯିବା ପର୍ଯ୍ୟନ୍ତ ଏହି ଭିଡ଼ିଓ କୁ ଦଶ ହଜାର ଲୋକ ଦେଖି ସାରିଛନ୍ତି । ପୁଣି ଏହି ଭିଡ଼ିଓ ଉପରେ ଲୋକେ ଖୁବ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *