ବହୁ ଦିନ ପର୍ଯ୍ୟନ୍ତ ଅ-ଲ-ଗା ଥିଲେ ଏହି ବୃଦ୍ଧ ଦ-ମ୍ପ-ତି, ଯେତେବେଳେ ଏକାଠି ହେଲେ ତାଙ୍କୁ ଦେଖିକି ସମସ୍ତେ କା-ନ୍ଦି ଉଠିଲେ

ଲୋକମାନେ ପରସ୍ପରଠାରୁ ଅଲଗା ହେଲେ

କରୋନା ସବୁଠାରୁ ବେଶୀ ପ୍ରଭାବ ବୃଦ୍ଧମାନଙ୍କ ଉପରେ ପକାଇଛି । ଅନେକ ଦେଶରେ ଲୋକମାନେ ସେମାନଙ୍କର ବୃଦ୍ଧ ପରିଜନ ମାନଙ୍କୁ ନିଜଠାରୁ ଅଲଗା କରିଦେଇଥିଲେ । ସେମାନଙ୍କୁ କରୋନାରୁ ର-କ୍ଷା କରିବା ପାଇଁ ଏପରି କରିଥିଲେ। ଜୀବନ ସାଥୀ ଯେଉଁମାନେ କେବେ ବି ଅଲଗା ହୋଇନଥିଲେ, ସେମାନଙ୍କୁ ମଧ୍ୟ ଏହି ସମୟରେ ଅଲଗା ହେବାକୁ ପଡିଲା। ଏପରି ଏକ ଭାବୁକ କରିଦେବା ଘ-ଟ-ଣା ସାମ୍ନାକୁ ଆସିଛି। ଏଥିରେ ଜଣେ ବୃଦ୍ଧ ଦ-ମ୍ପ-ତି ପରସ୍ପରକୁ ବହୁ ଦିନପରେ ଭେଟୁଛନ୍ତି। ବହୁ ସମୟ ପରେ ସେମାନେ ପରସ୍ପରକୁ ସା-କ୍ଷା-ତ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯେତେବେଳେ ଦୁହେଁ ଏକାଠି ହେଲେ ତାଙ୍କୁ ଦେଖିବା ବହୁତ କ-ଷ୍ଟକ-ର ହୋଇଗଲା । ଭିଡିଓ ଦେଖି ଲୋକଙ୍କ ଲୁ-ହ ବାହାରି ଆସିଲା।

Google

୪୦ ଲକ୍ଷ୍ୟ ଭ୍ୟୁ ମିଳି ସାରିଛି

ଏହି ଭିଡିଓକୁ ଟ୍ୱିଟରରେ ସେୟାର କରାଯାଇଛି। ଏହାର କ୍ୟାପସନ୍ ସ୍ପାନିଶ ଭାଷାରେ ଲେଖାଯାଇଛି । ଏଥିରେ ଲେଖା ଅଛି, “ଅନେକ ସପ୍ତାହ ଧରି ପରସ୍ପରକୁ ଦେଖିନଥିଲେ।” ଆଜି ମୋ ଜେଜେମା’ ଡାକ୍ତରଖାନାରୁ ଡି-ସଚା-ର୍ଜ ହେଲେ ଏବଂ ସେ ମୋ ଜେଜେବାପାଙ୍କୁ ସରପ୍ରାଇଜ୍ କରିବାକୁ ଚାହୁଁଥିଲେ। ଏହା ଦୁନିଆର ସବୁଠାରୁ ସୁନ୍ଦର ମିଳନ ଅଟେ। ‘

ଦୁହେଁ ପରସ୍ପରକୁ ଆ-ଲିଙ୍ଗ-ନ କଲେ

ଏହି ଭିଡିଓରେ ଦେଖାଯାଏ ଯେ ଜଣେ ବୃଦ୍ଧ ବ୍ୟକ୍ତି ଖଟରେ ଶୋଇଛନ୍ତି। ଯେତେବେଳେ ସେ ହଠାତ୍ ନିଜ ସାଥୀକୁ ଦେଖନ୍ତି ସେ ଖୁସିରେ ଖଟ ରୁ ଉଠିଯାନ୍ତି । ତା’ପରେ ଦୁହେଁ ଆ-ଲିଙ୍ଗ-ନ କରନ୍ତି । ଏହି ନିଉଜ୍ ଲେଖିବା ବେଳକୁ ଏହି ଭିଡିଓକୁ ୪୦ ଲକ୍ଷ୍ୟ ରୁ ଅଧିକ ଭ୍ୟୁ ମିଳିସାରିଛି। ଏହି ସୁନ୍ଦର ମି-ଳ-ନ ବିଷୟରେ ତୁମର ମତ କଣ ?

Leave a Reply

Your email address will not be published. Required fields are marked *